Cancelling a meeting
try Again
Tip1:hello
Lesson 259
Cancelling a meeting
'କ୍ଷମା କରିବେ, କିନ୍ତୁ ମୁଁ ଆଜି ଆପଣଙ୍କ ସହିତ ଦେଖା କରି ପାରିବି ନାହିଁ, ମତେ କାମ ରେ ସହର ବାହାରକୁ ଯିବାକୁ ପଡୁଛି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
My apologies, but I will not be able to meet you today, I have to go out of town for some work.
My apologies, but I am not able to meet you today, I have to go out of town for some work.
My apologies, but I have not been able to meet you today, I have to go out of town for some work.
My apologies, but I was not able to meet you today, I have to go out of town for some work.
'କିଛି ଜରୁରୀ କାମ ଆସି ଯାଇଛି, ତେଣୁ ମୁଁ ଆଜି ର ମିଟିଙ୍ଗ୍ କାଲି କୁ ଘୁଞ୍ଚେଇ ଦେବା ବିଷୟରେ ଚିନ୍ତା କରୁଛି, କଣ ଆପଣଙ୍କ ପାଇଁ ଏହା ଠିକ ରହିବ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ
Some urgent work has come up, so I am thinking of postponing today's meeting to tomorrow, will that be fine with you?
Some urgent work has came up, so I am thinking of postponing today's meeting to tomorrow, will that be fine with you?
'ଗୋଟେ ଦୁଖଦ ଘଟଣା ଘଟି ଥିବା କାରଣ ଆଜି ର ମିଟିଙ୍ଗ୍ ମତେ ରଦ୍ଦ କରିବାକୁ ପଡିଲା. ' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ
Due to a tragedy that has happened, I will have to cancel today’s meeting.
Due to a tragedy that has happened, I should cancel today’s meeting.
'ଆଜି ଦେଖା କରିବା ସମ୍ଭବ ନୁହେଁ. ମତେ ଏହି କ୍ଷଣ ମନେ ପଡିଲା, କି ମତେ ଗୋଟେ ଭୀଷଣ ଜରୁରୀ କାମ ଅଛି. କଣ ମଙ୍ଗଳବାର ଦିନ ଦେଖା କରିବା ସମ୍ଭବ ହେବ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ
It'll not be possible to meet today. I just remembered that I had some urgent work. Would it be possible to meet on Tuesday?
It'll impossible to meet today. I just remembered that I had some urgent work. Would it be possible to meet on Tuesday?
'ଅସୁବିଧା ପାଇଁ କ୍ଷମା ଚାହୁଁଛି, ମୁଁ କାଲି ର ମିଟିଙ୍ଗ୍ କୁ ଆସି ପାରିବି ନାହିଁ. ' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ
I apologize for the inconvenience, I will not be able to come for the meeting tomorrow.
I am apologize for the inconvenience, I will not be able to come for the meeting tomorrow.
'ମତେ କାଲି ର ମିଟିଙ୍ଗ୍ ପରବର୍ତ୍ତୀ ସପ୍ତାହ କୁ ଘୁଞ୍ଚେଇବା କୁ ପଡିବ, କାରଣ ମୁଁ ଗୋଟେ ସପ୍ତାହ ପାଇଁ ସହର ବାହାରକୁ ଯାଉଛି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ
I will have to reschedule tomorrow’s meeting for the next week because I am going out of town for a week.
I will have to rescheduled tomorrow’s meeting for the next week because I am going out of town for a week.
'କଣ ଆମେ ମିଟିଙ୍ଗ୍ 1ଘଣ୍ଟା ଡେରି ରେ କରି ପାରିବା ? ମୋର ବସ୍ ଲେଟ୍ ହେଇ ଯାଇଛି. ' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ
Can we postpone the meeting by an hour? My bus has got delayed.
Can we postpone the meeting to an hour? My bus has got delayed.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I will need to ______
reschedule
reshidule
unschedule
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Unfortunately, some tragedy has happened, so I will have to ______
postpone our meeting to 6 P.M.
postpone our meeting by 6 P.M.
ଟିପ୍
=
Writing an e-mail to cancel a meeting:

Dear Raj,

I apologize, but I will not be able to attend the meeting today. Something unavoidable has come up. If possible, can we reschedule the meeting?
Would you be free on Friday, at 5 P.M. instead? Please let me know.

Thank You,
Dev
=
ଡାଏଲଗ୍ ଶୁଣନ୍ତୁ
Hello Raj, is it a good time to talk?
ହେଲୋ ରାଜ୍, କଣ ଏହି ଟା କଥା ହେବା ପାଇଁ ଠିକ ସମୟ?


Hi Dev, yes, tell me?
ହାଏ ଦେବ୍, ହଁ, କୁହ?


I just wanted to inform you that I’ll not be able to make it for the meeting today. My cousin has met with an accident and I will have to rush to the hospital. I am really sorry for the last minute notice.
ମୁଁ ମାତ୍ର ଏହା କହିବାକୁ ଚାହୁଁଥିଲି କି ମୁଁ ମିଟିଙ୍ଗ୍ ପାଇଁ ଆସି ପାରିବି ନାହିଁ, ମୋର ଭାଇ ର ଆକ୍ସିଡେନ୍ଟ୍ ହେଇ ଯାଇଛି ଏବଂ ମତେ ହସ୍ପିଟାଲ୍ ପହଞ୍ଚିବା କୁ ପଡିବ. ମିଟିଙ୍ଗ୍ ଆରମ୍ଭ ହେବା ର ଏତେ କମ ସମୟ ପୁର୍ବରୁ ଜଣେଇବା ପାଇଁ କ୍ଷମା ଚାହୁଁଛି.


Oh, that’s terrible! I hope it is nothing major.
ଓହୋ, ବହୁତ ଖରାପ ହେଲା ! ଆଶା କରୁଛି ଆଉ କିଛି ଅଧିକ ନ ହେଇ ଥାଉ.


Not that major, thanks for asking.
ବହୁତ ଅଧିକ କିଛି ହେଇ ନାହିଁ, ପଚାରିବା ପାଇଁ ଧନ୍ୟବାଦ.


Dev, is there anyone else from your company who would be able to come for the meeting on your behalf?
ଦେବ୍, କଣ ତୁମ କମ୍ପାନୀ ରୁ ତୁମ ସ୍ଥାନରେ ଆଉ କେହି ଏହି ମିଟିଙ୍ଗ୍ କୁ ଆସି ପାରିବେ?


Others have some meetings scheduled already, can we schedule the meeting for tomorrow?
ଅଲଗା ସମସ୍ତଙ୍କର ପୁର୍ବରୁ କିଛି ଟା ମିଟିଂଗ୍ ଠିକ ହେଇ ସାରିଛି, କଣ ଆମେ ମିଟିଂଗ୍ ଟା କାଲି ରଖି ପାରିବା?


Actually, some more members would be joining in for the meeting. So, it would be great if somebody could give the presentation on your behalf.
ପ୍ରକୃତରେ, ମିଟିଂଗ୍ ପାଇଁ ଆହୁରି କେତେ ଜଣ ଆସୁଛନ୍ତି. ତେଣୁ ଭଲ ହନ୍ତା ଯଦି ଆପଣଙ୍କ ଆଡୁ କିଏ ପ୍ରେଜେନ୍ଟେଶନ୍ ଦେଇ ପାରନ୍ତା.


Okay, I will see what I can do and call you back in an hour.
ଠିକ ଅଛି, ମୁଁ ଦେଖୁଛି ମୁଁ କଣ କରି ପାରିବି ଏବଂ ମୁଁ ଗୋଟେ ଘଣ୍ଟା ରେ ଆପଣଙ୍କୁ ଫୋନ୍ କରୁଛି.


ଡାଏଲଗ୍ ଶୁଣନ୍ତୁ
Good morning Mr. Singh, is it a good time to talk?
ଶୁଭ ପ୍ରଭାତ, Mr. Singh କଣ ଏହି ଟା କଥା ହେବା ପାଇଁ ଠିକ ସମୟ?


Yes, Dev, tell me?
ହଁ ଦେବ୍, କୁହ?


Would it be possible to reschedule today’s meeting? Something urgent has come up.
କଣ ଆମେ ଆଜି ର ମିଟିଙ୍ଗ୍ କୁ ଘୁଞ୍ଚେଇ ପାରିବା? କିଛି ଜରୁରି କାମ ଆସି ଯାଇଛି.


Let me check my calendar, my secretary will get back to you with a date and time, see if you are comfortable with that.
ମତେ ମୋର କ୍ୟାଲେଣ୍ଡର ଦେଖିବା କୁ ପଡିବ, ମୋର ସେକ୍ରେଟାରୀ ତୁମକୁ ଦିନ ଏବଂ ସମୟ ବିଷୟରେ ସୁଚନା ଦେବା ପାଇଁ ଫୋନ୍ କରିବ, ଦେଖିବ ଯଦି ତୁମକୁ ସେହିଟା ସୁବିଧା ଲାଗୁଛି.


Okay, that will be great, I will wait for the call. I apologize for the last minute change.
ଠିକ ଅଛି, ଭଲ ହେବ, ମୁଁ ତାଙ୍କର କଲ୍ ପାଇଁ ଅପେକ୍ଷା କରିବେ. ମିଟିଙ୍ଗ୍ ଆରମ୍ଭ ହେବା ର ଏତେ କମ ସମୟ ପୁର୍ବରୁ ସମୟ ବଦଳେଇବା ପାଇଁ କ୍ଷମା ଚାହୁଁଛି.


ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I will not be ______
able to made it for
able to make it for
able to make for
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I wanted to inform you that your call with Mr. Bose has been ______
resheduled
reskeduled
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
______
She has postpone
She is postponed
She is postpone
She has postponed
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I apologize of the last minute ______
noticed
notice
noted
notise
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I just wanted to check if we could ______
push our call down
push our call out
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I'm ______
afraid
scared
feared
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
We should ______
stick
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ