Do you know these Fruits?
try Again
Tip1:hello
Lesson 297
Do you know these Fruits?
'ମତେ ବଜାର ରୁ କମଳା ନେବାର ଅଛି.' ର ଇଂରାଜୀରେ ଅନୁବାଦ କରନ୍ତୁ.
I have to buy an orange from the market.
I have to buy a lime from the market.
'ମୁଁ ତାକୁ ତରବୁଜ ଆଣିବାକୁ କହିଛି.' ର ଇଂରାଜୀରେ ଅନୁବାଦ କରନ୍ତୁ.
I have asked her to get melon.
I have asked her to get watermelon.
'କଣ ତୁମକୁ ପିଜୁଳି ପସନ୍ଦ ?' ର ଇଂରାଜୀରେ ଅନୁବାଦ କରନ୍ତୁ.
Do you like guavas?
Do you like plums?
'ସେହି କୋଳି ଟା ବହୁତ ସ୍ବାଦିଷ୍ଟ.' ର ଇଂରାଜୀରେ ଅନୁବାଦ କରନ୍ତୁ.
That date is very tasty.
That plum is very tasty.
'ମୁଁ ସେଠାକୁ ଫଳ କିଣିବାକୁ ଯାଇଥିଲି, କିନ୍ତୁ ତା ପାଖରେ ନାଶ୍ପତି ନଥିଲା.' ର ଇଂରାଜୀରେ ଅନୁବାଦ କରନ୍ତୁ.
I went there to buy fruits but he didn't have peaches.
I went there to buy fruits but he didn't have pears.
'ତାର ମାଁ ମୋ ପାଇଁ ବେଦେନା ଆଣିଥିଲେ .' ର ଇଂରାଜୀରେ ଅନୁବାଦ କରନ୍ତୁ.
Her mother brought me pomegranates.
Her mother brought me apricots.
'ତାଙ୍କ ପାଖରେ ଏବେ ଫୁଟି କାକୁଡି ନାହିଁ.' ର ଇଂରାଜୀରେ ଅନୁବାଦ କରନ୍ତୁ.
They don't have pineapple right now.
They don't have muskmelon right now.
'ମତେ ଗୋଟେ କିଲୋ ଡିମିରି ଦରକାର.' ର ଇଂରାଜୀରେ ଅନୁବାଦ କରନ୍ତୁ.
I want a kg of plums.
I want a kg of figs.
'ମତେ ଆତ ଖାଇବାକୁ ଭଲ ଲାଗେ.' ର ଇଂରାଜୀରେ ଅନୁବାଦ କରନ୍ତୁ.
I like eating custard apple.
I like eating pineapple.
'ସେଓ କୁ କାଟିବା ପରେ ବେସୀ ଡେରି ଯାଏଁ ଖୋଲାରେ ରଖିବା କଥା ନୁହେଁ.' ର ଇଂରାଜୀରେ ଅନୁବାଦ କରନ୍ତୁ.
Apples should not be kept open after they have been cutting.
Apples should not be kept open after they have been cut.
'ମତେ ଡିମିରି ଖାଇବାର ଅଛି.' ର ଇଂରାଜୀରେ ଅନୁବାଦ କରନ୍ତୁ.
I want to eat dates.
I want to eat figs.
'ଅମୃତଭଣ୍ଡା ସ୍ବାସ୍ଥ ପାଇଁ ଭଲ.' ର ଇଂରାଜୀରେ ଅନୁବାଦ କରନ୍ତୁ.
Pineapple is good for health.
Papaya is good for health.
'ନଡିଆ ଓଜନ କମେଇବାରେ ସାହାଯ୍ୟ କରେ.' ର ଇଂରାଜୀରେ ଅନୁବାଦ କରନ୍ତୁ.
Coconuts helps in reducing weight.
Custard Apples helps in reducing weight.
'ଏପ୍ରିକଟ୍ ରେ ଭିଟାମିନ୍ A ଥାଏ.' ର ଇଂରାଜୀରେ ଅନୁବାଦ କରନ୍ତୁ.
Coconuts have vitamin A.
Apricots have vitamin A.
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ