Shopping - ଜିନିଷ ର ମୁଲ୍ୟ ଜାଣିବା ଶିଖନ୍ତୁ
try Again
Tip1:hello
Lesson 46
Shopping - ଜିନିଷ ର ମୁଲ୍ୟ ଜାଣିବା ଶିଖନ୍ତୁ
ଟିପ୍
How much milk = କେତେ କ୍ଷିର
ଆମେ ଦେଖିଲେ କି ଆମେ 'How much' ର ବ୍ୟବହାର ଯେ କୌଣସି ଜିନିଷ ର ପରିମାଣ/ମାତ୍ରା ପଚାରିବା ପାଇଁ ବ୍ୟବହାର କରୁ.

How much is the milk for ? or How much does the milk cost?
= କ୍ଷିର ର ମୁଲ୍ୟ କେତେ ?
କିନ୍ତୁ, 'How much' ର ବ୍ୟବହାର କେଉଁ ଜିନିଷ ର ମୁଲ୍ୟ ପଚାରିବା ପାଇଁ ମଧ୍ୟ ହୁଏ.

How much is it? = ଏହି ଟା କେତେ କା ର ?
'ଏହି ସ୍କର୍ଟ ଟା କେତେ ଟଙ୍କା ର ?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
How many is this skirt for?
How much is this skirt for?
How much does this skirt for?
How much are this skirt for?
ଶୁଣନ୍ତୁ
Hello! Can I help you?
ନମସ୍କାର, କଣ ମୁଁ ଆପଣଙ୍କର କିଛି ସାହାଯ୍ୟ କରି ପାରିବି ?


Yes, How much is this skirt here?
ହଁ, ଏହି ସ୍କର୍ଟ ର ମୁଲ୍ୟ ଟା କେତେ ?


2000.
2000 .


Okay, thank you.
ଠିକ୍ ଅଛି, ଧନ୍ୟବାଦ.


You are welcome.
କିଛି ଅସୁବିଧା ନାହିଁ.


'ଏହି ଜୋତା କେତେ ଟଙ୍କା ର?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
How much is these shoes?
How many are these shoes?
How much are this shoes?
How much are these shoes?
ଅଡିଓ ଶୁଣିକି, ଓଡିଆ ରେ ଅନୁବାଦ ବାଛନ୍ତୁ 'How much are these oranges?' ;
କେତେଟା କମଳା ଅଛି ?
ଏହି କମଳା ର ଦାମ୍ ଟା କେତେ ?
ସେହି କମଳା ର ଦାମ୍ ଟା କେତେ ?
ଏହି କମଳା ଟା ର ଦାମ୍ ଟା କେତେ ?
'It's for Rupees 50' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
ଏହିଟା ପଚାଶ ଟଙ୍କା ର
ଏହିଟା ପଚାଶ
ଏହିଟା ପଚାଶ ଥର
ଏହିଟା ପଚାଶ ଟଙ୍କା ର ନୁହେଁ
ସେହି ଜୋତା ଗୁଡିକ କେତେ ଟଙ୍କା ର ?
    • How many
    • How much
    • are
    • is
    • those
    • shoes for?
    ଏହି କ୍ଷିର ଟା କେତେ ଟଙ୍କା ର?
    • is
    • how much
    • this
    • these
    • milk for?
    • are
    ଏହି କପ୍ ଗୁଡିକ କେତେ ଟଙ୍କା ର?
    • are
    • these
    • those
    • how much
    • cups
    • this
    ସେହି ଶର୍ଟ୍ ର ମୁଲ୍ୟ ଟା କେତେ ?
    • that
    • this
    • how much
    • is
    • shirt
    • these
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    How much ______
    is this
    are these
    is these
    are that
    ଶୁଣନ୍ତୁ
    Can I help you?
    କଣ ମୁଁ ଆପଣଙ୍କର କିଛି ସାହାଯ୍ୟ କରି ପାରିବି ?


    Yes, how much are these cups for?
    ହଁ, ଏହି କପ୍ ଗୁଡିକ କେତେ ମୁଲ୍ୟ ର ?


    600.
    600


    and that tea pot? How much is that?
    ଆଉ ସେହି ଚା' କେଟଲି ? ସେହିଟା କେତେ ଟଙ୍କା ର ?


    200.
    200


    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    How much ______
    is this
    is these
    is those
    are this
    ଇଂରାଜୀରେ ଅନୁବାଦ କରନ୍ତୁ
    ଏହି ଘର ର ମୁଲ୍ୟ ଟା କେତେ ?
    'How much does this cost?' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    ଏହିଟା ର ଦାମ୍ କେତେ ?
    ସେଇଟା ର ଦାମ୍ କେତେ ?
    ଏହିଟା କେତେ ?
    ସେହି ଗୁଡିକ କେତେ ?
    ଏହି ସ୍କର୍ଟ ଟା 500 ଟଙ୍କା ର
    • these
    • this
    • skirt
    • is for
    • rupees 500
    • are
    ସେ କପ୍ ଗୁଡିକ 600 ଟଙ୍କା ର
    • cups
    • that
    • those
    • are for
    • rupees 600
    • this
    ଟିପ୍
    How much are these cups? = ଏହି କପ୍ ଗୁଡିକ କେତେ ଟଙ୍କା ର?
    How much are these cups for? = ଏହି କପ୍ ଗୁଡିକ କେତେ ଟଙ୍କା ର ?
    ଦୁଇଟି ବାକ୍ୟ ର ଅର୍ଥ ସମାନ. ପ୍ରଥମ ବାକ୍ୟା ଟା ସଂକ୍ଷିପ୍ତ ଓ ଅନୌପଚାରିକ ଅଟେ. ଆପଣ 'for' ବିନା ମଧ୍ୟ ଦାମ୍ ପଚାରି ପାରିବେ.
    Is there=ଅଛି କି
    any=କିଛି
    ଇଂରାଜୀ ରେ ଅନୁବାଦ କରନ୍ତୁ
    ଛାଡ
    କଣ କିଛି ଛାଡ ଅଛି ?
    • there
    • is
    • discount
    • any
    • many
    • are
    ଶୁଣନ୍ତୁ
    Can I help you?
    କଣ ମୁଁ ଆପଣଙ୍କର କିଛି ସାହାଯ୍ୟ କରି ପାରିବି ?


    Yes, I want a pen.
    ହଁ, ମତେ ଗୋଟେ କଲମ ଦରକାର.


    Blue or black?
    ନେଳି ନା କଳା ?


    How much is the black pen?
    କଳା କଲମ ର ଦାମ୍/ମୁଲ୍ୟ ଟା କେତେ ?


    5.
    5


    and how much is the blue pen?
    ଆଉ ନେଳି କଲମ ଟା କେତେ ?


    3.
    3


    Okay, Can I have the blue one?
    ହୋଉ, କଣ ମତେ ଏହି ନୀଳ କଲମ ଟା ମିଳିବ ?


    Sure
    ନିଶ୍ଚୟ


    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ