ନିଜ ରୂମ୍ ର ବିବରଣୀ ଦବା ଶିଖନ୍ତୁ
try Again
Tip1:hello
Lesson 35
ନିଜ ରୂମ୍ ର ବିବରଣୀ ଦବା ଶିଖନ୍ତୁ


ଫଟୋ ଦେଖିକି ,ସଠିକ୍ ବିକଳ୍ପ ର ଚୟନ କରନ୍ତୁ
This is a dining table
This is a bed
'ମୋର ଆଲମାରୀ ବହୁତ ବଡ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
My cupboard is very big
My bed is very big
My side table is very big
My chandelier is very big
'ମୋର ସାଇଡ୍ ଟେବୁଲ୍ ଉପରେ ଗୋଟେ ଲ୍ୟାମ୍ପ୍ ଅଛି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ
There is a lamp on my side table
There is a lamp in my side table
'ମୋର ରୂମ୍ ରେ ଗୋଟେ ଝୁମର ଅଛି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ
There is a chandelier in my room
There is a ceiling in my room.


ଛବି ଦେଖିକି, ସଠିକ୍ ବିକଳ୍ପ ବାଛନ୍ତୁ
There is a painting under my wall
There is a painting on my wall
'ମୋର ରୁମ୍ ବଡ଼ ଓ ବାୟୁମୟ' ର ଇଂରାଜୀରେ ସଠିକ୍ ଅନୁବାଦ କଣ ହେବ ?(1 ବିକଳ୍ପ ବାଛନ୍ତୁ);
My room is big and airy
My room has big and airy
My room has big and air
My room are big and airy


ଛବି ଦେଖିକି, ସଠିକ୍ ବିକଳ୍ପ ବାଛନ୍ତୁ
There is a rug under the floor, on my bed
There is a rug on the floor, under my bed


ଛବି ଦେଖିକି, ସଠିକ୍ ବିକଳ୍ପ ବାଛନ୍ତୁ
There are pillows and cushions on my bed
There is pillows and cushions on my bed


ଫଟୋ ଦେଖିକି,ସଠିକ୍ ବିକଳ୍ପ ର ଚୟନ କରନ୍ତୁ
There are two mirrors on my cupboard
There is a two mirrors on my cupboard
ଇଂରାଜୀରେ ଅନୁବାଦ କରନ୍ତୁ
ମୋର ଖଟ/ବିଛଣା ଉପରେ ଦୁଇ ଟା ତକିଆ ଅଛି.
ମୋ ରୁମ୍ ର କାନ୍ଥ ହେଉଛି ଧଳା ରଂଗ ର
    • walls
    • white.
    • room's
    • my
    • are
    • is


    ଛବି ଦେଖିକୀ, ସଠିକ୍ ବିକଳ୍ପ ବାଛନ୍ତୁ
    My room has wood floors
    My room has wooden floors
    ତଳେ ଗୋଟେ ଦରୀ ପଡିଛି.
    ମୋ ରୁମ୍ ଟା ବଡ଼ ଓ ବାୟୁମୟ ଅଟେ
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ