ସହର ର ବିଭିନ୍ନ buildings ର ନାମ ଶିଖନ୍ତୁ
try Again
Tip1:hello
Lesson 36
ସହର ର ବିଭିନ୍ନ buildings ର ନାମ ଶିଖନ୍ତୁ
ଏହା ମଧ୍ୟରୁ କେଉଁ ଛବି ଟା 'ମୁଁ ପ୍ରତିଦିନ ମଲ୍ ଜାଏ.' ଚିତ୍ରିତ କରେ? (1 ଛବି ବାଛନ୍ତୁ);
I go to the mall every day
I go to the bus stop every day
I go to the airport every day
I go to the temple every day
'ମୁଁ ପ୍ରତିଦିନ ମନ୍ଦିର ଜାଏ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
I go to the mall every day
I go to the bus stop every day
I go to the airport every day
I go to the temple every day
ଟିପ୍
I go to the mall every day = ମୁଁ ପ୍ରତିଦିନ ମଲ୍ ଜାଏ
ଯେତେ ବେଳେ ଆପଣ କେଉଁ ଭି ସ୍ଥାନ କିମ୍ବା ଜାଗା ଆଡକୁ ଯାଉଛନ୍ତି, ସେତେବେଳେ \'to\' ର ବ୍ୟବହାର କରା ଜାଏ
\'the\' ଲଗେଇଲେ ଜାଗା ଟା ନିର୍ଦ୍ଧିଷ୍ଟ ହେଇ ଜାଏ.
=
ଟିପ୍
I go to school = ମୁଁ ସ୍କୁଲ୍ ଯା ଏ
ଯେତେ ବେଳେ ଆପଣ କେଉଁ ଭି ସ୍ଥାନ କିମ୍ବା ଜାଗା ଆଡକୁ ଯାଉଛନ୍ତି, ସେତେବେଳେ \'to\' ର ବ୍ୟବହାର କରା ଜାଏ.
ଧ୍ୟାନ ରଖନ୍ତୁ \'go to school\' ରେ ଆମେ \'the\' ଲଗେଇବାନୀ କାରଣ \'go to school\' ର ଅର୍ଥ ହେଉଛି \'ଶିକ୍ଷା ପ୍ରାପ୍ତି/ପଢିବା ପାଇଁ\'. ଯଦି ଆପଣ ସ୍କୂଲ୍ ର ବିଲ୍ଡିଂଗ୍ ବିସୟରେ କହୁ ଛନ୍ତି, ତାହାଲେ \'the\' ଲଗେଇ ହେବ.
I go to work = ମୁଁ କାମ କରିବା କୁ ଯାଏ
ଯେତେ ବେଳେ ଆପଣ କେଉଁ ଭି ସ୍ଥାନ କିମ୍ବା ଜାଗା ଆଡକୁ ଯାଉଛନ୍ତି, ସେତେବେଳେ \'to\' ର ବ୍ୟବହାର କରା ଜାଏ.
ଧ୍ୟାନ ରଖନ୍ତୁ \'go to school\' ରେ ଆମେ \'the\' ଲଗେଇବାନୀ କାରଣ \'go to school\' ର ଅର୍ଥ ହେଉଛି \'ଶିକ୍ଷା ପ୍ରାପ୍ତି/ପଢିବା ପାଇଁ\'. ଯଦି ଆପଣ ସ୍କୂଲ୍ ର ବିଲ୍ଡିଂଗ୍ ବିସୟରେ କହୁ ଛନ୍ତି, ତାହାଲେ \'the\' ଲଗେଇ ହେବ.
'ମୁଁ ପ୍ରତିଦିନ ମନ୍ଦିର ଯାଏ ' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ. (1 ବିକଳ୍ପ ବାଛନ୍ତୁ);
I go temple every day
I to temple every day
I goes to temple every day
I go to the temple every day
'ମୁଁ ପ୍ରତି ସପ୍ତାହ ସଂଗ୍ରହାଳୟ ଜାଏ. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
I go to the library every week.
I go to the cemetery every week.
I go to the museum every week.
I go to the exhibition every week.
'ମୁଁ ସିନେମା ଘରେ ସିନେମା ଦେଖେ ' ର ଇଂରାଜୀରେ ସଠିକ୍ ଅନୁବାଦ ବାଛନ୍ତୁ. (1ବିକଳ୍ପ ବାଛନ୍ତୁ);
I watch movies on a movie theatre
I watch movies from a movie theatre
I watch movies at a movie theatre
I watch movies to a movie theatre
'ସେ ପାର୍କ୍ ର ପଡିଶାରେ /ପାଖରେ ରହେ (ସ୍ତ୍ରୀଲିଂଗ)' ର ଇଂରାଜୀରେ ସଠିକ୍ ଅନୁବାଦ ବାଛନ୍ତୁ. (1 ବିକଳ୍ପ ବାଛନ୍ତୁ);
She lives next to the park
She lives behind the park
She lives in the park
She lives next to the mall
'ସେମାନେ ବିମାନ ବନ୍ଦର ଠାରେ ଅଛନ୍ତି. ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
She is at the mall
She is at the library
She is at the airport
She is at the bus stop
ଇଂରାଜୀରେ ଅନୁବାଦ କରନ୍ତୁ
ମନ୍ଦିର
ଇଂରାଜୀରେ ଅନୁବାଦ କରନ୍ତୁ
ବିମାନ ବନ୍ଦର
ଇଂରାଜୀରେ ଅନୁବାଦ କରନ୍ତୁ
ଆପଣ କଣ ବସ୍ ସ୍ଟପ୍ ରେ ଅଛନ୍ତି ?
ଇଂରାଜୀରେ ଅନୁବାଦ କରନ୍ତୁ
ଏଆରପୋର୍ଟ୍ ଟା ମୋର ଘର ପଛପଟେ
ଇଂରାଜୀରେ ଅନୁବାଦ କରନ୍ତୁ
ମୁଁ ଘରେ ନାହିଁ
'ମନ୍ଦିର ଟା କେଉଁଠି ?' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ. (1 ବିକଳ୍ପ ବାଛନ୍ତୁ);
Where is the temple?
Where is the mall?
Where are the temple?
At where is temple?
'ମଅଲ୍ ଟା କେଉଁଠି ?' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ. (1 ବିକଳ୍ପ ବାଛନ୍ତୁ);
Where is the temple?
Where is the mall?
Where are the temple?
At where is temple?
'କଣ ଆପଣଙ୍କର ଘର ପାଖରେ ଗୋଟେ ମଅଲ୍ ଅଛି ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
Are there a mall next to your house?
Is there a mall next to your house?
Is here a mall next to your house?
Is there malls next to your house?
ଗ୍ରନ୍ଥାଗାର ର ପଛପଟେ ଗୋଟେ ହସ୍ପିଟାଲ୍ ଅଛି
    • there is
    • there are
    • a
    • the library
    • backside
    • hospital behind
    The hospital=ହସ୍ପିଟାଲ୍
    is=ହେଉଛି
    near=ପାଖରେ
    'ହସ୍ପିଟାଲ୍ ଟା ହେଉଛି ମୋ ଘର ପାଖରେ.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
    The mall is near my house
    The hospital is near my house
    The park is near my house
    The airport is near my house
    ମୋ ଘର ଟା ଏଆରପୋର୍ଟ୍ ପାଖରେ
    • is
    • house
    • the
    • airport
    • near
    • my
    'କଣ ଆପଣଙ୍କର ଘର ପାଖରେ ଗୋଟେ ବ୍ୟାଂକ୍ ଅଛି ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
    Is there a park near your house?
    Is there a bank near to the your house?
    Is there a bank near your house?
    Is there a bank near my house?
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ