Prepositions of place 2: କେଉଁ ବସ୍ତୁ କେଉଁ ଠାରେ ଅଛି, କହିବା ଶିଖନ୍ତୁ
try Again
Tip1:hello
Lesson 31
Prepositions of place 2: କେଉଁ ବସ୍ତୁ କେଉଁ ଠାରେ ଅଛି, କହିବା ଶିଖନ୍ତୁ
Where=କେଉଁଠି
is=ଅଛି
my=ମୋର
It=ସେଇଟା
is=ଅଛି
on=ଉପରେ
It=ସେଇଟା
is=ଅଛି
under=ତଳେ
'ବିଲେଇ ଖଟ ତଳେ ଅଛି ' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ (1 ବିକଳ୍ପ ବାଛନ୍ତୁ);
The cat is under the bed
The cat is on the bed
The cat is in the bed
The cat is at the bed
'ଲୁଗା/କପଡା ତଳେ (ଜମି ଉପରେ) ଅଛି.' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ (1 ବିକଳ୍ପ ବାଛନ୍ତୁ);
The clothes are in the floor
The clothes are on the floor
The clothes are at the floor
The clothes are behind the floor
ଉପଯୁକ୍ତ ଶବ୍ଦ ବାଛି, ଶୁନ୍ୟା ସ୍ଥାନ ପୁରଣ କରନ୍ତୁ
's bag is ______
in
at
on
ଉପଯୁକ୍ତ ଶବ୍ଦ ବାଛି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
's bag is ______
in
at
on
'ଲଫାପା ଡ୍ର ରେ ଅଛି.' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ (1 ବିକଳ୍ପ ବାଛନ୍ତୁ);
The envelopes are on the drawer
The envelopes are in the drawer
The envelopes are at the drawer
The envelopes are under the drawer
My house=ମୋର ଘର
is=ଅଛି
behind=ପଛରେ
' ର ଘର ମନ୍ଦିର ପଛ ପଟ୍ଟେ ' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ (1 ବିକଳ୍ପ ବାଛନ୍ତୁ);
's house is in front of the temple.
's house is at the backside of the temple.
's house is behind the temple.
's house is under the temple.
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
's bag is ______
under
at
in
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
's house is ______
under
on
behind
The temple=ମନ୍ଦିର
is=ହେଉଛି/ଅଛି
next to=ପଡିଶା ରେ
'ମନ୍ଦିର ଟା ମୋ ଘର ପଡିଶା ରେ ' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ (1 ବିକଳ୍ପ ବାଛନ୍ତୁ);
The temple is under my house
The temple is at my house
The temple is next to my house
The temple is in front of my house
ଡାଏଲଗ୍ ଶୁଣନ୍ତୁ
Where is my bag?
ମୋର ବ୍ୟାଗ୍ ଟା କେଉଁଠି ଅଛି ?


It is next to the books
ସେହିଟା ବହି ପାଖରେ ଥୁଆ ହେଇଛି


Where are my books?
ମୋର ବହି ଗୁଡା କାହିଁ ?


They are in your room
ସେହି ସବୁ ତୁମ ରୁମ୍ ରେ ଅଛି.


ଡାଏଲଗ୍ ଶୁଣନ୍ତୁ
Where is the temple?
ମନ୍ଦିର ଟା କେଉଁଠି ?


It is behind the airport.
ସେହି ଟା ଏଆରପୋର୍ଟ୍ ର ପଛରେ ଅଛି.


Where is the airport?
ଏଆରପୋର୍ଟ୍ ଟା କେଉଁଠି ?


It is next to 's house.
ସେହିଟା ର ଘର ପଡିଶା ରେ.


=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ