If vs. unless
try Again
Tip1:hello
Lesson 266
If vs. unless
ଟିପ୍
ବରଫ ନ ପଡିଲେ, ଆମେ ବୁଲିବା କୁ ଯିବୁ = We'll go out unless it snows.
ଆମେ ବୁଲିବାକୁ ଯିବୁ, ଯଦି ବରଫ ନ ପଡିଲା = We'll go out if it doesn't snow.

ଉଭୟ ବାକ୍ୟ ସମାନ ଅର୍ଥ ଦର୍ଶାନ୍ତି.
କିନ୍ତୁ 'unless' ହେଉଛି ଏକ negative ଶବ୍ଦ, ତେଣୁ ଆମେ 'unless it doesn't snow' କହୁ ନାହିଁ.
If it doesn't snow = ଯଦି ବରଫ ନ ପଡିଲା
Unless it snows = ବରଫ ନ ପଡିଲେ

Unless = If + don't/doesn't.
'ଯଦି ଆପଣଙ୍କୁ ଶୋଷ ଲାଗୁଛି ତେବେ ଆପଣ ପାଣି ବୋତଲ ଟେ କାହିଁକି କିଣୁ ନାହାନ୍ତି ?' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ
If you are thirsty, why don't you buy a bottle of water?
Unless you are thirsty, why don't you buy a bottle of water?
'ବହୁତ ଗରମ ନହେଲେ ଆମେ ଟ୍ରେକିଙ୍ଗ୍ କରିବା ପାଇଁ ଯିବା. ' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ
We'll go trekking if it is too hot.
We'll go trekking unless it is too hot.
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Come to my place for dinner on Saturday, ______
if
unless
'ଖରାପ ଯଦି ଭାବିଵ ନାହିଁ ତାହାଲେ କଣ ମୁଁ ତୁମ ଫୋନ୍ ବ୍ୟବହାର କରି ପାରିବି?' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ
If you don't mind, can I use your phone?
Unless you don't mind, can I use your phone?
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Sachin will get a better score ______
if
unless
ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Sachin will not pass ______
unless
if
ଶୀଘ୍ର ଚାଲ ! ଆମେ ଶୀଘ୍ର ନ ଚାଲିଲେ ଆମର ଟ୍ରେନ୍ ଛାଡି ଦେବ.
    • Hurry up!
    • we hurry
    • if
    • unless
    • we will miss
    • the train.
    ଆପଣ କଣ କରିବେ ଯଦି ଆପଣ ସାପ ଦେଖିବେ?
    • if
    • unless
    • you saw
    • what would
    • a snake?
    • you do
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    ______
    If you bring
    Unless you bring
    Unless you don't bring
    'ଧରା ପଡିଲେ ସେ ଜେଲ୍ ଯିବ.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
    Unless he gets caught, he will go to jail.
    If he gets caught, he will go to jail.
    If he doesn't get caught, he will go to jail.
    If he is get caught, he will go to jail.
    'ତୁମେ ଚିତ୍କାର କରିବା ବନ୍ଦ ନ କରିଲେ ମୁଁ ତୁମ ସହିତ କଥା ହେଇ ପାରିବି ନାହିଁ. ' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ.;
    Unless you are not stop shouting, I will not talk to you.
    Unless you don't stop shouting, I will not talk to you.
    If you stop shouting, I will not talk to you.
    If you don't stop shouting, I will not talk to you.
    'ପ୍ରତିଦିନ ନ ପହଁରିଲେ ମତେ ଭଲ ଲାଗେ ନାହିଁ.' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ.;
    I don't feel happy, if I swim every day.
    I don't feel happy, unless I swim every day.
    I don't feel happy, unless I don't swim every day.
    I don't feel happy, unless I not swim every day.
    'ଆମେ ଅସୁବିଧା ରେ ପଡିଯିବା ଯଦି ଏହି ଟା ଭୂଲ ହେଇ ଗଲା.' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ.;
    We will be in trouble if it goes wrong.
    We will be in trouble unless it goes wrong.
    We will be in trouble if it go wrong.
    We will be in trouble unless it go wrong.
    ଯଦି ବର୍ଷା ହେଉଛି ତାହାଲେ ମୁଁ ବାହାରକୁ ଯିବା କୁ ଚାହିଁବି ନାହିଁ.
    • it's raining.
    • want to
    • if
    • I don't
    • go out
    • unless
    'ଯଦି ସେ ପୁଣି ଥରେ ଡେରି ରେ ଆସିବେ ତାହାଲେ ମୁଁ ରାଗୀ ଯିବି. ' ର ଇଂରାଜୀ ରେ ଅନୁବାଦ ର ଚୟନ କରନ୍ତୁ ;
    Unless they come in late again, I'll be furious.
    If they comes in late again, I'll be furious.
    If they come in late again, I'll be furious.
    Unless they don't come in late again, I'll be furious.
    ଆପଣ ମତେ ସାହାଯ୍ୟ କରିବା ପାଇଁ ରାଜି ନ ହେଲେ ମୁଁ ଏହିଟା କରିବି ନାହିଁ.
    • to help me.
    • unless
    • if
    • I won't
    • you agree
    • do it
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ