Writing an email to schedule a meeting
try Again
Tip1:hello
Lesson 258
Writing an email to schedule a meeting
'ମୁଁ ମୁଲ୍ୟ ବିଷୟରେ କିଛି ଚର୍ଚା କରିବାକୁ ଚାହୁଁଛି, କଣ ଆମେ ଏହି ସୋମବାର ଦିନ ଦେଖା ହେଇ ପାରିବା?' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ.;
I would like to discuss the pricing, could we meet this Monday?
I would discuss the pricing, could we meet this Monday?
I like to discuss the pricing, could we meet this Monday?
I would like to discuss to the pricing, could we meet this Monday?
ଟିପ୍
=
ଈ-ମେଲ୍ କରିବା ପୁର୍ବରୁ, ଯାହାକୁ ଈ-ମେଲ୍ କରୁଛନ୍ତି ତାଙ୍କର ନାଁ ବୁଝି ନିଅନ୍ତୁ. ଈ-ମେଲ୍ କୁ :
Dear Miss/ Mr. + Surname ରୁ ଆରମ୍ଭ କରନ୍ତୁ.
'Dear Sir/ Madam' ରୁ ଆରମ୍ଭ କରିଲେ, ଈ-ମେଲ୍ ପଢୁଥିବା ବ୍ୟକ୍ତି କୁ ଆକର୍ଷିତ କରି ପାରିବେ ନାହିଁ.
=
Ideally, after the title (Mr./Miss), the surname is used.
'Dear Mr. Gupta' is a better way to address someone, than 'Dear Mr. Manoj'.
Some organizations may have an informal culture, in which case you could address people directly with their first names, and without adding any title.
However, if you are not sure of the organization's culture, it is better to have a formal tone.
'Dear Mr. Sharma, କଣ ଆପଣଙ୍କ ପାଇଁ ମଙ୍ଗଳବାର ଦିନ 4 ବେଳେ ମୋ ଅଫିସ୍ କୁ ଆସିବା ଟା ସମ୍ଭବ ହେବ ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ
Dear Mr. Sharma, would it be possible for you to come down to our office on Tuesday, at 4 pm?
Dear Mr. Sharma, it would be possible for you to come down to our office on Tuesday, at 4 pm?
'ମୁଁ ଏକ ମିଟିଙ୍ଗ୍ ରଖିବା କୁ ଚାହୁଁଛି. ଆମେ କେବେ ଦେଖା ହେଇ ପାରିବା?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
I would like to schedule a meeting. When can we meet?
I would like to schedule a meeting. When we meet?
I would like to schedule a meeting. Till when can we meet?
I would like to schedule a meeting. Since when can we meet?
ଟିପ୍
=
ଯେତେବେଳେ ଆପଣ ଜଣଙ୍କୁ ପ୍ରଥମ ଥର ପାଇଁ ଈ-ମେଲ୍ ଲେଖୁଛନ୍ତି, ତେବେ ଈ-ମେଲ୍ ର ଆରମ୍ଭ ରେ ନିଜ ବିଷୟରେ କିଛି ଲେଖନ୍ତୁ.
=
ଯେମିତି:
Dear Mr. Verma,

Hope you're doing well.
I am Ankit from ABC Pvt. Ltd. - India's biggest LED manufacturer, and I would like to tell you about some of our products.
'ମୁଁ ହେଉଛି Rajiv Dixit, ଜଏ ମୋବାଇଲ୍ ଠାରୁ. ମୁଁ ସମ୍ଭାବ୍ୟ ଭାଗୀଦାରିତା ର ସୁଯୋଗ ବିଷୟରେ ଚର୍ଚା କରିବା ପାଇଁ ଆପୋଇଂଟ୍ମେଂଟ୍ ନେବା କୁ ଚାହୁଁଥିଲି.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ
I would like to seek an appointment for discussing potential partnership opportunities.
I would like to have an appointment for discussing potential partnership opportunities.
ଡାଏଲଗ୍ ଶୁଣନ୍ତୁ
Hello, Mr. Verma? This is Rohit Roy from Hitachi.
ହେଲୋ ମିଷ୍ଟର ବର୍ମା ? ମୁଁ ହିଟାଚୀ ରୁ ରୋହିତ୍ କହୁ ଥିଲି.


Hello Rohit, what can I do for you?
ହେଲୋ ରୋହିତ୍, ମୁଁ ଆପଣଙ୍କ ପାଇଁ କଣ କରି ପାରିବି?


I was wondering if we could get together on Tuesday to talk about the potential partnership opportunities?
ମୁଁ ଭାବୁଥିଲି କି ଯଦି ଆମେ ସମ୍ଭାବ୍ୟ ଭାଗୀଦାରିତା ର ସୁଯୋଗ ବିଷୟରେ ଚର୍ଚା କରିବା ପାଇଁ ମଙ୍ଗଳବାର ଦିନ ଦେଖା କରି ପାରିବା?


Tuesday sounds fine to me, what time is good for you?
ମଙ୍ଗଳବାର ମୋ ପାଇଁ ଠିକ ଅଛି, ଆପଣଙ୍କ ପାଇଁ କୋଉ ସମୟ ଠିକ ରହିବ?


How about 2 p.m.?
ଦିପହର ଦୁଇ ଟା ବେଳ କେମିତି ରହିବ?


I’m sorry, I’ve got to meet with my boss then, but any other time is fine.
କ୍ଷମା କରନ୍ତୁ, ମୋର ମୋ ବସ୍ ସହିତ ମିଟିଙ୍ଗ୍ ଅଛି, କିନ୍ତୁ ତା ଛଡା ଆଉ ଯେକୌଣସି ସମୟ ଠିକ ରହିବ.


Can we try 3 p.m., then?
ତାହାଲେ ଆମେ ତିନି ଟା ବେଳେ ଚେଷ୍ଟା କରି ପାରିବା?


That’s perfect, see you then.
ଏକଦମ ବଢିଆ, ଦେଖା ହବ ତାହାଲେ.


Thank you Mr. Verma, I’ll see you on Tuesday then, at 3 p.m.
ଧନ୍ୟବାଦ ମିଷ୍ଟର ବର୍ମା, ତାହାଲେ ମୁଁ ଆପଣଙ୍କ ସହିତ ମଙ୍ଗଳବାର ଦିନ 3 ଟା ବେଳକୁ ଦେଖା କରିବି.


ଯଦି ସମ୍ଭବ ହେବ, ତେବେ ମୁଁ ଆପଣଙ୍କ ସହିତ କାଲି ଆସିକି ଭେଟ କରିବାକୁ ଚାହୁଁଛି.
    • would like to
    • If possible, I
    • come at
    • come by
    • come on
    • and see you tomorrow.
    'ମୁଁ ଭାବୁଥିଲି, ଯଦି ଆମେ ଅଧ ଘଣ୍ଟେ ପାଇଁ ଦେଖା କରି ପାରିବା; କିଛି ଦରକାରୀ କଥା କହିବାର ଥିଲା.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ
    I was wondering if we could meet up for half an hour; had to share something important.
    I was wondering if we could meet up for half a hour; had to share something important.
    'ମୁଁ କୃତଜ୍ଞ ହେବି ଯଦି ଆପଣ ଦେଖା କରିବା ପାଇଁ ମତେ ଗୋଟେ ଉଚ୍ଚିତ୍ ସମୟ କହି ପାରିବେ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ
    I would be grateful, if you could tell me a convenient time to meet.
    I would be greatful, if you could tell me a convenient time to meet.
    'ମୁଁ ଆମର କିଛି ନୁଆ ନୀତି ବିଷୟରେ ଚର୍ଚା କରିବା କୁ ଚାହୁଁଛି. କଣ ମଙ୍ଗଳବାର ଦିନ ଆପଣଙ୍କ ପାଇଁ ଠିକ ରହିବ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ
    I would like to discuss some of our new policies. Would Tuesday suit you?
    I would like to discuss some of our new policies. Would Tuesday suite you?
    ଆମେ ଲଂଚ୍ ସମୟରେ ଦେଖା କରି ପାରିବା, କଣ ଆପଣଙ୍କୁ ଚଳିବ?
    • could meet
    • on lunch
    • fine with you?
    • over lunch
    • would that be
    • We
    ଟିପ୍
    =
    Dear Mr. Singh,

    Hope you're doing well.
    I am Manoj Kumar, from OMP Mobile, I would like to discuss about a potential partnership opportunity, and how it could be useful for your company.
    Could we meet this Saturday, at 6 pm, if it is convenient for you?
    If not, kindly suggest a slot that works with you.
    Look forward to meeting you.

    Regards,
    Manoj Kumar
    Sr. Executive
    OMP Mobile Private Limited
    =
    ଟିପ୍
    =
    Dear Mr. Sharma,

    This is regarding the new machines you had been looking for. We recently got some new ones, so, I would like to schedule a meeting with you to tell you about the features and the pricing.
    Please let me know a convenient date and time when we could connect.
    I'd be happy to come down to your office and discuss the details.

    Thank you,
    Raj Singh
    Sr. Executive
    ABC Co.
    =
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ