How to wish/congratulate someone
try Again
Tip1:hello
Lesson 262
How to wish/congratulate someone
'ଆପଣଙ୍କୁ ଜନ୍ମଦିନ ର ଶୁଭେଚ୍ଛା!' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ
Wish you a very Happy Birthday.
Wishes you a very Happy Birthday.
'ନୁଆ ଚାକିରୀ ପାଇଁ ଅଭିନନ୍ଦନ !' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ
Congratulations on the new job!
Congratulate on the new job!
'ଆଜି ର ଦିନ ପାଇଁ ବହୁତ ବହୁତ ଶୁଭେଚ୍ଛା. ' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ
Many happy returns of the day.
Many happily returns of the day.
'ନୁଆ ଚାକିରୀ ପାଇବା ପାଇଁ ବହୁତ ଶୁଭେଚ୍ଛା, ମୁଁ କାମନା କରୁଛି କି ଆପଣଙ୍କର ଜୀବନ ରେ ଏମିତି ଅନେକ ସଫଳତା ର କ୍ଷଣ ଆସୁ. ' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ
Congratulations on the new job, I hope life keeps giving you such moments of success.
Congratulations on the new job, I am hope life keeps giving you such moments of success.
'ବିବାହ ପାଇଁ ଅଭିନନ୍ଦନ!' ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ.
Congratulations on tying the knot!
Congratulations on trying the knot!
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Congratulations on the ______
arrival of your baby girl.
receiving of your baby girl.
departure of your baby girl.
born of your baby girl.
'ମୁଁ ବହୁତ ଗର୍ବିତ, ବହୁତ ବଢିଆ!' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ.
I am proud of you, well done!
I am proudy of you, well done!
'ମୋର ଏହା କାମନା କି ଆପଣ ଭାଗ୍ୟବାନ ହୁଅନ୍ତୁ ଏବଂ ସବୁ ପ୍ରୟାସ ରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେଉ. ' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ.
I wish you the best of luck and a lot of success in all your endeavors.
I wish you the all the best and a lot of success in all your endeavors.
ଆପଣଙ୍କର ଝିଅ ର ଜନ୍ମ ହେବା ଖବର ଶୁଣି ଆମେ ଅତି ପ୍ରଫୁଲ୍ଲିତ.
    • to hear of
    • the born
    • We were delighted
    • the birth
    • to listen of
    • of your baby girl.
    'ମତେ ଏବେ ଆପଣଙ୍କର ବିବାହ ର ନିମନ୍ତ୍ରଣ ମିଳିଲା. ଏହା ବହୁତ ଭଲ ଖବର, ଆପଣଙ୍କୁ ଅଭିନନ୍ଦନ!' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.
    I just got an invitation for your wedding! This is great news, Congratulations!
    I just got an invitation for your marriage! This is great news, Congratulations!
    'ଆପଣଙ୍କର ସ୍ନାତକ ସ୍ଥର (ଗ୍ରାଜୁଏଶନ୍) ର ପାଠ ପୁର୍ଣ୍ଣ କରିବା ପାଇଁ ଅଭିନନ୍ଦନ!' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ
    Congratulations on your graduation!
    Congratulations on your passing out!
    'ମୁଁ କାମନା କରୁଛି କି ଆପଣଙ୍କର ସ୍ବାସ୍ଥ୍ୟ ଶୀଘ୍ର ଠିକ ହେଇ ଯାଉ! ଶୀଘ୍ର ଠିକ ହେଇଜାନ୍ତୁ!' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ.
    Wish you a speedy recovery. Get well soon!
    Wish you a fastly recovery. Get well soon!
    'ଆଶା କରୁଛି କି ଆପଣଙ୍କୁ ଏହି ପରି ସଫଳତା ମିଳୁଥାଉ. ' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ
    I wish you continue being successful like this.
    I wish you continuous being successful like this.
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    ______
    Heartiest
    Heartily
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ