This, that, these, those - ର ଅନ୍ତର ଶିଖନ୍ତୁ
try Again
Tip1:hello
Lesson 44
This, that, these, those - ର ଅନ୍ତର ଶିଖନ୍ତୁ
ଟିପ୍
This = ଏହି/ଏହା
This ନିକଟ ରେ ଥିବା ବସ୍ତୁ କିମ୍ବା ବ୍ୟକ୍ତି ପାଇଁ ବ୍ୟବହାର ହୁଏ.
That = ସେହି
That ଦୁର ରେ ଥିବା ବସ୍ତୁ କିମ୍ବା ବ୍ୟକ୍ତି ପାଇଁ ବ୍ୟବହାର ହୁଏ.
ଟିପ୍
Here = ଏଇଠି
Here = ପାଖ ରେ
There = ସେଇଠି
There = ଦୁର
How much=କେତେ
is=ଅଛି
this=ଏହି
skirt=ସ୍କଟର୍
ଟିପ୍
How much is this skirt here? = ଏହି ସ୍କଟର୍ ର ଏଠାରେ ଦାମ ଟା କେତେ ?
=
How much=କେତେ
is=ଅଛି
that=ସେହି
skirt=ସ୍କର୍ଟ
ଶୁଣନ୍ତୁ
Good morning!
ଶୁପ୍ରଭାତ


Good morning! Can I help you?
ଶୁପ୍ରଭାତ ! କଣ ମୁଁ ଆପଣଙ୍କର କିଛି ସାହାଯ୍ୟ କରି ପାରିବି ?


Yes, how much is that skirt in the window?
ହଁ, ଝରଖା ରେ ଯେଉଁ ସ୍କର୍ଟ ଟା ଲାଗିଛି ତାର ଦାମ ଟା କଣ ?


Rupees1,500.
1500 ଟଙ୍କା


And this top here?
ଆଉ ଏହି ଟପ୍ ଟା ?


Rupees 800.
800 ଟଙ୍କା


ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
How much is ______
this
that
these
ଟିପ୍
These = ଏଗୁଡିକ
These ଓ those 1 ରୁ ଅଧିକ ଜିନିଷ ପାଇଁ ବ୍ୟବହାର କରା ଯାଏ.
These = ପାଖରେ ଥିବା ଜିନିଷ
Those = ଦୁର ରେ ଥିବା ଜିନିଷ
Those = ସେଗୁଡିକ
These ଓ those 1 ରୁ ଅଧିକ ଜିନିଷ ପାଇଁ ବ୍ୟବହାର କରା ଯାଏ.
These = ପାଖରେ ଥିବା ଜିନିଷ
Those = ଦୁର ରେ ଥିବା ଜିନିଷ
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
How much are ______
those
these
that
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
How much are ______
those
these
this
ଉପଯୁକ୍ତ ଶବ୍ଦ ବାଛିକୀ, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Can I have ______
this
these
those


ଛବି ଦେଖିକି ସଠିକ୍ ବିକଳ୍ପ ର ଚୟନ କରନ୍ତୁ
Those peaks
This peaks


ଛବି ଦେଖିକି, ସଠିକ୍ ବିକଳ୍ପ ର ଚୟନ କରନ୍ତୁ
These cupcakes
Those cupcakes


ଛବି ଦେଖିକି ସଠିକ୍ ବିକଳ୍ପ ବାଛନ୍ତୁ
This dress
That dress


ଛବି ଦେଖିକି ସଠିକ୍ ବିକଳ୍ପ ବାଛନ୍ତୁ
Can I have these shoes?
Can I have this shoes?


ଛବି ଦେଖିକି ସଠିକ୍ ବିକଳ୍ପ ବାଛନ୍ତୁ
That house
This house
ଶୁଣନ୍ତୁ
Assistant: Good morning! Can I help you?
ସହାୟକ : ଶୁପ୍ରଭାତ, କଣ ମୁଁ ଆପଣଙ୍କର କିଛି ସାହାଯ୍ୟ କରି ପାରିବି ?


: Yes, how much are these coffee cups?
: ହଁ, ଏହି କଫି କପ୍ ର ଦାମ କେତେ ?


Assistant: Rupees 400 each.
ସହାୟକ: ପ୍ରତ୍ୟେକ ଟା ହେଉଛି 400 ଟଙ୍କା.


: And that coffee pot in the window?
: ଆଉ ସେହି ଝରଖା ରେ ଯୋଉ କଫି ପଅଟ୍ ଟା ଅଛି ?


Assistant: Rupees 1500.
ସହାୟକ: 1500 ଟଙ୍କ


: And this coffee pot here?
: ଆଉ ଏହି କଫି ପଅଟ୍ ଟା ?


Assistant: Rupees 1100.
ସହାୟକ: 1100 ଟଙ୍କା.


: OKAY! Can I have three of these coffee cups here and that coffee pot in the window, please?
: ହୋଉ ! କଣ ମତେ ଏହି 3ଟା କଫି କପ୍ ଓ ଝରଖା ରେ ଥୁଆ ହେଇ ଥିବା କଫି ପଅଟ୍ ଟା ମିଳିବ ?


Assistant: Sure!
ସହାୟକ: ନିଶ୍ଚିତ ଭାବରେ !


=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ