Correct form of 'have' and 'verbs'
try Again
Tip1:hello
Lesson 279
Correct form of 'have' and 'verbs'
'ମୁଁ ଗ୍ରାମାଞ୍ଚଳ କୁ ଯାଉଥିଲା ବେଳେ, କେବେ ଭି ସେହି ଜାଗାକୁ ଯାଇ ନଥିଲି.' ର ଇଂରାଜୀରେ ଅନୁବାଦ କରନ୍ତୁ.
I have never been to that place while I was visiting the countryside.
I had never been to that place while I was visiting the countryside.
'ମୋର ଆଗରୁ ଗୋଟେ ମଧ୍ୟ ଖରାପ ଅଭ୍ୟାସ ନଥିଲା. କିନ୍ତୁ ଏବେ ବହୁତ ଅଛି.' ର ଇଂରାଜୀରେ ଅନୁବାଦ କରନ୍ତୁ.
I didn't have a single bad habit earlier. However, now I have one too many.
I didn't had a single habit earlier. However, now I have one too many.
'ଯଦି ଆପଣଙ୍କ ପାଖରେ ଗାଡି ଅଛି, ତେବେ ମତେ ଘରୁ ନେଇ ଯିବେ.' ର ଇଂରାଜୀରେ ଅନୁବାଦ କରନ୍ତୁ.
If you had a car then please pick me up from home.
If you have a car then please pick me up from home.
'ଯଦି ସେ ଠିକ ସମୟରେ ପହଞ୍ଚି ଯାଇଥାନ୍ତା, ତାହାଲେ ଆମର ପାର୍ଟୀ ପାଇଁ ବିଳମ୍ବ ହେଇ ନଥାନ୍ତା.' ର ଇଂରାଜୀରେ ଅନୁବାଦ କରନ୍ତୁ.
If he had arrived on time, we wouldn't have gotten late for the party.
If he has arrived on time, we wouldn't have gotten late for the party.
'ମତେ 11 ବାଜିବା ପୁର୍ବରୁ ଘରେ ପହଞ୍ଚିବା ର ଅଛି, ନହଲେ ସେମାନେ ମତେ ବାହାରେ ବନ୍ଦ କରି ଦେବେ.' ର ଇଂରାଜୀରେ ଅନୁବାଦ କରନ୍ତୁ.
I have to reach home before 11, or else they will lock me out.
I have to be reached home before 11, or else they will lock me out.
'ମୋ ପାଖରେ ଗୋଟେ ଭଲ ଗାଡି ଥିଲା. ଯଦି ଏବେ ମଧ୍ୟ ଥାନ୍ତା, ତେବେ ଆମେ ସେଥିରେ ଯାଇ ପାରିଥାନ୍ତୁ. ' ର ଇଂରାଜୀରେ ଅନୁବାଦ କରନ୍ତୁ.
I once had a nice car. If I still had it, we could have gone in that.
I have had a nice car. If I still had it, we could have gone in that.
'ମୁଁ ଆଜି ରାତିର potluck ପାଇଁ କିଛି ରାନ୍ଧିକି ଆଣିନି.' ର ଇଂରାଜୀରେ ଅନୁବାଦ କରନ୍ତୁ.
I hadn't brought any dish to tonight's potluck.
I haven't brought any dish to tonight's potluck.
'ମୁଁ ନିଜ ପାଇଁ ଗୋଟେ ନୁଆ ଡ୍ରେସ୍ କିଣିଛି.' ର ଇଂରାଜୀରେ ଅନୁବାଦ କରନ୍ତୁ.
I have had a new dress bought for me.
I have bought a new dress for myself.
'ମତେ ତୁମକୁ ସେହି ଦିନ ପାଇଁ ଧନ୍ୟବାଦ କରିବାର ଥିଲା!' ର ଇଂରାଜୀରେ ଅନୁବାଦ କରନ୍ତୁ.
I had to thank you for that day!
I have to thank you for that day!
'ମୁଁ କେବେ ଠାରୁ ଏହି ଦିନର ପ୍ରତିକ୍ଷା କରିଥିଲି.' ର ଇଂରାଜୀରେ ଅନୁବାଦ କରନ୍ତୁ.
I am waiting for this day for so long.
I had been waiting for this day for so long.
'ମୁଁ ଗୋଟେ ପାର୍ଟୀ ର ଆୟୋଜନ କରିଥିଲି.' ର ଇଂରାଜୀରେ ଅନୁବାଦ କରନ୍ତୁ.
I had a party organized.
I had organized a party.
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ