a, an, the ର ବ୍ୟବହାର
try Again
Tip1:hello
Lesson 51
a, an, the ର ବ୍ୟବହାର
ଟିପ୍
=
ଆର୍ଟିକଲ୍ 'a' ର ଉପଯୋଗ ସେହି ଏକବଚନ ଗଣନିୟ ସଂଜ୍ଞା ର ପୁର୍ବରୁ ଆସେ ଯେଉଁ ଗୁଡାକ ବ୍ୟଞ୍ଜନ (consonant-କନସୋନାନ୍ଟ୍ ) କିମ୍ବା ବ୍ୟଞ୍ଜନ ର ଧ୍ବନି (sound) ରୁ ଆରମ୍ଭ ହୁଅନ୍ତି.

Eg: He is a teacher

ଏଠାରେ 'teacher' ରେ 'ଟ' ର ଧ୍ବନି (sound) ଅଛି, ଯେଉଁଟା ହେଉଛି ଏକ ବ୍ୟଞ୍ଜନ. ତେଣୁ 'teacher' ପୁର୍ବରୁ 'a' ଲାଗିବ.
=
'ଛବି ଦେଖିକି ସଠିକ୍ ଉତ୍ତର ଦିଅନ୍ତୁ.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.
A red bag
An red bag
'ଛବି ଦେଖିକି, ସଠିକ୍ ଉତ୍ତର ବାଛନ୍ତୁ.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.
A orange bag
An orange bag
'ଛବି ଦେଖିକି, ସଠିକ୍ ବିକଳ୍ପ ବାଛନ୍ତୁ.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.
An apple
A apple
'ରାମ ଏକ ନିଷ୍ଠାପର ବ୍ୟକ୍ତି ' ର ଇଂରାଜୀ ରେ ଅନୁବାଦ କଣ ହେବ?
Ram is a honest man
Ram is an honest man
ଇଂରାଜୀ ରେ ଅନୁବାଦ କରନ୍ତୁ
ଏକ/ଗୋଟେ ଡକ୍ଟର
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
She is ______
a
an
the
ସେ ଗୋଟେ ସେଓ ଖାଏ(ପୁଲିଂଗ).
    • He
    • an
    • He
    • ate
    • eats
    • apple
    ସେ ଗୋଟେ ଡ୍ରାଇଭର (ପୁଲିଂଗ).
    • driver
    • an
    • a
    • He
    • is
    • We
    ଟିପ୍
    Ankit is a teacher = ଅଂକିତ୍ ହେଉଛି ଏକ ଶିକ୍ଷକ (ଶ୍ରୋତୁବର୍ଗ ପାଇଁ ନୁଆ କଥା).
    1. 'A/An' ର ପ୍ରୟୋଗ ସେତେ ବେଳେ କରନ୍ତୁ ଯେତେ ବେଳେ କିଛି (ଗୋଟେ), ନୁଆ/ଅଜଣା କିମ୍ବା ଶ୍ରୋତା ପାଇଁ ପ୍ରଥମ ଥର ଜଣା ପଡି ଥିବା କଥା କିମ୍ବା ଜିନିଷ ବିଷୟରେ ରେ ଆଲୋଚନା ଚାଲିଛି.
    I want a phone = ମତେ ଗୋଟେ ଫୋନ୍ ଦରକାର (ଯେକୌଣସି ଫୋନ୍)
    2.'A/An' ର ବ୍ୟବହାର ସେତେ ବେଳେ କରନ୍ତୁ, ଯେବେ ଆପଣ କୌଣସି ଜିନିଷ ବିଷୟରେ ସାଧାରଣ ଭାବରେ କଥା ହେଉଛନ୍ତି, କିନ୍ତୁ ନିର୍ଦ୍ଦିଷ୍ଟ ଜିନିଷ ପାଇଁ କଥା ହେଲା ବେଳେ ବ୍ୟବହାର କରନ୍ତି ନାହିଁ.
    ଟିପ୍
    =
    ଯେ କୌଣସି ନିର୍ଦ୍ଦିଷ୍ଟ କିମ୍ବା 'specific' ବସ୍ତୁ ବିଷୟରେ କଥା ହେବା ସମୟରେ, ବସ୍ତୁ ର ନାଁ ପୁର୍ବରୁ 'the' ଲାଗିବ. 'The' ଶବ୍ଦ ସେହି ବସ୍ତୁ ର ନାଁ ପୁର୍ବରୁ ମଧ୍ୟ ଲାଗେ ଯାହା ବିଷୟରେ ଶ୍ରୋତା ପୁର୍ବରୁ ଜାଣି ଛନ୍ତି.

    The moon = କାରଣ ଚନ୍ଦ୍ର ହେଉଛି ଗୋଟିଏ ଓ ସମସ୍ତେ ଚନ୍ଦ୍ର ବିଷୟରେ ଜାଣିଛନ୍ତି.

    A white star = ବହୁ ଧଳା ତାରା ମଧ୍ୟ ରୁ ଗୋଟିଏ ତାରା.
    =
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    He is ______
    an
    the
    a
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    He is ______
    a
    an
    the
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Ram wants ______
    an
    a
    the
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I have a car. ______
    The
    A
    An
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    He is ______
    the
    a
    an
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Nobody lives on ______
    a
    an
    the
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    This is ______
    an
    a
    the
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    ______
    A
    An
    The
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I love to visit ______
    the
    a
    an
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    ______
    The
    A
    An
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ