ଘର ସମ୍ପୃକ୍ତ କଥା-ବାର୍ତ୍ତା ଶିଖନ୍ତୁ
try Again
Tip1:hello
Lesson 29
ଘର ସମ୍ପୃକ୍ତ କଥା-ବାର୍ତ୍ତା ଶିଖନ୍ତୁ
ଟିପ୍
=
\'House\' ହେଉଛି ଏକ ବିଲ୍ଡିଂଗ୍ କିନ୍ତୁ \'home\' ହେଉଛି ସେଇ ଜାଗା ଯେଉଁଠି ଆପଣ ଆପଣଙ୍କର ପରିବାର ସହିତ ରୁହନ୍ତି.

\'Home\' କୁ ଫ୍ଲାଟ୍/ଆପାର୍ଟ୍ମେନ୍ଟ୍ /ବଂଗଳା କିଛି ଭି କୁହା ଯାଇ ପାରିବ.
=
This=ଏହି
house=ଘର
has=ଅଛି
6=6
How many=କେତେ ଟା
rooms=ରୁମ୍/କୋଠରୀ
does=
this house=ଏହି ଘର
'ଏହି ଘରେ 4ଟା ରୁମ୍ ଅଛି ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
This house have 4 rooms
This house has 4 room
This house has 4 rooms
This house having 4 rooms
This=ଏହି
house=ଘର
has=ଅଛି
1=1
ଏହି ଘରେ 4ଟା ରୁମ୍ ଅଛି
    • house
    • this
    • has
    • four
    • rooms
    • room
    My=ମୋ
    mother=ମାଁ
    cooks=ରୋଷେଇ
    in=ରେ
    ଇଂରାଜୀରେ ଅନୁବାଦ କରନ୍ତୁ
    ରୁମ୍
    ଇଂରାଜୀରେ ଅନୁବାଦ କରନ୍ତୁ
    ରୋଷେଇ ଘର
    We=ଆମେ
    watch=ଦେଖୁ
    TV=TV
    in=ରେ
    ଇଂରାଜୀ ରେ ଅନୁବାଦ କରନ୍ତୁ
    ଭୋଜନ କକ୍ଷ
    We=ଆମେ
    eat=ଖାଉ
    in=ରେ
    'ମୁଁ ରୋଷେଇ ଘରେ ରୋଷେଇ କରେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    I shower in the bathroom
    I sleep in my room
    I cook in the kitchen
    I watch TV in the living room
    'ମୁଁ ଭୋଜନ କକ୍ଷ ରେ ଖାଏ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    I eat in the dining room
    I sleep in my room
    I cook in the kitchen
    I watch TV in the living room
    'ମୁଁ ବାସଗୃହ ରେ ଟିଭି ଦେଖେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    I watch TV with the living room
    I watch TV on the living room
    I watch TV at the living room
    I watch TV in the living room
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    I cook ______
    at
    on
    'ବାଥରୁମ ଟା କେଉଁଠି ?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    Where is the kitchen?
    Where is the dining room?
    Where is the garden?
    Where is the bathroom?
    ରୋଷେଇ ଘର ଟା କେଉଁଠି ?
    • are
    • is
    • the
    • kitchen
    • where
    • a
    'ଏହି ଘରେ କେତେ ଟା ବାଥରୁମ୍ ଅଛି ?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    How much bathrooms does this house have?
    How many bathroom does this house have?
    How many bathrooms does this house have?
    How many bathrooms do this house have?
    'ଏହି ଘରେ ଦୁଇଟି ବାଥରୁମ୍ ଅଛି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    There is 2 bathrooms in this house
    There are 2 bathrooms in this house
    There are 2 kitchens in this house
    There are 2 bathrooms in house
    'ଏହି ଘରେ ଗୋଟିଏ ରୋଷେଇ ଘର ଅଛି. ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    There are 1 kitchen in this house
    There is 1 bathroom in this house
    There is 1 kitchen in this house
    There are 2 bathrooms in this house
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    ______
    There
    Are
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    There is one kitchen ______
    at
    in
    on
    'କବାଟ/ ଦୁଆର' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    Window
    Door
    Chair
    Table
    'ଝରଖା ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    Window
    Door
    Chair
    Table
    ଅଡିଓ ଶୁଣିକି, ଓଡିଆ ରେ ସଠିକ୍ ଅନୁବାଦ ବାଛନ୍ତୁ 'This living room has 3 windows' ;
    ଏହି ରୋଷେଇ ଘରେ 3ଟା ଝରଖା ଅଛି.
    ଏହି ଭୋଜନ କକ୍ଷ ରେ 3ଟା ଝରଖା ଅଛି
    ଏହି ବାସଗୃହ ରେ 3ଟା କବାଟ ଅଛି
    ଏହି ବାସଗୃହ ରେ 3ଟା ଝରଖା ଅଛି
    ଇଂରାଜୀରେ ଅନୁବାଦ କରନ୍ତୁ
    ମୋ ମାଁ ବାସଗୃହ ରେ ଟିଭି ଦେଖେ
    ଇଂରାଜୀରେ ଅନୁବାଦ କରନ୍ତୁ
    ମୋ ରୁମ୍ ରେ 2ଟା କବାଟ ଅଛି
    ଇଂରାଜୀରେ ଅନୁବାଦ କରନ୍ତୁ
    ଆମର ବାସଗୃହ ଟା ବହୁତ୍ ବଡ଼
    ଇଂରାଜୀରେ ଅନୁବାଦ କରନ୍ତୁ
    ଆମର ରୋଷେଇ ଘର ଟା ବହୁତ ଛୋଟ
    ଇଂରାଜୀରେ ଅନୁବାଦ କରନ୍ତୁ
    ଏହିଟା କଣ ଆପଣଙ୍କର ରୁମ୍?
    ଇଂରାଜୀରେ ଅନୁବାଦ କରନ୍ତୁ
    ଏହି ରୋଷେଇ ଘର ଟା ଭଲ ନୁହେଁ
    'ଚୌକି ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    Chair
    Table
    Window
    Door
    'ଖଟ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    chair
    bed
    table
    door
    'ମୋର ବହି ଗୁଡା ଟେବୁଲ୍ ଉପରେ ଅଛି ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    My books are on the table
    My books are on the chair
    My books are on the bed
    My books are in the kitchen
    'ଆମେ ଚୌକି ଉପରେ ବସୁ ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    We sit on the table
    We sit on the bed
    We sit in the kitchen
    We sit on the chair
    'ମୁଁ ନିଜ ଖଟ ଉପରେ ସୁଏ ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    I sleep on my table
    I sleep on my bed
    I sleep in my kitchen
    I sleep on my chair
    ଏହିଟା କଣ ଆପଣଙ୍କର ଖଟ ?
    • are
    • is
    • this
    • bed
    • your
    • a
    ଆମେ ଚୌକି ଉପରେ ବସୁ
    • we
    • are
    • on
    • the
    • chair
    • sit
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ