ଇଂରାଜୀରେ 'Names of Colours' ଶିଖନ୍ତୁ
try Again
Tip1:hello
Lesson 27
ଇଂରାଜୀରେ 'Names of Colours' ଶିଖନ୍ତୁ
My=ମୋର
favorite=ମନପସନ୍ଦ
color=ରଂଗ
is=ହେଉଛି
Her=ତାର
favorite=ମନପସନ୍ଦ
color=ରଂଗ
is=ହେଉଛି
Is=ହେଉଛି
green=ସବୁଜ
your=ଆପଣଙ୍କର
favorite=ମନପସନ୍ଦ
Is=ହେଉଛି
yellow=ହଳଦିଆ
your=ଆପଣଙ୍କର
favorite=ମନପସନ୍ଦ
'ମୋର ମନପସନ୍ଦ ରଂଗ ହେଉଛି ହଳଦିଆ ' ର ଇଂରାଜୀରେ ସଠିକ୍ ଅନୁବାଦ ବାଛନ୍ତୁ. (1 ବିକଳ୍ପ ବାଛନ୍ତୁ);
My favorite color is yellow
My favorite colors is yellow
Mine favorite color is yellow
My favorite color are yellow


ଏହିଟା କୋଉ ରଂଗ ?
Blue
Yellow


ଏହିଟା କୋଉ ରଂଗ ?
Red
Green
A=ଏକ /ଗୋଟେ
red=ଲାଲ୍
trouser=ପ୍ୟାନ୍ଟ୍
'ଗୋଟେ ହଳଦିଆ ବ୍ୟାଗ୍ ' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ. (1 ବିକଳ୍ପ ବାଛନ୍ତୁ);
A red bag
An yellow bag
A green bag
A yellow bag
ଇଂରାଜୀ ରେ ଅନୁବାଦ କରନ୍ତୁ
ମୋର ହଳଦିଆ ବ୍ୟାଗ୍
ଇଂରାଜୀ ରେ ଅନୁବାଦ କରନ୍ତୁ
ଗୋଟେ ସବୁଜ ଗାଡି
A=ଗୋଟେ
black=କଳା
Two=ଦୁଇ
orange=କମଳା /ନାରଙ୍ଗୀ
bags=ବ୍ୟାଗ୍ (ବହୁବଚନ)
'ଗୋଟେ ଲାଲ ଜୋତା ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
A black shoe
A red shoe
A yellow shoe
A blue shoe
'ଗୋଟେ ନୀଳ ଜୋତା ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
A blue shoe
A green shoe
A black shoe
A red shoe
ଦୁଇଟା କମଳା ଜୋତା
    • two
    • orange
    • shoes
    • an
    • a
    • shoe
    'ଦୁଇଟା ସବୁଜ ଜୋତା' ର ଇଂରାଜୀରେ ସଠିକ୍ ଅନୁବାଦ ବାଛନ୍ତୁ. (1 ବିକଳ୍ପ ବାଛନ୍ତୁ);
    Two green shoes
    Two greens shoes
    Two shoes greens
    Three green shoes
    ଏହିଟା ଏକ ହଳଦିଆ ଗାଡି
    • is
    • car
    • yellow
    • am
    • a
    • this
    ଇଂରାଜୀରେ ଅନୁବାଦ କରନ୍ତୁ
    ମୋ ପାଖରେ ଗୋଟେ କଳା ଗାଡି ଅଛି
    ଇଂରାଜୀରେ ଅନୁବାଦ କରନ୍ତୁ
    ମୋ ପାଖରେ ଗୋଟେ କଳା ବ୍ୟାଗ୍ ଅଛି
    'ଗୋଟେ ମାଟିଆ ଜୋତା ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
    A red shoe
    A brown shoe
    A yellow shoe
    A green shoe
    'ଗୋଟେ ମାଟିଆ ବ୍ୟାଗ୍
    ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ
    ;
    A brown bag
    A red bag
    A yellow bag
    A green bag
    ଇଂରାଜୀରେ ଅନୁବାଦ କରନ୍ତୁ
    ମାଟିଆ
    ମୋର ହଳଦିଆ ବ୍ୟାଗ୍ ଟା ସୁନ୍ଦର
    • is
    • bag
    • yellow
    • pretty
    • my
    ମୋ ପାଖରେ ଦୁଇଟା ହଳଦିଆ ବ୍ୟାଗ୍ ଅଛି
    • two
    • bag
    • yellow
    • bags
    • I
    • have
    ଇଂରାଜୀରେ ଅନୁବାଦ କରନ୍ତୁ
    ମୋର ଲାଲ୍ ଜୋତା ଟା ସୁନ୍ଦର
    ଇଂରାଜୀରେ ଅନୁବାଦ କରନ୍ତୁ
    ଆପଣଙ୍କର ଲାଲ୍ ଜୋତା ଟା ସୁନ୍ଦର
    ଇଂରାଜୀ ରେ ଅନୁବାଦ କରନ୍ତୁ
    ଆମ ପାଖରେ ଗୋଟେ ସବୁଜ ବ୍ୟାଗ୍ ଅଛି
    'ଗୋଟେ ଧଳା ବ୍ୟାଗ୍ ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
    A white bag
    A red bag
    A yellow bag
    A green bag
    ଇଂରାଜୀରେ ଅନୁବାଦ କରନ୍ତୁ
    ତାଙ୍କର ଧଳା ବ୍ୟାଗ୍
    ମୋ ପାଖରେ ଧଳା ଜୋତା ଅଛି
    • a
    • white
    • shoes
    • have
    • I
    • shoe
    ଆପଣଙ୍କର ଧଳା ବ୍ୟାଗ୍ ଟା ସୁନ୍ଦର
    • pretty
    • white
    • bag
    • is
    • your
    'ଏହିଟା ଗୋଟେ ଧଳା ବ୍ୟାଗ୍. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
    It is a white bag
    It is a red bag
    It is a yellow bag
    It is a green bag
    ଇଂରାଜୀରେ ଅନୁବାଦ କରନ୍ତୁ
    ଏହିଟା ଏକ କଳା ବ୍ୟାଗ୍
    ମୋର ମନପସନ୍ଦ ରଂଗ ହେଉଛି କଳା
    • favorite
    • black
    • is
    • my
    • color
    • mine
    କଣ କମଳା/ନାରଙ୍ଗୀ ଆପଣଙ୍କର ମନପସନ୍ଦ ରଂଗ ଅଟେ ?
    • favorite
    • orange
    • is
    • your
    • color
    • yours
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ