ଲୁଗା/ଡ୍ରେସ୍/କପଡା ସମ୍ପୃକ୍ତ କଥା-ବାର୍ତ୍ତା ଶିଖନ୍ତୁ
try Again
Tip1:hello
Lesson 28
ଲୁଗା/ଡ୍ରେସ୍/କପଡା ସମ୍ପୃକ୍ତ କଥା-ବାର୍ତ୍ତା ଶିଖନ୍ତୁ
This=ଏହିଟା
is=ହେଉଛି
my=ମୋର
This=ଏହିଟା
is=ହେଉଛି
my=ମୋର
These=ଏହି ଗୁଡା
are=ହେଉଛି
my=ମୋର
shoes=ଜୋତା
These=ଏହିଟା
are=ହେଉଛି
my=ମୋର
red=ଲାଲ୍
shoes=ଜୋତା
These=ଏହିଟା
are=ହେଉଛି
my=ମୋର
black=କଳା
pants=ପ୍ୟାନ୍ଟ୍
ଟିପ୍
Pants = ପ୍ୟାନ୍ଟ୍
କିଛି ଟା ଲୁଗା/କପଡା ର ନାମ ସର୍ବଦା ବହୁବଚନ ରୁପ ରେ କୁହା ଜାଏ. ସେହି ଲୁଗା/କପଡା ଗୁଡିକ ର ଦୁଇ ଟା ସମାନ ଭାଗ ଥାଏ. ଯେମିତି କି : ହାଫ୍ ପ୍ୟାନ୍ଟ୍ (shorts), ଜିଂସ୍(jeans), ପ୍ୟାନ୍ଟ୍ (pants/trousers), ପାଇଜାମା (pajamas), ଇତ୍ୟାଦି .
=
'ଏହିଟା ମୋର ଜୋତା ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
These are my pants
These are my shoes
These are my socks
This is my bag
'ସେ ବ୍ୟକ୍ତି ପାଖରେ କଳା ପ୍ୟାନ୍ଟ୍ ଅଛି. ' ର ସଠିକ୍ ଅନୁବାଦ ର ଚୟନ କରନ୍ତୁ
That man has black shorts.
That man has black trousers.
'ସେ ଝିଅ ପାଖରେ ସବୁଜ ହାଫ୍ ପ୍ୟାନ୍ଟ୍ ଅଛି. ' ର ସଠିକ୍ ଅନୁବାଦ ର ଚୟନ କରନ୍ତୁ
The woman has green shorts
The woman has a green skirt


ସଠିକ୍ ବିକଳ୍ପ ର ଚୟନ କରନ୍ତୁ:
The woman has a grey skirt
The woman has a red skirt


ସଠିକ୍ ବିକଳ୍ପ ର ଚୟନ କରନ୍ତୁ:
The man has a blue shirt
The man has an orange shirt


ସଠିକ୍ ବିକଳ୍ପ ର ଚୟନ କରନ୍ତୁ:
He wears a skirt to work
He wears a tie to work


ସଠିକ୍ ବିକଳ୍ପ ର ଚୟନ କରନ୍ତୁ:
A brown hat and blue slippers
A brown hat and orange slippers
ସଠିକ୍ ବିକଳ୍ପ ର ଚୟନ କରନ୍ତୁ:
ମୋର କଳା ସ୍କର୍ଟ୍ ଟା ସୁନ୍ଦର.
ଇଂରାଜୀରେ ଅନୁବାଦ କରନ୍ତୁ
ତା ପାଖରେ ନେଳି ରଂଗ ର ପ୍ୟାନ୍ଟ୍ ଅଛି
ଇଂରାଜୀରେ ଅନୁବାଦ କରନ୍ତୁ
ତାର ଟି-ଶର୍ଟ୍ କମଲା ରଂଗ ର
'ଏହି ପ୍ୟାନ୍ଟ୍ ଟା ମତେ ଭଲ ଫିଟ୍ କରୁଛି ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1ବିକଳ୍ପ ବାଛନ୍ତୁ);
This pants fit me well
These pant fit me well
These pants are fit me well
These pants fit me well
ଉପଯୁକ୍ତ ଶବ୍ଦ ବାଛିକି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
My red ______
pants
pant
pants are
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
My brown skirt ______
fit
fits
is fit
is fits
ଇଂରାଜୀରେ ଅନୁବାଦ କରନ୍ତୁ
ଆପଣଙ୍କର ନେଳି ଟୋପି
ଇଂରାଜୀରେ ଅନୁବାଦ କରନ୍ତୁ
ମୋ ମାଁଙ୍କର ହଳଦିଆ ଚପଲ
ଇଂରାଜୀରେ ଅନୁବାଦ କରନ୍ତୁ
Mark ର ହଳଦିଆ ହାଫ୍ ପ୍ୟାନ୍ଟ୍
ଇଂରାଜୀ ରେ ଅନୁବାଦ କରନ୍ତୁ
ଦୁଇଟା ଭୁସର ରଂଗ ର ଜୋତା
pants/ trousers ପ୍ୟାନ୍ଟ୍
skirt ସ୍କର୍ଟ୍
socks ମୋଜା
shoes ଜୋତା
slippers ଚପଲ
shorts ହାଫ୍ ପ୍ୟାନ୍ଟ୍
hat ଟୋପି
shirt ଶର୍ଟ୍
t-shirt ଟି-ଶର୍ଟ୍ (ସ୍ଟ୍ରେଚ୍ କପଡା ରୁ ତିଆରି, ଏହାର ଅଧିକାଂଶ ଛୋଟ ବାହୁ ଥାଏ ଓ କଲ୍ଲର କେତେ ଟା ରେ ଥାଏ ଓ କେତେ ଟା ରେ ନ ଥାଏ - ଏହା ଏକ କାଯୁଆଲ୍ ପୋଷାକ.)
stilettos ପତଳା ଓ ଉଚ୍ଚ ହୀଲ୍ ର ଝିଅ ମାନଂକର ସାଂଡଲ୍
jeans ଜିଂସ୍
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ