'ଆପଣ କେଉଁ ଠାରେ ରୁହନ୍ତି ?' ପଚାରିବା ଶିଖନ୍ତୁ
try Again
Tip1:hello
Lesson 33
'ଆପଣ କେଉଁ ଠାରେ ରୁହନ୍ତି ?' ପଚାରିବା ଶିଖନ୍ତୁ
ଆପଣ ଯେଉଁଠାରେ ରୁହନ୍ତି, ସେହି ଜାଗା ର ନାମ ଟାଇପ୍ କରନ୍ତୁ ଓ ‘continue' ଉପରେ କ୍ଲିକ୍ କରନ୍ତୁ.
I=ମୁଁ
live=ରୁହେ/ବାସ କରେ
in=ମୁଁ
'ମୁଁ ରେ ରୁହେ.' ର ଇଂରାଜୀରେ ସଠିକ୍ ଅନୁବାଦ ବାଛନ୍ତୁ. (1ବିକଳ୍ପ ବାଛନ୍ତୁ);
I live at
I live in the
I live in
I live in a
ଇଂରାଜୀ ରେ ଅନୁବାଦ କରନ୍ତୁ
ମୁଁ ଦିଲ୍ଲୀ ରେ ରୁହେ
ଉପଯୁକ୍ତ ଶବ୍ଦ ବାଛନ୍ତୁ
I ______
lives
be live
live
am live
'ଆପଣ ରେ ରହନ୍ତି ' ର ଇଂରାଜୀରେ ସଠିକ୍ ଅନୁବାଦ ବାଛନ୍ତୁ. (1ବିକଳ୍ପ ବାଛନ୍ତୁ);
You live in in .
You are living in in .
You lives in in .
You live in in a .
ଉପଯୁକ୍ତ ଶବ୍ଦ ବାଛନ୍ତୁ
You ______
live
is
lives
are live
She=ସେ
lives=ରହେ
in=ରେ
ଉପଯୁକ୍ତ ଶବ୍ଦ ବାଛନ୍ତୁ
______
lives
does lives
live
is lives
'ସେ ପାଖରେ ରୁହେ.(ପୁଲିଂଗ)' ର ଇଂରାଜୀରେ ସଠିକ୍ ଅନୁବାଦ ବାଛନ୍ତୁ. (1ବିକଳ୍ପ ବାଛନ୍ତୁ);
He is lives near .
She lives near .
She is living near .
He lives near .
ଉପଯୁକ୍ତ ଶବ୍ଦ ବାଛନ୍ତୁ
______
She
They
He
ଇଂରାଜୀରେ ଅନୁବାଦ କରନ୍ତୁ
ସେମାନେ ଦିଲ୍ଲୀ ରେ ରହନ୍ତି.
ଟିପ୍
=
‘Live' ର ବିଭିନ୍ନ ରୁପ ଥାଏ (ରହେ/ରହନ୍ତି/ରହିବେ/ରହିବା/ରୁହ)
I, we, you, they -> live
=
He, she, it -> lives
Where=କେଉଁଠି
do=
you=ଆପଣ
ଟିପ୍
Where do you live? = ଆପଣ କେଉଁଠି ରୁହନ୍ତି?
ଇଂରାଜୀ ରେ ପ୍ରଶ୍ନ ର ରଚନା:

ପ୍ରଶ୍ନବାଚକ + ସାହାଯ୍ୟକ କ୍ରିୟା (do/does) + ବିଷୟବସ୍ତୁ + ମୁଖ୍ୟ କ୍ରିୟା

ପ୍ରଶ୍ନବାଚକ = 'where' (କେଉଁଠି)

ସାହାଯ୍ୟକ କ୍ରିୟା = 'do' (ଅଛି)

ବିଷୟବସ୍ତୁ = 'you' (ଆପଣ)

ମୁଖ୍ୟ କ୍ରିୟା = 'live' (ରୁହନ୍ତି)
=
'ଆପଣ କେଉଁଠି ରହନ୍ତି?' ର ଇଂରାଜୀରେ ସଠିକ୍ ଅନୁବାଦ ବାଛନ୍ତୁ. (1ବିକଳ୍ପ ବାଛନ୍ତୁ);
Where do you live?
Where are you live?
How do you live?
Where from you live?
ଇଂରାଜୀରେ ଅନୁବାଦ କରନ୍ତୁ
କେଉଁଠି
ଆପଣଙ୍କର ମାତା-ପିତା କେଉଁଠାରେ ରହନ୍ତି?
    • do
    • where
    • your
    • are
    • live
    • parents
    Where=କେଉଁଠି
    does=
    she=ସେ
    ଟିପ୍
    Where does she live? = ସେ କେଉଁଠି ରହେ?
    Not

    Where does she lives?

    ପ୍ରଶ୍ନ ଗଢିବା ସମୟ ରେ, ଆମେ ମୁଖ୍ୟ କ୍ରିୟା (live) କୁ ବଦଳୁ ନାହିଁ, କିନ୍ତୁ ସାହାଯ୍ୟକ କ୍ରିୟା (do/does) କୁ ବଦଳା ଜାଏ.
    =
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    Where ______
    do
    does
    is
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    Where does ______
    live
    lives
    living
    ' କେଉଁଠାରେ ରୁହନ୍ତି?' ର ଇଂରାଜୀରେ ସଠିକ୍ ଅନୁବାଦ ବାଛନ୍ତୁ. (1 ବିକଳ୍ପ ବାଛନ୍ତୁ);
    Where do Mr. live?
    Where is Mr. live?
    Where does Mr. live?
    Where does Mr. lives?
    ଟିପ୍
    Where does he live? = ସେ କେଉଁଠାରେ ରୁହନ୍ତି ?
    Not

    Where does he lives?

    ପ୍ରଶ୍ନ ଗଢିବା ସମୟ ରେ, ଆମେ ମୁଖ୍ୟ କ୍ରିୟା (live) କୁ ବଦଳୁ ନାହିଁ, କିନ୍ତୁ ସାହାଯ୍ୟକ କ୍ରିୟା (do/does) କୁ ବଦଳା ଜାଏ.
    =
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    Where do Mr. and Mrs. ______
    live
    lives
    living
    ଟିପ୍
    =
    I, we, you, they -> Where do + subject + live
    She, he, it -> Where does + subject + live
    =
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    Where ______
    do
    does
    are
    ଇଂରାଜୀରେ ଅନୁବାଦ କରନ୍ତୁ
    ସେ କେଉଁଠି ରହେ?
    ଶୁଣନ୍ତୁ
    : Good morning! How are you?
    : ଶୁପ୍ରଭାତ ! ଆପଣ କେମିତି ଅଛନ୍ତି?


    : Hey, I am fine. Thank you
    : ହେ ! ମୁଁ ଭଲ ଅଛି. ଧନ୍ୟବାଦ.


    : Where do you work?
    : ଆପଣ କେଉଁଠି କାମ କରନ୍ତି?


    : I work at a school.
    : ମୁଁ ଏକ ସ୍କୂଲ୍ ରେ କାମ କରେ.


    : Where do you live?
    : ଆପଣ କେଉଁଠି ରହନ୍ତି ?


    : I live in
    : ମୁଁ ରେ ରହେ.


    : Do you speak English?
    : କଣ ଆପଣ ଇଂରାଜୀ କୁହନ୍ତି ?


    : Yes, I speak English and
    : ହଁ, ମୁଁ ଇଂରାଜୀ ଏବଂ କୁହେ.


    ପୁର୍ବ ଡାଏଲଗ୍ କୁ ଧ୍ୟାନ ରଖି, ସଠିକ୍ ବିକଳ୍ପ ବାଛନ୍ତୁ. ' କେଉଁଠି ରହେ ?' ;
    in
    in China
    at a school
    at a bank
    Where=କେଉଁଠି
    in=ରେ
    =
    do=
    ଶୁଣନ୍ତୁ
    : Hi, Where do you live?
    : ହାଏ, ଆପଣ କେଉଁଠି ରହନ୍ତି?


    : Hey, I live in .
    : ହେ! ମୁଁ ରେ ରହେ.


    : Where in do you live?
    : ରେ ଆପଣ କେଉଁଠାରେ ରୁହନ୍ତି?


    : I live in - in .
    : ମୁଁ ରେ ରହେ.


    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ