ଯେକୌଣସି ଯାଗା ର ବିବରଣୀ ଦବା ଶିଖନ୍ତୁ (part 2)
try Again
Tip1:hello
Lesson 41
ଯେକୌଣସି ଯାଗା ର ବିବରଣୀ ଦବା ଶିଖନ୍ତୁ (part 2)
ଡାଏଲଗ୍ ଶୁଣନ୍ତୁ
Delhi is a very old and beautiful city.
There are many great restaurants in Delhi.

There is a big park on the Ring Road. You can run and walk in this park.
There are many malls in the city.

There is a famous Lotus temple on the Lotus temple road.
Delhi is the capital of India. Indians speak Hindi.
ଦିଲ୍ଲୀ ଏକ ପୁରୁଣା ଓ ସୁନ୍ଦର ସହର ଅଟେ. ଦିଲ୍ଲୀ ରେ କେତେ ଗୁଡେ ଭଲ ରେସ୍ଟୋରାନ୍ଟ୍ ଅଛି. ରିଂଗ୍ ରୋଡ୍ ରେ ଗୋଟେ ବଡ଼ ପାର୍କ୍ ଅଛି. ଆପଣ ଏହି ପାର୍କ୍ ରେ ଚଲା-ଚଲୀ ଓ ଦୌଡା- ଦୌଡି କରି ପାରିବେ. ଏହି ସହର ରେ କେତେ ଗୁଡେ ମଅଲ୍ ଭି ଅଛି. ଲୋଟସ୍ ମନ୍ଦିର ରୋଡ୍ ରେ ଏକ ପ୍ରସିଦ୍ଧ ଲୋଟସ୍ ମନ୍ଦିର ଅଛି. ଦିଲ୍ଲୀ ଭାରତ ର ରାଜଧାନୀ ଅଟେ. ଭାରତୀୟ ମାନେ ହିନ୍ଦୀ କୁହନ୍ତି.


ଡାଏଲଗ୍ ଶୁଣନ୍ତୁ
Mumbai is a big and busy city.
There are many famous beaches in Mumbai.
There is a famous Siddhivinayak temple in Mumbai.
Gateway of India is in Mumbai.
Marine drive is a famous street in Mumbai.
There are many great restaurants on Marine drive.
ମୁମ୍ବଈ ଏକ ବିଶାଳ ଓ ବ୍ୟସ୍ତ ସହର ଅଟେ. ମୁମ୍ବଈ ରେ କେତେ ଗୁଡେ ପ୍ରସିଦ୍ଧ ସମୁଦ୍ର କୁଳ ଅଛି. ମୁମ୍ବଈ ରେ ଏକ ପ୍ରସିଦ୍ଧ ସିଦ୍ଧିବିନାୟକ ମନ୍ଦିର ଅଛି. ଗେଟ୍ବେ ଅଫ ଇଣ୍ଡିଆ, ମୁମ୍ବଈ ରେ ଅଛି. ମରୀନ୍ ଡ୍ରାଇଭ୍ ହେଉଛି ମୁମ୍ବଇ ର ଏକେ ପ୍ରସିଦ୍ଧ ରାସ୍ତା. ମାରିନ୍ ଡ୍ରାଇଭ୍ ରେ କେତେ ଗୁଡେ ଭଲ ରେସ୍ଟୋରାନ୍ଟ୍ ଅଛି.


ଟିପ୍
Many = ବହୁତ/ବହୁତ ଗୁଡେ
Very = ବହୁତ
Very ସବୁ ବେଳେ କେଉଁ ବିଶେଷଣ ଶବ୍ଦ ର ପୁର୍ବରୁ ବ୍ୟବହାର ହୁଏ.
eg: very big.

There are very restaurants in Delhi ହେଉଛି ଭୁଲ୍.

There are many restaurants in Delhi ସଠିକ୍ ହେବ.
ପାଠ ରେ ଦିଆ ଯାଇ ଥିବା ଅନୁଛେଦ ଅନୁସାରେ, ପ୍ରଶ୍ନ ର ଉତ୍ତର ଦିଅନ୍ତୁ 'Where is Marine Drive?' ;
In Mumbai
In Delhi
On Ring Road
Near Lotus Temple
ପାଠ ରେ ଦିଆ ଯାଇ ଥିବା ଅନୁଛେଦ ଅନୁସାରେ, ପ୍ରଶ୍ନ ର ଉତ୍ତର ଦିଅନ୍ତୁ 'Where is Lotus Temple?'
In Delhi
In Mumbai
ପାଠ ରେ ଦିଆ ଯାଇ ଥିବା ଅନୁଛେଦ ଅନୁସାରେ, ପ୍ରଶ୍ନ ର ଉତ୍ତର ଦିଅନ୍ତୁ 'Are there beaches in Mumbai?'
Yes
No
ପାଠ ରେ ଦିଆ ଯାଇ ଥିବା ଅନୁଛେଦ ଅନୁସାରେ, ପ୍ରଶ୍ନ ର ଉତ୍ତର ଦିଅନ୍ତୁ 'Is Gateway of India in Delhi?'
Yes
No
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Marine drive is a famous ______
park
street
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Siddhivinayak is a famous ______
beach in Mumbai
temple in Delhi
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
There are many famous ______
beaches
restaurants
ଡାଏଲଗ୍ ଶୁଣନ୍ତୁ
Paris is the capital of France. It is the most populous city of France. It is a famous tourist destination. It has a lot of museums.
ପ୍ୟାରିସ୍ ଫ୍ରାନ୍ସ୍ ର ରାଜଧାନୀ ଅଟେ. ଏହିଟା ହେଉଛି ଫ୍ରାନ୍ସ୍ ର ସବୁଠୁ ଅଧିକ ଜନସଂଖ୍ୟା ଥିବା ସହର. ଏହିଟା ଏକ ପ୍ରସିଦ୍ଧ ପର୍ଯ୍ୟଟକ ସ୍ଥଳ. ଏହି ସହର ରେ ବହୁତ ଗୁଡେ ସଂଗ୍ରହାଳୟ ଅଛି.


'ସବୁଠୁ ଅଧିକ ଜନସଂଖ୍ୟା ର ସହର ' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ (1 ବିକଳ୍ପ ବାଛନ୍ତୁ);
Most populous city
Most famous city
Most beautiful city
Most noisy city
'ପ୍ୟାରିସ୍ ଏକ ପ୍ରସିଦ୍ଧ ପର୍ଯ୍ୟଟକ ସ୍ଥଳ ଅଟେ.' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ (1 ବିକଳ୍ପ ବାଛନ୍ତୁ);
Paris is a famous tourist destination
Paris is the famous tourist destination
Paris is a famous for tourist destination
Paris is famous tourist destination
'ସଂଗ୍ରହାଳୟ ' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ (1 ବିକଳ୍ପ ବାଛନ୍ତୁ);
Museum
Beach
Park
Temple
ଇଂରାଜୀରେ ଅନୁବାଦ କରନ୍ତୁ
ପ୍ୟାରିସ୍ ଫ୍ରାନ୍ସ୍ ର ରାଜଧାନୀ ଅଟେ.
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ