Phrasal verbs - Practice
try Again
Tip1:hello
Lesson 250
Phrasal verbs - Practice
ଟିପ୍
Please sit down = ଦୟା କରି ବସି ଯାନ୍ତୁ.


ଏହି ବାକ୍ୟରେ Phrasal verb ଅଛି : Sit down - ବସନ୍ତୁ .
Verb = Sit, Particle = Down

ଯେବେ Phrasal verbs କାହାକୁ ଆଦେଶ/ନିର୍ଦେଶ ଦେବା ପାଇଁ ପ୍ରୟୋଗ କରାଯାଏ, ତେବେ ଏହି ପ୍ରକାର ବାକ୍ୟ ରେ object: 'you' ଲଗା ଜାଏ ନାହିଁ.
Please you sit down.
I grew up in Delhi. = ମୋର ଲାଳନ ପାଳନ ଦିଲ୍ଲୀ ରେ ହେଇଥିଲା.

ଏହି ବାକ୍ୟରେ Phrasal verb ଅଛି : Grew up = ଲାଳନ ପାଳନ.
Verb = Grew. Particle = Up.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Every morning, I ______
get up
am get up
get
have get up
ଟିପ୍
Turn on the TV / Turn the TV on = TV ଚଲେଇ ଦିଅ.
ଯେବେ 'object' ଗୋଟେ 'noun' ଥାଏ, ତେବେ ଏହା 'Particle' ପୁର୍ବରୁ କିମ୍ବା ପରେ ଲଗା ଯାଇ ପାରେ.
Verb (Turn) + Particle (on) + Object (the TV).
Or
Verb (Turn) + Object (the TV) + Particle (on).
=
କିନ୍ତୁ ଯେବେ ବସ୍ତୁ ଗୋଟେ 'pronoun' ଥାଏ, ତେବେ ତାହା Particle ପୁର୍ବରୁ ହି ଲଗାଯାଏ.

Verb (Turn) + Object (it) + Particle (on).
'Turn it on'
NOT 'Turn on it'.
'ତାପରେ ମୁଁ ରେଡିଓ ଚଲାଏ.' ର ଇଂରାଜୀରେ ଅନୁବାଦ କରନ୍ତୁ.
Then I turn on the radio.
Then I turn up the radio.
ଟିପ୍
It took him a long time to get over his illness = ତାକୁ ତାର ରୋଗ ରୁ ସୁସ୍ଥ ହେବା ପାଇଁ ବହୁତ ଅଧିକ ସମୟ ଲାଗିଲା.
ଏଠାରେ, phrasal verb: 'Get over' ଅଛି.
ଏହି ପ୍ରକାର ର ବାକ୍ୟରେ 'object' (his illness) ହୋଇଥାଏ, କିନ୍ତୁ ଆମେ Verb (get) କୁ Particle (over) ଠାରୁ ଭିନ୍ନ କରି ପାରିବା ନାହିଁ.
Verb + Particle + Object

It took him a long time to get his illness over
I always have to look for my glasses = ମତେ ସବୁ ବେଳେ ମୋର ଚଶ୍ମା ଖୋଜିବାକୁ ପଡେ.
ଏଠାରେ , phrasal verb: 'Look for'ଅଛି .
Verb = Look, Particle = for
'ମୁଁ ମୋର ଚାବି ଖୋଜୁଛି.' ର ଇଂରାଜୀରେ ଅନୁବାଦ କରନ୍ତୁ.
I'm looking for my keys.
I'm looking my keys for.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I always have to ______
look in
look for
look out
'ନିଜର କୋଟ୍ ପିନ୍ଧ.' ର ଇଂରାଜୀରେ ଅନୁବାଦ କରନ୍ତୁ.
Put on your coat.
Put your coat.
'ମୁଁ ନିଜ ନୋଟ୍ସ୍ କୁ ଜଲ୍ଦୀ ଜଲ୍ଦୀ ଦେଖିଦେଲି.' ର ଇଂରାଜୀରେ ଅନୁବାଦ କରନ୍ତୁ.
I looked my notes through.
I looked through my notes.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
The plane ______
took off
took in
took out
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Can I try this ______
suit on
suit for
suit in
'ଏହି ମାଗାଜିନ୍ ଟା ଫୋପାଡନି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
Don't throw this magazine away.
Don't throw this magazine on.
'କୃପ କରି ଏହାକୁ କମ/ବନ୍ଦ କରି ଦିଅନ୍ତୁ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.
Please turn it on.
Please turn it down.
ଆମେ ଆପଣଙ୍କର ଅଶିଷ୍ଟତା ସହିବୁ ନାହିଁ.
    • put in
    • we
    • put up
    • won't
    • with your
    • rudeness.
    ସେହି ବିଶଯ ପାଇଁ ମୋ ନୋଟ୍ସ୍ ଦେଖି ଦିୟ.
    • my notes
    • mine notes
    • topic.
    • look
    • for that
    • through
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    She could not ______
    get over
    get up
    turn off
    forget over
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    You need to ______
    grow up
    are grow up
    do grow up
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ