Verbs : 'have' ର ବିଭିନ୍ନ ରୁପ ଶିଖନ୍ତୁ
try Again
Tip1:hello
Lesson 25
Verbs : 'have' ର ବିଭିନ୍ନ ରୁପ ଶିଖନ୍ତୁ
I have=ମୋ (ପାଖରେ) ଅଛି
two=ଦୁଇ
'ମୋର ଦୁଇଟା ଭାଇ ଅଛନ୍ତି ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
I has two brothers
I am have two brothers
I am having two brothers
I have two brothers
'ତାର ଦୁଇଟା ଭାଇ ଅଛନ୍ତି ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
She has two brothers
She is has two brothers
She is having two brothers
She have two brothers
'ତାଙ୍କର ଦୁଇଟା ପୁଅ ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
They have two sons
They are have two sons
They are having two sons
They has two sons
'ତାର ଦୁଇ ଜଣ ଝିଅ ଅଛନ୍ତି ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
He has two daughters
He is two daughters
He is having two daughters
He have two daughters
'Forms of verb to have (Have ର ରୂପ)'^~^'typefacestyle'
i have
we have
you have
they have
he has
she has
it has
ଉପଯୁକ୍ତ ଶବ୍ଦ ବାଛନ୍ତୁ
I ______
has
have
am have
ଉପଯୁକ୍ତ ଶବ୍ଦ ବାଛନ୍ତୁ
______
has
have
'ମୋର ବହୁତ କାମ ଅଛି' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
I has a lot of work
I am have a lot of work
I have a lot of work
I is have a lot of work
ମୋର ଦୁଇଟା ବୁଢା ଆଙ୍ଗୁଠି ଅଛି
    • thumbs
    • I
    • have
    • two
    • finger
    • hand
    ଇଂରାଜୀରେ ଅନୁବାଦ କରନ୍ତୁ
    ମୋର ଦୁଇଟା ପୁଅ ଅଛନ୍ତି
    ଇଂରାଜୀରେ ଅନୁବାଦ କରନ୍ତୁ
    ତାର ଦୁଇଟା ଝିଅ ଅଛନ୍ତି
    Do=କଣ
    you have=ଆପଣଙ୍କର ପାଖରେ
    Does=କଣ
    she have=ତା ପାଖରେ
    'ପ୍ରଶ୍ନ ପଚାରିବା ବେଳେ ମାତ୍ର do / does ବଦଳେ. He / She ସାଂଗରେ'^~^'typefacestyle'
    do i have କଣ ମୋ ପାଖରେ ଅଛି
    do we have କଣ ଆମ ପାଖରେ ଅଛି
    do you have କଣ ତୁମ ପାଖରେ ଅଛି
    do they have କଣ ତାଙ୍କ ପାଖରେ ଅଛି
    does he have କଣ ତା ପାଖରେ ଅଛି
    does she have କଣ ତା ପାଖରେ ଅଛି
    does it have କଣ ଏହା ପାଖରେ ଅଛି
    'କଣ ତାର ଗୋଟେ ସାନ ଭଉଣୀ ଅଛି ?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    Does she have a younger sister?
    Do she has a younger sister?
    Does she has a younger sister?
    Do she have a younger sister?
    'କଣ ତାଙ୍କ ପାଖରେ ଗାଡି ଅଛି ?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    Do they has a car?
    Does they have a car?
    Do they have a car?
    Do their have a car?
    ଉପଯୁକ୍ତ ଶବ୍ଦ ର ଚୟନ କରନ୍ତୁ
    Does ______
    has
    have
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    Does Mr. ______
    has
    have
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    Do you ______
    have
    has
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    Do they ______
    have
    has
    are have
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    ______
    Do
    Does
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    ______
    Do
    Does
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    ______
    Do
    Does
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    ______
    Have
    Does
    କଣ ଆପଣଙ୍କର ପାଖରେ ଟିକିଏ ସମୟ ଅଛି ?
    • time
    • some
    • have
    • do
    • you
    କଣ ଆପଣଙ୍କର ପାଖରେ କିଛି ଟଙ୍କା ଅଛି ?
    • cash
    • some
    • have
    • do
    • you
    • does
    କଣ ତାଙ୍କ ପାଖରେ ଗାଡି ଅଛି ?
    • car
    • a
    • have
    • do
    • they
    • does
    କଣ ତାଙ୍କର କେହି ଭାଇ-ଭଉଣୀ ଅଛନ୍ତି ?
    • does
    • a
    • have
    • do
    • they
    • siblings
    କଣ ତାଙ୍କର କେହି ପିଲା ଅଛନ୍ତି ?
    • does
    • a
    • have
    • do
    • they
    • children
    ଇଂରାଜୀ ରେ ଅନୁବାଦ କରନ୍ତୁ
    କଣ ଆପଣଙ୍କର କେହି ପିଲା ଅଛନ୍ତି ?
    ଇଂରାଜୀରେ ଅନୁବାଦ କରନ୍ତୁ
    କଣ ଆପଣଙ୍କର ପାଖରେ କୁକୁର ଅଛି ?
    ଶୁଣନ୍ତୁ
    Vijay: Today I have a bungalow, a car, lots of money, what do you have?
    Vijay: ଆଜି ମୋ ପାଖରେ ବଙ୍ଗଳା ଅଛି, ଗାଡି ଅଛି, ବହୁତ ଗୁଡେ ଟଙ୍କା ଅଛି, ତୁମ ପାଖରେ କଣ ଅଛି ?


    Ravi: I have my mother!
    Ravi: ମୋ ପାଖରେ ମାଁ ଅଛି !


    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ