Prepositions of place: in, on, at ର ଅନ୍ତର ଏବଂ ତାଙ୍କର ସଠିକ୍ ବ୍ୟବହାର ଶିଖନ୍ତୁ
try Again
Tip1:hello
Lesson 30
Prepositions of place: in, on, at ର ଅନ୍ତର ଏବଂ ତାଙ୍କର ସଠିକ୍ ବ୍ୟବହାର ଶିଖନ୍ତୁ
ଟିପ୍
=
In: ଯଦି ଏକ ବସ୍ତୁ କେଉଁ ଭୌତିକ ସ୍ଥାନ(ଯେମିତି କି କେଉଁ ଯାଗା/ଚାରି କାନ୍ଥ/ଡବ୍ବା) ମଧ୍ୟରେ ଥାଏ, ତାହାଲେ ଆମେ 'in' (ରେ) ର ପ୍ରୟୋଗ କରୁ.

On: ଯେତେ ବେଳେ ଗୋଟେ ବସ୍ତୁ ଆଉ ଗୋଟେ ବସ୍ତୁ ଉପରେ ରଖା ଯାଇ ଥାଏ, ତେବେ 'on' (ଉପରେ) ର ବ୍ୟବହାର ହୁଏ.

At: ଯେତେ ବେଳେ କିଛି ଜିନିଷ/ବ୍ୟକ୍ତି କେଉଁ ନିର୍ଦ୍ଧିଷ୍ଟ ସ୍ଥାନ ରେ ଥାଏ, ତାହାଲେ 'at' ର ବ୍ୟବହାର ହୁଏ.
=
'ମୁଁ ରେ ବାସ କରେ ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
I live in
I live on
I live at
I live under
ଇଂରାଜୀରେ ଅନୁବାଦ କରନ୍ତୁ
ମୁଁ ଭାରତ ରେ ରୁହେ
'ମୋର ବହି ଗୁଡା ଟେବୁଲ୍ ଉପରେ ଅଛି ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
My books are on the table
My books are on the chair
My books are on the bed
My books are in the kitchen
ଉପଯୁକ୍ତ ଶବ୍ଦ ବାଛନ୍ତୁ
My books are ______
on
it
at
ଉପଯୁକ୍ତ ଶବ୍ଦ ବାଛନ୍ତୁ
My books are ______
in
on
at
ଇଂରାଜୀରେ ଅନୁବାଦ କରନ୍ତୁ
ଟେବୁଲ୍ ଉପରେ
ଇଂରାଜୀରେ ଅନୁବାଦ କରନ୍ତୁ
ରୁମ୍ ରେ
'ସେ ବସ୍ ସ୍ଟପ୍ ରେ ଅଛି ' ର ଇଂରାଜୀରେ ଅନୁବାଦ ବାଛନ୍ତୁ. (1ବିକଳ୍ପ ବାଛନ୍ତୁ);
She is in the bus stop
She is on the bus stop
She is at the bus stop
She is under the bus stop
'ମୁଁ ଘରେ ଅଛି ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
I am in home
I am at home
I am on home
I am under the home
ଇଂରାଜୀରେ ଅନୁବାଦ କରନ୍ତୁ
ମୁଁ ଘରେ ଅଛି
ସେ ବସ୍ ସ୍ଟପ୍ ରେ ଅଛି
    • she
    • on
    • is
    • the
    • bus stop
    • at
    'ଆମେ ଚୌକି ଉପରେ ବସୁ ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    We sit on the table
    We sit on the bed
    We sit in the kitchen
    We sit on the chair
    'ସେ ଚୌକି ଉପରେ ବସିଛି ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    She is sitting in the chair
    She is sitting at the chair
    She is sitting inside the chair
    She is sitting on the chair
    'ମୁଁ ନିଜ ଖଟ ଉପରେ ସୁଏ ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    I sleep in my bed
    I sleep on my bed
    I sleep at my bed
    I sleep on my chair
    ଇଂରାଜୀ ରେ ଅନୁବାଦ କରନ୍ତୁ
    ଚୌକି ଉପରେ
    ଇଂରାଜୀରେ ଅନୁବାଦ କରନ୍ତୁ
    ଖଟ ଉପରେ
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    I sleep ______
    in
    at
    on
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    She is sitting ______
    in
    at
    on
    'ମୋର ବହି ବାସଗୃହ ରେ ଟେବୁଲ୍ ଉପରେ ଅଛି' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
    My books are on the table in the living room
    My books are in the table in the living room
    My books are in the table on the living room
    My books are on the table on the living room
    'ମୋର ଜେଜେ ବାପା ଚୌକି ଉପରେ ବସିବା ପସନ୍ଦ କରନ୍ତି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    My grandfather likes to sit in the chair
    My grandfather likes to sit at the chair
    My grandfather likes to sit on the chair
    My grandfather likes to sit on the table
    'ମୋ ମାଁ ରୋଷେଇ ଘରେ ରୋଷେଇ କରେ/କରନ୍ତି.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    My mother cooks in this kitchen
    My mother cooks on this kitchen
    My mother cooks this kitchen
    My mother cooks at this kitchen
    'ମୁଁ ଏଆରପୋର୍ଟ୍ ରେ ଅଛି ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    I am in the airport
    I am at the airport
    I am on the airport
    I am under the airport
    'ବହି ତଳେ (ଜମି ଉପରେ) ଥୁଆ ହେଇଛି ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    The book is in the floor
    The book is on the floor
    The book is at the floor
    The book is under the floor
    ' ନିଜ ରୁମ୍ ରେ ଅଛି ' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    is at his room
    is on his room
    is in his room
    is under his room
    'ସେ କଣ କାମ (କାର୍ଯ୍ୟସ୍ଥଳ) ଠି ଅଛି ?' ର ଇଂରାଜୀରେ ସଠିକ୍ ଉତ୍ତର ର ଚୟନ କରନ୍ତୁ. (1ବିକଳ୍ପ ବାଛନ୍ତୁ);
    Is he in work?
    Is he on work?
    Is he at work?
    Are you at work?
    କଣ ଏଆରପୋର୍ଟ୍ ରେ ଅଛି ?
    • on
    • is
    • the
    • airport
    • at
    ମୁଁ ଘରେ ନାହିଁ
    • at home
    • to
    • in
    • not
    • I
    • am
    ଶୁଣନ୍ତୁ
    : Hi mom, I am going to school.

    Where are my books?
    : ହାଏ ମାଁ, ମୁଁ ସ୍କୁଲ୍ ଯାଉଛି. ମୋର ବହି ଗୁଡା କାହିଁ ?


    Mom: They are in your room, on the table
    ସେଇ ସବୁ ତମର ରୁମ୍ ରେ ଟେବୁଲ୍ ଉପରେ ଅଛି.


    : Thanks mom! Bye!
    : ଧନ୍ୟବାଦ ମାଁ! ବାଏ !


    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ