Prepositions of place 3: 'ଏଠାରେ କଣ ଅଛି ?' ପଚାରିବା ଶିଖନ୍ତୁ
try Again
Tip1:hello
Lesson 38
Prepositions of place 3: 'ଏଠାରେ କଣ ଅଛି ?' ପଚାରିବା ଶିଖନ୍ତୁ
There=ସେଇଠି
is=ଅଛି
a bank=ଗୋଟେ ବ୍ୟାଂକ
across=(ର) ସେପାଖରେ
ଟିପ୍
Across the street = ରାସ୍ତା ର ସେପାଖରେ
There is a bank across the street = ରାସ୍ତା ର ସେପାଖରେ ଗୋଟେ ବ୍ୟାଂକ୍ ଅଛି
'ସେପାଖରେ ' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
Behind
Across
Under
Near
ଅଡିଓ ଶୁଣିକି, ଓଡିଆ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ 'There is a bank across the street from my house' ;
ମୋ ଘର ପଛରେ ଗୋଟେ ବ୍ୟାଂକ୍ ଅଛି.
ମୋ ଘର ତଳେ ଗୋଟେ ବ୍ୟାଂକ୍ ଅଛି.
ମୋ ଘର ସାମନା ରାସ୍ତା ସେପାଖେ ଏକ ବ୍ୟାଂକ ଅଛି.
ମୋ ଘର ଭିତରେ ଗୋଟେ ବ୍ୟାଂକ୍ ଅଛି
ଅଡିଓ ଶୁଣିକି , ଓଡିଆ ରେ ସଠିକ୍ ଅନୁବାଦ କରନ୍ତୁ 'There is a supermarket across from my house' ;
ମୋ ଘର ପଡିଶା ରେ ଗୋଟେ ସୁପର ମାର୍କେଟ୍ ଅଛି
ମୋ ଘର ପଛ ପଟେ ଗୋଟେ ସୁପର ମାର୍କେଟ୍ ଅଛି
ମୋ ଘର ର ସେପାଖେ ଗୋଟେ ସୁପର ମାର୍କେଟ୍ ଅଛି
ମୋ ଘର ସାମନା ରେ ଗୋଟେ ସୁପର ମାର୍କେଟ୍ ଅଛି
ଇଂରାଜୀରେ ଅନୁବାଦ କରନ୍ତୁ
ସେପାଖରେ
ଇଂରାଜୀରେ ଅନୁବାଦ କରନ୍ତୁ
ସୁପର ମାର୍କେଟ୍
ଟିପ୍
There is a bank on this street = ଏହି ଗଳି ରେ ଗୋଟେ ବ୍ୟାଂକ୍ ଅଛି.
1. ବହୁ ଲୋକ on the street ବଦଳରେ in the street ମଧ୍ୟ ବ୍ୟବହାର କରନ୍ତି
Is there a bank on this street? = କଣ ଏହି ଗଳି ରେ କିଛି ବ୍ୟାଂକ୍ ଅଛି ?
2. ପ୍ରଶ୍ନ Is there ରୁ ଆରମ୍ଭ ହୁଏ
ଇଂରାଜୀରେ ଅନୁବାଦ କରନ୍ତୁ
କଣ ଏହି ଗଳି ରେ କିଛି ସୁପର ମାର୍କେଟ୍ ଅଛି ?
ଟିପ୍
Is there a bank on this street? = କଣ ଏହି ଗଳିରେ ଗୋଟେ ବ୍ୟାଂକ୍ ଅଛି ?
Are there any banks on this street? = କଣ ଏହି ଗଳି ରେ କିଛି ବ୍ୟାଂକ୍ ଅଛି ? (any
ଗୋଟେ ଠୁ ଅଧିକ ବ୍ୟାଂକ୍ ପାଇଁ ପ୍ରଶ୍ନ are there ରୁ ଆରମ୍ଭ ହୁଏ.
'କଣ ଏହି ସହର ରେ କିଛି ଭଲ ରେସ୍ଟୋରାନ୍ଟ୍ ଅଛି ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
Is there any good restaurants in this city?
Are there any good restaurants in this city?
Are their any good restaurants in this city?
Are they any good restaurants in this city?
'ମୋ ଘର ପଡିଶା ରେ ଗୋଟେ ବହୁତ ଭଲ ରେସ୍ଟୋରାନ୍ଟ୍ ଅଛି.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
There is a great restaurant across from my house
There is a great mall next to my house
There is a great restaurant behind my house
There is a great restaurant next to my house
'ମୋର ସାହୀ (କଲନୀ) ରେ ଗୋଟେ ବହୁତ ଭଲ ରେସ୍ଟୋରାନ୍ଟ୍ ଅଛି.' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ. (1 ବିକଳ୍ପ ବାଛନ୍ତୁ);
There are two great restaurants in my neighborhood
There are no great restaurants in my neighborhood
There are a great restaurants in my neighborhood
There is a great restaurant in my neighborhood
There=ସେଇଠି
is=ଅଛି
a mall=ଗୋଟେ ମଅଲ୍
behind=ପଛରେ
ଇଂରାଜୀରେ ଅନୁବାଦ କରନ୍ତୁ
ସୁପରମାର୍କେଟ୍
There=ସେଇଠି
is=ଅଛି
a mall=ଗୋଟେ ମଅଲ୍
behind=ପଛରେ
' ଶ୍ରେଣୀ ରେ ମୋ ପଛ ପଟେ ବସେ.' ର ଇଂରାଜୀରେ ସଠିକ୍ ଅନୁବାଦ ବାଛନ୍ତୁ. (1 ବିକଳ୍ପ ବାଛନ୍ତୁ);
sits behind me in the class.
sits next to me in the class.
sits in front me in the class.
sits at my backside in the class.
ମୋ ଘର ପଛ ପଟେ ଗୋଟେ ମନ୍ଦିର ଅଛି
    • is
    • there
    • temple
    • a
    • behind
    • my house
    ମୋ ଘର ପାଖରେ ଗୋଟେ ମଅଲ୍ ଅଛି.
    • is
    • mall
    • there
    • a
    • near
    • my house
    ମୋ ଘର ପାଖରେ 5 ଟା ମଅଲ୍ ଅଛି
    • there is
    • malls
    • there are
    • 5
    • near
    • my house
    ଶ୍ରେଣୀ ରେ ର ସାମନା ରେ ବସେ.
    • the class
    • sits
    • in front of
    • in
    'ଆଗରେ/ସାମନା ' ର ଇଂରାଜୀରେ ସଠିକ୍ ଅନୁବାଦ ବାଛନ୍ତୁ. (1 ବିକଳ୍ପ ବାଛନ୍ତୁ);
    Behind
    In front
    Under
    Near
    ଉପଯୁକ୍ତ ଶବ୍ଦ ବାଛି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    sits ______
    next
    behind
    under


    ସଠିକ୍ ବିକଳ୍ପ ର ଚୟନ କରନ୍ତୁ
    The pen is under the notepad
    The pen is next to the notepad


    ଛବି ଦେଖିକି, ସଠିକ୍ ବିକଳ୍ପ ବାଛନ୍ତୁ:
    The red pen is in between the green pen and the black pen
    The red pen is under the green pen and the black pen
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    sits ______
    between
    in front
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    ______
    Are there
    There
    Is there
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    ______
    Is there
    There
    There are
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    ______
    There aren't
    There isn't
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    ______
    Is there
    There are
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    ______
    There is
    There are
    Is
    'ମଝିରେ ' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ. (1 ବିକଳ୍ପ ବାଛନ୍ତୁ);
    Behind
    Between
    Under
    Near
    'ମନ୍ଦିର ଓ ବ୍ୟାଂକ୍ ର ମଝିରେ ଗୋଟେ ବହି ଦୋକାନ ଅଛି.' ର ଇଂରାଜୀରେ ସଠିକ୍ ଅନୁବାଦ ବାଛନ୍ତୁ. (1 ବିକଳ୍ପ ବାଛନ୍ତୁ);
    There is a bookstore behind the temple and the bank
    There is a book store across from the temple and the bank
    There is bookstore between the temple and the bank
    There is a bookstore under the temple and the bank
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ