Uncountable nouns : ଅଗଣନୀୟ ସଂଜ୍ଞା ର ଇଂରାଜୀ ରେ ସଠିକ୍ ପ୍ରୟୋଗ କରିବା ଶିଖନ୍ତୁ.
try Again
Tip1:hello
Lesson 47
Uncountable nouns : ଅଗଣନୀୟ ସଂଜ୍ଞା ର ଇଂରାଜୀ ରେ ସଠିକ୍ ପ୍ରୟୋଗ କରିବା ଶିଖନ୍ତୁ.


ଛବି ଦେଖିକି ସଠିକ୍ ବିକଳ୍ପ ବାଛନ୍ତୁ
Milk is good for health
A milk is good for health
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Can I have ______
a milk
few milk
some milk
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I drink ______
milk
milks
a milk
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I want ______
a
few
some
many
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I want some ______
waters
water
ଟିପ୍
=
Water not waters
Bread not breads
=
ଅଗଣନୀୟ ଜିନିଷ ର ବହୁବଚନ ହୁଏ ନାହିଁ
ଟିପ୍
=
Water not A water
=
ଅଗଣନୀୟ ଜିନିଷ ର ପୁର୍ବରୁ a/an ଲାଗିବ ନାହିଁ.
'କପ୍ ରେ କେତେ କ୍ଷୀର ଅଛି ?' ର ଇଂରାଜୀରେ ଅନୁବାଦ କଣ ହେବ ? (1 ବିକଳ୍ପ ବାଛନ୍ତୁ);
How many milk are there in the cup?
How much milk is there in the cup?
How much milk are there in the cup?
How much milks are there in the cup?
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟା ସ୍ଥାନ ପୁରଣ କରନ୍ତୁ
How much ______
sugar
sugars
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟା ସ୍ଥାନ ପୁରଣ କରନ୍ତୁ
How much ______
juice are
juice is
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
There isn't ______
many
much
ଟିପ୍
There are not many eggs = ବେସୀ ଅଣ୍ଡା ନାହିଁ
There isn't much milk = ବେସୀ କ୍ଷୀର ନାହିଁ
ଅଗଣନୀୟ ଜିନିଷ ପାଇଁ ସବୁ ବେଳେ much ଲାଗିବ
ଟିପ୍
There are a few eggs in the basket = ଟୋକେଇ ରେ କିଛିଟା ଅଣ୍ଡା ଅଛି
There is some tea in the cup = କପ୍ ରେ ଅଳ୍ପ ଚା' ଅଛି
ଅଗଣନୀୟ ଜିନିଷ ସାଂଗରେ ସର୍ବଦା some ଲାଗିବ, few ନୁହେଁ.
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
There ______
is some
is few
is a
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
There ______
aren't much
isn't much
isn't many
'ଡବା ରେ ଅଳ୍ପ ଅଟା ଅଛି ' ର ଇଂରାଜୀରେ ସଠିକ୍ ଅନୁବାଦ କଣ ହେବ ? (1 ବିକଳ୍ପ ବାଛନ୍ତୁ);
There are some flour in the box
There are few flour in the box
There is some flour in the box
There is few flour in the box
'ଡବା ରେ ବେସୀ ଅଟା ନାହିଁ.' ର ଇଂରାଜୀରେ ସଠିକ୍ ଅନୁବାଦ କଣ ହେବ ? (1 ବିକଳ୍ପ ବାଛନ୍ତୁ);
There aren't many flour in the box
There isn't many flour in the box
There aren't much flour in the box
There isn't much flour in the box
'ଗିଲାସ ରେ ବେସୀ କ୍ଷୀର ନାହିଁ.' ର ଇଂରାଜୀ ରେ ଅନୁବାଦ କଣ ହେବ ? (1 ବିକଳ୍ପ ବାଛନ୍ତୁ);
There aren't much milk in the glass
There isn't a much milk in the glass
There isn't much milk in the glass
There isn't many milk in the glass
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Can I have ______
a
many
some
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I want ______
some
few
many
ଟିପ୍
ଗୋଟେ ବିୟର ଦେଲ = One beer please
Beer (ବିୟର), Pepsi (ପେପ୍ସି) ଇତ୍ୟାଦି ଉଭୟ ଗଣନୀୟ ଓ ଅଗଣନୀୟ ରୁପ ରେ ବ୍ୟବହାର ହୁଏ.
ଏହି ଠା ରେ ଗୋଟେ ଗିଲାସ୍ କିମ୍ବା ବୋତଲ ବିସୟରେ କୁହା ଯାଉଛି, ତେଣୁ ସେହି ଟା ଗଣନୀୟ ଅଟେ.
ଅଳ୍ପ ବିୟର = Some beer
ବିୟର ପାନୀୟ ଦ୍ରବ୍ୟ, ତେଣୁ ଅଗଣନୀୟ ଅଟେ.
ଟିପ୍
Some water = ଅଳ୍ପ ପାଣି
Water (ପାଣି) ଅଗଣନୀୟ ଅଟେ
A glass of water = ଗୋଟେ ଗିଲାସ୍ ପାଣି

A glass of water (ଗୋଟେ ଗିଲାସ୍ ପାଣି) ଗଣନୀୟ ଅଟେ.


ଛବି ଦେଖିକି ସଠିକ୍ ବିକଳ୍ପ ବାଛନ୍ତୁ
A glass of milk
A milk


ଛବି ଦେଖିକି ବିକଳ୍ପ ବାଛନ୍ତୁ
Some milk
A milk
ଟିପ୍
Some bread = ଅଳ୍ପ/କିଛି ବ୍ରେଡ୍
A loaf of bread = କଟା ନ ହେଇଥିବା/ପୁରା ପ୍ୟାକେଟ୍ ପାଉଂରୂଟୀ/ବ୍ରେଡ୍ କୁ ଲୋଫ୍ କୁହନ୍ତି.

Bread ଅଗଣନୀୟ ଅଟେ କିନ୍ତୁ A loaf of bread ହେଉଛି ଗଣନୀୟ
A carton of milk ହେଉଛି countable ନା uncountable 'A carton of milk'
Countable
Uncountable
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ