Advice/Opinion: had better, would rather
try Again
Tip1:hello
Lesson 300
Advice/Opinion: had better, would rather
ଟିପ୍
=
When we want to say that we would prefer somebody else to do something, we use 'would rather'.
Would rather (do something) than (something else).E.g:I would rather go to the theatre than see a movie home.
=
'Had better' ର ପ୍ରୟୋଗ ସେତେବେଳେ କରୁ, ଯେବେ ଆମେ ଜଣଙ୍କୁ କିଛି ବିଶେଷ ପରିସ୍ଥିତି ବିଷୟରେ ପରାମର୍ଶ ଦେଉ .
E.g: We would better hurry or we will miss the plane.
'ମୁଁ ବାହାରକୁ ଯାଉଛି, ତେବେ ଭଲ ହେବ ଯଦି ତୁମେ ନିଜ ଚାବି ନିଜ ସାଙ୍ଗରେ ନେଇ ଯିବ.' ର ଇଂରାଜୀରେ ଅନୁବାଦ କରନ୍ତୁ.
I am going out, so you'd better take your keys with you.
I am going out, so you would rather take your keys with you.
'ଏହି ରେସ୍ଟୋରନ୍ଟ୍ ରେ ସାଧାରଣତଃ ବହୁତ ଭିଡ ଥାଏ. ଭଲ ହେବ ଯଦି ଆମେ ଆଗରୁ ଗୋଟେ ଟେବୁଲ୍ ବୁକ୍ କରି ଦେବା.' ର ଇଂରାଜୀରେ ଅନୁବାଦ କରନ୍ତୁ.
This restaurant is usually crowded, so we'd better reserve a table.
This restaurant is usually crowded, so we would rather reserve a table.
'ତୁମର ଅଂକ କମ ଅଛି, ଭଲ ହେବ ଯଦି ତୁମେ ଆର ଥର ଅଧିକ ପରିଶ୍ରମ କରିବ.' ର ଇଂରାଜୀରେ ଅନୁବାଦ କରନ୍ତୁ.
Your scores aren't up to the mark. You would rather work harder next time.
Your scores aren't up to the mark. You had better work harder next time.
'ମତେ ସଙ୍ଗୀତ ସମାରୋହ ପସନ୍ଦ ନୁହେଁ, ବରଂ ମତେ ଫିଲିମ୍ ଦେଖିବା ବେସି ପସନ୍ଦ.' ର ଇଂରାଜୀରେ ଅନୁବାଦ କରନ୍ତୁ.
I don't fancy concerts much. I would rather watch a movie instead.
I don't fancy concerts much. I had better watch a movie instead.
'ମୁଁ ସୋଡା ପିଇବା ଅପେକ୍ଷା ପାଣି ପିଇବା ବେସି ପସନ୍ଦ କରିବି.' ର ଇଂରାଜୀରେ ଅନୁବାଦ କରନ୍ତୁ.
I had better drink water than soda. It's much healthier.
I would rather drink water than soda. It's much healthier.
'ଭଲ ହେବ ଯଦି ତୁମେ ସମାରୋହ ରେ ହେଇଥିବା ନୃଶଂସତା ବିଷୟରେ କହିଦେବ.' ର ଇଂରାଜୀରେ ଅନୁବାଦ କରନ୍ତୁ.
You would rather tell me what atrocities took place at the concert.
You had better tell me what atrocities took place at the concert.
'ମୁଁ ବସ୍ ରେ ଯିବା ଅପେକ୍ଷା ଗାଡି ରେ ଯିବା ଅଧିକ ପସନ୍ଦ କରିବି.' ର ଇଂରାଜୀରେ ଅନୁବାଦ କରନ୍ତୁ.
I would rather drive to work than take the bus.
I had better drive to work than take the bus.
'ଟ୍ରାଫିକ୍ ରେ ଯଦି ଫସିବାକୁ ଚାହୁଁ ନାହାନ୍ତି, ଭଲ ହେବ ଯଦି ସେମାନେ ଶୀଘ୍ର ବାହାରିଯିବେ.' ର ଇଂରାଜୀରେ ଅନୁବାଦ କରନ୍ତୁ.
They had better leave early if they don't want to be stuck in heavy traffic.
They would rather leave early if they don't want to be stuck in heavy traffic.
'ମୁଁ ଚାକିରୀ ଇଣ୍ଟର୍ଭ୍ୟୁ ପାଇଁ ଡେରି ହେବା କଥା ନୁହେଁ. ତା ଉପରେ ବହୁତ ଆଶା ଅଛି.' ର ଇଂରାଜୀରେ ଅନୁବାଦ କରନ୍ତୁ.
I'd better not be late for my job interview. There's a lot riding on it!
I would rather not be late for my job interview. There's a lot riding on it!
'ରାତି ହେବାକୁ ଯାଉଛି, ସୁରକ୍ଷିତ ରହିବାକୁ ହେଲେ ଆମକୁ ଫେରି ଯିବାକୁ ପଡିବ.' ର ଇଂରାଜୀରେ ଅନୁବାଦ କରନ୍ତୁ.
It's getting dark. We'd better head back now if we want to be safe.
It's getting dark. We would rather head back now if we want to be safe.
'ମୋର ଟହଲିବାର ଇଛା ନାହିଁ, ମୁଁ ଶୋଇବା ବେସୀ ପସନ୍ଦ କରିବି.' ର ଇଂରାଜୀରେ ଅନୁବାଦ କରନ୍ତୁ.
I don't want to go for a walk, I would rather sleep through the morning.
I don't want to go for a walk,I had better sleep through the morning.
'ଭଲ ହେବ ଯଦି ଶ୍ୟାମ ଏତେ ଖାଇବନି, ନହଲେ ତାର ଦେହ ଖରାପ ହେଇଯିବ.' ର ଇଂରାଜୀରେ ଅନୁବାଦ କରନ୍ତୁ.
Shyam had better not eat so much or he will fall extremely ill.
Shyam would rather not eat much or he will fall extremely ill.
'ଭଲ ହେବ ଯଦି ତୋଫାନ୍ ବନ୍ଦ ହେବା ଯାଏଁ ତୁମେ କୋଠରୀ ରେ ଲୁଚିକୀ ରହିବ.' ର ଇଂରାଜୀରେ ଅନୁବାଦ କରନ୍ତୁ.
You would rather hide out in the basement until the storm passes.
You had better hide ou in the basement until the storm passes.
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ