Relative clauses: 2
try Again
Tip1:hello
Lesson 272
Relative clauses: 2
ଟିପ୍
I shouted on the man. He had broken my vase. = ମୁଁ ସେହି ଲୋକ କୁ ଚିତ୍କାର କରି ଗାଳି ଦେଲି. ସେ ମୋର ଫୁଲଦାନୀ ଭାଙ୍ଗି ଦେଇଥିଲା.
Here, 'the man' and 'he' refer to the same person. ଯଦି ଦୁଇଟି ବାକ୍ୟ ଗୋଟେ ବ୍ୟକ୍ତି କିମ୍ବା ଜିନିଷକୁ ଦର୍ଶାନ୍ତି, ଆମେ ସେହି ଦୁଇଟି ବାକ୍ୟକୁ relative pronoun ସାହାଯ୍ୟରେ ଯୋଡୁ.
I shouted on the man who had broken my vase. = ମୁଁ ସେହି ଲୋକ କୁ ଚିତ୍କାର କରି ଗାଳି ଦେଲି, ଯେ ମୋର ଫୁଲଦାନୀ ଭାଙ୍ଗି ଦେଇଥିଲା.

'The man' and 'he' refer to the same person. Hence, we join the two sentences using the relative pronoun 'who'.
ଟିପ୍
I caught the woman. She had stolen my sister's purse. = ମୁଁ ସେ ସ୍ତ୍ରୀ ଲୋକକୁ ଧରିଲି. ସେ ମୋର ଭଉଣୀର ପର୍ସ୍ ଚୋରୀ କରିଥିଲା.
I caught the woman who had stolen my sister's purse. = ମୁଁ ସେ ସ୍ତ୍ରୀ ଲୋକକୁ ଧରିଲି ଯେ ମୋର ଭଉଣୀର ପର୍ସ୍ ଚୋରୀ କରିଥିଲା.
'Who' (relative pronoun) comes right after 'the woman' (the person/thing it describes or refers to).
ଟିପ୍
The crown was not made of silver. It was stolen. = ମୁକୁଟ ରୁପା ର ନଥିଲା. ସେହିଟା ଚୋରୀ ହେଇ ଯାଇଥିଲା.
The crown that was stolen was not made of silver. = ଯେଉଁ ମୁକୁଟ ଚୋରି ହେଇଗଲା, ସେହିଟା ରୁପା ର ନଥିଲା.
1. ଏଠାରେ 'the crown' ଏବଂ 'it' common elements ଅଛି, ତେଣୁ 'it' କୁ 'that' ଦ୍ବାରା replace କରାଯିବ.
ଏଠାରେ relative clause, 'that was stolen' ଅଛି, ତେଣୁ ଏହା 'the crown' ପରେ ଲାଗିବ.
'I found his book. He thought he had lost it.' ବାକ୍ୟ ଗୁଡାକୁ ଯୋଡିବା ପାଇଁ ଉପଯୁକ୍ତ relative pronoun ର ଚୟନ କରନ୍ତୁ.;
which
whose
when
who
'My niece has a friend. She is called Neera.' ବାକ୍ୟ ଗୁଡାକୁ ଯୋଡିବା ପାଇଁ ଉପଯୁକ୍ତ relative pronoun ର ଚୟନ କରନ୍ତୁ.;
whose
where
which
who
'They used to have an English teacher. She hated cooking.' ବାକ୍ୟ ଗୁଡାକୁ ଯୋଡିବା ପାଇଁ ଉପଯୁକ୍ତ relative pronoun ର ଚୟନ କରନ୍ତୁ.;
whose
who
whom
which
'I enjoy playing chess. It is also my father's favorite game.' ବାକ୍ୟ ଗୁଡାକୁ ଯୋଡିବା ପାଇଁ ଉପଯୁକ୍ତ relative pronoun ର ଚୟନ କରନ୍ତୁ.;
who
whom
which
where
'Meera has a three year sister. Her name is Neera.' ବାକ୍ୟ ଗୁଡାକୁ ଯୋଡିବା ପାଇଁ ଉପଯୁକ୍ତ relative pronoun ର ଚୟନ କରନ୍ତୁ.;
whose
whom
who
which
'Sara is married to Jai. He is Geeta's cousin.' ବାକ୍ୟ ଗୁଡାକୁ ଯୋଡିବା ପାଇଁ ଉପଯୁକ୍ତ relative pronoun ର ଚୟନ କରନ୍ତୁ.;
who
which
it's
whose
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I dropped the glass ______
which
who
whom
whose
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
The girl ______
which
whom
when
who
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ