Trendy words (selfie, deja vu, etc.)
try Again
Tip1:hello
Lesson 296
Trendy words (selfie, deja vu, etc.)
'ମୋର ପୁର୍ବାନୁଭୂତି ହେଉଥିଲା.' ର ଇଂରାଜୀରେ ଅନୁବାଦ କରନ୍ତୁ.
I was having a hallucination.
I was having a déjà vu.
'ସେ ନିଜର ଫୋଟ ଉଠାଉଥିଲା.' ର ଇଂରାଜୀରେ ଅନୁବାଦ କରନ୍ତୁ.
He is taking a selfie.
He is taking a portrait.
'ସ୍ବତନ୍ତ୍ର ଫୋଟଗ୍ରାଫର ଯେ ବିଖ୍ୟାତ ବ୍ୟକ୍ତି ମାନଙ୍କର ଫୋଟ ନିଏ ଏବଂ ପ୍ରକାଶନ ସଂସ୍ଥା କୁ ବିକ୍ରୀ କରେ.' ତାଙ୍କୁ ଇଂରାଜୀରେ କଣ କୁହନ୍ତି ?
Pepperoni
Paparazzi
'ଏତେ କୋଳାହଳ ପରେ ମଧ୍ୟ ଆମକୁ କିଛି ମିଳିଲା ନାହିଁ.' ର ଇଂରାଜୀରେ ଅନୁବାଦ କରନ୍ତୁ.
Even after all the hoopla we found nothing.
Even after all the hoolala we found nothing.
'ପଇଶା ' କୁ ଇଂରାଜୀ ରେ 'money' ବ୍ୟତିତ ଆଉ କଣ କୁହନ୍ତି?
Bucks
Bugs
'ଉଲ୍ଲାସ ' କୁ ଇଂରାଜୀରେ 'happiness' ବ୍ୟତିତ ଆଉ କଣ କୁହନ୍ତି?
Glee
Glum
'ହେଲିକପ୍ଟର' କୁ ଇଂରାଜୀ ରେ (ଅନୌପଚାରିକ ରୁପ)ରେ କଣ କୁହାଯାଏ?
Chauffeur
Chopper
'ମାଗେଣା ଉପହାର ' କୁ ଇଂରାଜୀରେ କଣ କୁହାଯାଏ?
Frisbee
Freebie
'ଯନ୍ତ୍ର/ମେସିନ୍ ' କୁ ଇଂରାଜୀରେ କଣ କୁହାଯାଏ ?
Gizmo
Gazelle
'The natural ability to talk in a way that people find entertaining or persuasive.' ପାଇଁ ସଠିକ୍ ଶବ୍ଦର ଚୟନ କରନ୍ତୁ .
The gate of the gab
The gift of the gab
'ଆମେ ପାର୍ଟୀ ରେ ବହୁତ ଭଲ ସମୟ କାଟିଲୁ.' ର ଇଂରାଜୀରେ ଅନୁବାଦ କରନ୍ତୁ.
We had a gala time at the party.
We had a saga time at the party.
'ଗୋଟେ ଫେଶନ୍ ଯେଉଁଟା ଅଳ୍ପ ସମୟ ପାଇଁ ରୁହେ.' ର ଇଂରାଜୀରେ ଅର୍ଥ କଣ ହେବ?
Fade
Fad
'ଝିଅ ମାନେ ଯେଉଁ ମୁକୁଟ ପିନ୍ଧନ୍ତି ' ର ଇଂରାଜୀରେ ଅର୍ଥ କଣ?
Apron
Tiara
'ଅନୌପଚାରିକ ରୁପରେ - ଯେବେ ଆପଣ ଲଗାତାର, ଗୋଟେ ପରେ ଗୋଟେ ଟି.ଭି ସିରିଅଲ୍ ଦେଖି ଚାଲନ୍ତି.' ଏହାକୁ ଇଂରାଜୀରେ କଣ କୁହାଯାଏ?
Bungee watch
Binge watch
'ଝିଟିପିଟି ' କୁ ଇଂରାଜୀରେ 'lizard' ବ୍ୟତିତ ଆଉ କଣ କୁହାଯାଏ?
Grasshopper
Gecko
'ଚାଲ୍/ଦୃଷ୍ଟ ଆକର୍ଷଣ ' କୁ ଇଂରାଜୀରେ 'trick' ବ୍ୟତିତ ଆଉ କଣ କୁହାଯାଏ?
Gimmick
Glimmer
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ