Obligation/Necessity practice
try Again
Tip1:hello
Lesson 264
Obligation/Necessity practice
ଟିପ୍
Must = କିଛି କରିବା ଆବଶ୍ୟକ
'Must' ବ୍ୟବହାର କରିବା ସମୟରେ ଅଧିକାର ଦର୍ଶାଏ.
Have to = କିଛି କରିବା ଦରକାର. କିଛି କରିବାର କର୍ତ୍ତବ୍ୟ.
'Have to' ର Past tense ହେଉଛି 'Had to'.
'Have to' ହେଉଛି ଏକ ପ୍ରସ୍ତାବ, ଏହା 'must' ଭଳିୟା ଆବଶ୍ୟକ ନୁହେଁ.
'ଆପଣଙ୍କର ଆକ୍ସିଡେନ୍ଟ୍ ହବା କୁ ଯାଉଥିଲା. ଆପଣଙ୍କୁ ଗାଡି ଧ୍ୟାନ ଦେଇ ଚଲେଇବା କଥା. ' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ
You nearly had an accident. You must drive more carefully.
You nearly had an accident. You have to drive more carefully.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I ______
had to
must
have to
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
You ______
have to
must
'ମତେ ସ୍କୂଲ୍ ରେ ଗୋଟେ ଭାଷଣ ଦେବା ର ଅଛି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
I have to make a speech at school.
I must make a speech at school.
I could make a speech at school.
I should make a speech at school.
'ତୁମକୁ ସମୟ ରେ ଟ୍ୟାକ୍ସ୍ ଭରିବା କଥା. ' ର ଇଂରାଜୀ ରେ ଅନୁବାଦ କଣ ହେବ ?
You must file your taxes on time.
You have to file your taxes on time.
'ମୁଁ ପାର୍ଟୀ କୁ ଆସି ପାରିବି ନାହିଁ. ମତେ ପଢିବାର ଅଛି. ' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ ;
I can not come to the party. I had to study.
I can not come to the party. I must study.
I can not come to the party. I can study.
I can not come to the party. I have to study.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I ______
must
have
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I often ______
have to
must
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
It was a party so I ______
have to
had to
must
'ମତେ ୱୁଲେନ୍ ଲୁଗାପଟା ଭଲ ଲାଗେ ନାହିଁ. ' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ
I hate having to wear woolens.
I hate must wear woolens.
'କଣ ଆପଣଙ୍କୁ ଏବେ ଯିବାକୁ ପଡିବ?' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ
Do you have to leave now?
Do you must leave now?
'ଏହା ହେଉଛି ଏକ ଆଡଲ୍ଟ୍ ମୂଭି. ଆପଣ ଏହା କୁ ଦେଖି ପାରିବେ ନାହିଁ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ
This is an adult movie. You mustn't watch it.
This is an adult movie. You don't have to watch it.
ଟିପ୍
=
Need/Don't need ମଧ୍ୟ ଆବଶ୍ୟକତା ଦର୍ଶାଏ.
=
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
You ______
have to
mustn't
don't need to
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
You ______
mustn't
don't need to
don't have to
'ତାକୁ ଅପୋଇଂଟ୍ମେଂଟ୍ ନେବା କୁ ଦରକାର ପଡିଲା ନାହିଁ.' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ
She didn't need to make an appointment.
She doesn't need to make an appointment.
'ଆପଣଙ୍କୁ ପୂଜା କୁ ନେବା ର ଆବଶ୍ୟକତା ନାହିଁ. ସେ କ୍ୟାବ୍ ବୂକ୍ କରି ଦେଇଛି. ' ର ଇଂରାଜୀ ରେ ଅନୁବାଦ କଣ ହେବ ?
You have to pick Pooja up. She has booked a cab.
You don't have to pick Pooja up. She has booked a cab.
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ