Celebrations: Vocabulary
try Again
Tip1:hello
Lesson 277
Celebrations: Vocabulary
What does RSVP mean?
It is a request for a response from the invited people (whether they would be coming or not).
It means that the invited people should not bring any gifts with them.
ଯେବେ ଗୋଟେ ପାର୍ଟୀ କୁ ସମସ୍ତେ କିଛି ନ କିଛି ରାନ୍ଧିକି ଆଣନ୍ତି, ସେହି ପାର୍ଟୀ କୁ କଣ କୁହନ୍ତି ?
Lucky draw
Potluck
ଜଣଙ୍କର ବାହାଘର ଦିନ କୁ କଣ କୁହନ୍ତି?
Marriage day
Wedding day
ଯଦି ଆପଣଙ୍କୁ କହିବାର ଅଛି କି ଆପଣଙ୍କର ସାଙ୍ଗ ପାର୍ଟୀ ଦେଉଛି, ତେବେ ଆପଣ କିପରି କହିବେ?
My friend is throwing a party today!
My friend is taking a party today!
ଯେବେ ଛୋଟ ନିଆଁ ଜଳେଇ ତାର ଚାରି ପାଖରେ ନାଚନ୍ତି, କିମ୍ବା ଉତ୍ସବ ପାଳନ କରନ୍ତି, ତାହାକୁ କଣ କୁହନ୍ତି ?
Barbecue
Bonfire
'ଆମକୁ ନିଜ ଘରକୁ ଡାକିବା ପାଇଁ ଧନ୍ୟବାଦ! ଆମକୁ ବହୁତ ବଢିଆ ଲାଗିଲା!' ର ଇଂରାଜୀରେ ଅନୁବାଦ କରନ୍ତୁ.
Thank you for having us over. We had a great time!
Thank you for coming over. We had a great time!
'ପାର୍ଟୀ ବହୁତ ଭଲ ଭାବରେ ଆୟୋଜିତ ହେଇଥିଲା.' ର ଇଂରାଜୀରେ ଅନୁବାଦ କରନ୍ତୁ.
The party was very well organized.
The party was very good organized.
ଯେଉଁ ପାର୍ଟୀ ରେ ମଦିରା ଥାଏ, ତାହାକୁ କଣ କୁହନ୍ତି?
Cocktail party
Mocktail party
ବାଣଫୁଟା କୁ ଇଂରାଜୀ ରେ କଣ କୁହନ୍ତି?
Firearms
Fireworks
ମୁଁ ମୋର ବାହାଘର ସମାରୋହ ରେ ଆପଣଙ୍କୁ ସାଦର ନିମନ୍ତ୍ରଣ ଦେଉଛି.
I cordially invite you to my wedding ceremony.
I cordaily invite you to my wedding ceremony.
If a party is not formal, what is it?
A shabby get together
A casual get together
ଚିତଉ ଖିଆ/ସାଦ ଖିଆ କୁ ଇଂରାଜୀ ରେ କଣ କୁହା ଜାଏ ?
Baby shower
Baby washer
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ