ଇଂରାଜୀ ରେ ଦୋକାନ ନାଁ କହିବା ଶିଖନ୍ତୁ
try Again
Tip1:hello
Lesson 42
ଇଂରାଜୀ ରେ ଦୋକାନ ନାଁ କହିବା ଶିଖନ୍ତୁ
I=ମୁଁ
buy=କିଣେ
books=ବହି
at=ରେ
ଇଂରାଜୀରେ ଅନୁବାଦ କରନ୍ତୁ
ମୁଁ ବହି କିଣେ
ଇଂରାଜୀରେ ଅନୁବାଦ କରନ୍ତୁ
ବହି ଦୋକାନ
'ଆପଣ ଜୋତା ଦୋକାନ ଠାରୁ ଜୋତା କିଣନ୍ତି ' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ (1 ବିକଳ୍ପ ବାଛନ୍ତୁ);
You sell shoes at a shoe store
You buy shoes at a shoe store
You are buy shoes at a shoe store
You buy shoes at a book store
'ମୁଁ ମାଛ ବଜାର ରୁ ମାଛ କିଣେ ' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ (1 ବିକଳ୍ପ ବାଛନ୍ତୁ);
I buy fish at a book store
I buy fish at a shoe store
I buy fish at a fish market
I buy fish at a temple
Clothes=ପୋଷାକ/ଲୁଗାପଟା
ଉପଯୁକ୍ତ ଉତ୍ତର ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I buy clothes at a ______
mall
book store
grocery store
fish market
ଇଂରାଜୀ ରେ ଅନୁବାଦ କରନ୍ତୁ
ପୋଷାକ/ଲୁଗାପଟା
ଇଂରାଜୀରେ ଅନୁବାଦ କରନ୍ତୁ
ମାଛ
ଇଂରାଜୀରେ ଅନୁବାଦ କରନ୍ତୁ
ମୁଁ ପୋଷାକ/ଲୁଗାପଟା କିଣେ
ଉପଯୁକ୍ତ ଶବ୍ଦ ବାଛନ୍ତୁ
I buy vegetables at the ______
shoe store
book store
school
vegetable market
ଉପଯୁକ୍ତ ଶବ୍ଦର ଚୟନ କରନ୍ତୁ
I buy chips at the ______
book store
shoe store
temple
grocery store
ଇଂରାଜୀରେ ଅନୁବାଦ କରନ୍ତୁ
ତେଜରାତି ଦୋକାନ
'ମୋର ମାଁ ତେଜରାତି ଦୋକାନ ରେ ଅଛି.' ର ଇଂରାଜୀରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ (1 ବିକଳ୍ପ ବାଛନ୍ତୁ);
My mother is at the mall
My mother is at the book store
My mother is at the grocery store
My mother is at the fish market
Medicine=ଔଷଧ
ଉପଯୁକ୍ତ ଶବ୍ଦ ବାଛନ୍ତୁ
I buy medicine at a ______
fish market
book store
medical store
university
'ଆପଣ କେଉଁ ପ୍ରକାର ର ଦୋକାନ ରୁ ଫୁଲ କିଣନ୍ତି ?' ଏକ ବିକଳ୍ପ ବାଛନ୍ତୁ ;
Fish Market
Medical Store
Grocery Store
Florist
ମୁଁ ଫୁଲ ବିକ୍ରେତା/ଫୁଲ ଦୋକାନୀ ଠାରୁ ଫୁଲ କିଣେ
    • I
    • from
    • a
    • buy
    • flowers
    • florist
    'Florist' କୁ ଓଡିଆ ରେ ଆମେ କଣ କହୁ ?
    ମାଂସ ବିକ୍ରେତା
    ଫୁଲ ବିକ୍ରେତା
    'Butcher' କୁ ଓଡିଆ ରେ କଣ କୁହନ୍ତି ?
    ମାଂସ ବିକ୍ରେତା/କଂସାଇ
    ଫୁଲ ବିକ୍ରେତା
    'Where is the butcher's shop?' ର ଓଡିଆରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ (1 ବିକଳ୍ପ ବାଛନ୍ତୁ);
    ଫୁଲ ବିକ୍ରେତା ର ଦୋକାନ ଟା କେଉଁଠାରେ ?
    ଔଷଧ ଦୋକାନ ଟା କେଉଁଠାରେ ?
    କଂସାଇ ର ଦୋକାନ ଟା କେଉଁଠି ?
    ତେଜରାତି ଦୋକାନ ଟା କେଉଁଠି ?
    ଉପଯୁକ୍ତ ଶବ୍ଦ ବାଛନ୍ତୁ
    My mother buys milk at a ______
    florist's
    butcher's shop
    dairy
    fish market
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ