Phrasal verbs - bring up, bring out, clear up, call off, carry on, etc.
try Again
Tip1:hello
Lesson 248
Phrasal verbs - bring up, bring out, clear up, call off, carry on, etc.
ଟିପ୍
We need to bring the books out quickly = ଆମକୁ ବହି ଗୁଡାକୁ ଶୀଘ୍ର ପ୍ରକାଶିତ କରିବାକୁ ପଡିବ.
Phrasal verb: Bring out = publish = ପ୍ରକାଶିତ କରିବା

Phrasal verbs ଗୋଟେ verb (କ୍ରିୟା) ଏବଂ ଗୋଟେ particle କୁ ଯୋଡିକି ବନା ହୁଏ.
Verb = Bring, Particle = Out.
We need to bring out the books quickly = ଆମକୁ ବହି ଗୁଡାକୁ ଶୀଘ୍ର ପ୍ରକାଶିତ କରିଦେବା ଦରକାର.
Separable phrasal verbs - ଏମିତି phrasal verbs ଯେଉଁଥିରେ, verb (bring) ଏବଂ particle (out) ଏକା ସହିତ ପ୍ରୟୋଗର ଆବଶ୍ୟକତା ନଥାଏ.

ଯେବେ object ଗୋଟେ noun ଥାଏ (eg: 'books'), ତେବେ ସେହିଟା particle (eg: 'out') ପୁର୍ବରୁ କିମ୍ବା ପରେ ପ୍ରୟୋଗ କରାଯାଇ ପାରେ.
Bring the books out
or
Bring out the books.
ଟିପ୍
We need to break into the apartment, she is stuck inside = ଆମକୁ ଘର ଭିତରକୁ ପସିବାକୁ ପଡିବ, ସେ ଭିତରେ ଅଟକି ଯାଇଛି.
Break into = enter a building by force.

Inseparable phrasal verbs - ଯେଉଁଥିରେ 'particle' (into) କ୍ରିୟା (break) ର ଠିକ ପରେ ଲାଗିବ 'object' ଏବଂ ତାଙ୍କ ମଝିରେ ଲାଗିବ ନାହିଁ.
=
We need to break the apartment into.
'ଆପଣଙ୍କୁ ଏହାର ଉଲ୍ଲେଖ କରିବାର ଆବଶ୍ୟକତା ନଥିଲା.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
You didn't have to bring this up.
You didn't have to bring this out.
'ମତେ ଜଣା ନାହିଁ କଣ ଚାଲିଛି, ଆମେ ଆଜି ଏହାର ସମାଧାନ କରିଦେବୁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
I don't know what is going on, we'll clear it up today.
I don't know what is going on, we'll call it off today.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I'm a little busy, you ______
Carry on
Carry
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
You will have to ______
carry out
carry it out
do carry out
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
How did you ______
find out
finding
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I ______
came across
came along
came up
came
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Whenever you need someone, you can ______
count on
count
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
He was found cheating, I think you need to ______
deal with
deal
ଟିପ୍
The car broke down in the middle of the highway = ଗାଡିଟା ହାଇୱେ ଉପରେ ଖରାପ ହେଇ ଗଲା.
Some phrasal verbs have a totally different meaning; କିଛି phrasal verbs ଦେଖିକି, ଅର୍ଥ କୁହା ଯାଇ ପାରିବ ନାହିଁ.
=
ଯେପରି: The car broke down in the middle of the highway
Broke down = stopped working.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She ______
broke up
break up
ଟିପ୍
What are you up to? = ଆପଣ କଣ କରୁଛନ୍ତି ?
Verbs with two particles: କିଛି phrasal verbs ରେ ଦୁଇଟା particles ଆସେ.
=
Up, to = particles.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
You can ______
carry on with
carry with
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I think we should ______
do away with
do
do away
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
We have a lot to ______
catch up on
catch with
catching
do catch up on
phrasal verb meaning
break down analyze; list the parts of something separately; ବିଭାଜିତ କରିବା
bring around influence somebody to accept your opinion; ପ୍ରଭାବିତ କରିବା
close down stop all work at a business/factory; ବନ୍ଦ କରିଦେବା
cut back reduce something; କମ କରିଦେବା
cut down reduce in quantity; ପରିମାଣ କମେଇ ଦେବା
cut off disconnect a supply; ଲାଇନ୍ କାଟି ଦେବା
cut out stop doing/using something; ରହିଯିବା
fill in complete a form;ପୁରଣ କରିବା
call on visit; ଭେଟ କରିବା
come back return to a place; ଫେରି ଆସିବା
come out appear; ଦିଶିବା
come over come to a place; ସାକ୍ଷାତ କରିବାକୁ ଆସିବା
catch up with go faster to reach the same position as somebody; ଧରି ଦେବା/ପହଞ୍ଚି ଯିବା
fall back on use something because other things have failed; ଶରଣ ନେବା
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ