What do you do? (ନିଜ କାମ ବିଷୟରେ କହିବା ଶିଖନ୍ତୁ)
try Again
Tip1:hello
Lesson 52
What do you do? (ନିଜ କାମ ବିଷୟରେ କହିବା ଶିଖନ୍ତୁ)
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
I am ______
a
an
the
'ମୁଁ ବ୍ୟାନ୍ଗାଲୋର ରେ ଗୋଟେ ସଫ୍ଟୱେର୍(software) କମ୍ପାନୀ ରେ କାମ କରେ.' ;
I work at a software company in Bangalore
I am work at a software company in Bangalore
I have work at a software company in Bangalore
I work at software company in Bangalore
ସେ ଗୋଟେ ସଫ୍ଟୱେର୍(software) କମ୍ପାନୀ ରେ କାମ କରେ.
    • works
    • at
    • software company
    • He
    • a
    • is
    I=ମୁଁ
    take=ନିଏ
    the bus=ବସ
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I ______
    take
    am take
    takes
    have take
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I take the train ______
    work
    to work
    on work
    to the work
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I work at a school. I am ______
    a doctor
    a teacher
    teacher
    a dentist
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I am a waiter. I work ______
    at a school
    at a restaurant
    at a hospital
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I take ______
    the metro to work
    the metro to working
    the metro on work
    the metro to the work
    'ମୁଁ ସ୍ଟେଟ୍ ବ୍ୟାଂକ୍ ଅଫ ଇଣ୍ଡିଆ ରେ ଗୋଟେ କ୍ଲର୍କ.' ର ଇଂରାଜୀ ରେ ସଠିକ୍ ଅନୁବାଦ କଣ ହେବ?;
    I am clerk at the State Bank of India.
    I am a clerk at the State Bank of India
    I am the clerk at the State Bank of India.
    I am a clerk on the State Bank of India
    I=ମୁଁ
    go=ଯାଏ
    to work=କାମ କୁ
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I ______
    goes
    go
    am go
    ମୋର ସ୍ବାମୀ 8 ବେଳେ କାମ କୁ ଯାଆନ୍ତି.
    • at 8 AM
    • goes
    • work
    • to
    • My
    • husband
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    Neha ______
    go to work
    goes to work
    goes work
    goes to the work
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    My mother is ______
    housewife
    a housewife
    the housewife
    I get=ମତେ ମିଳେ
    a good=ଭଲ
    ଡାଏଲଗ୍ ଶୁଣନ୍ତୁ
    Hi I am Shalini. I work at a software company in Bangalore. I go to work at 8 AM. I get a good salary. I like my job.
    ହାଏ, ମୁଁ ହେଉଛି ଶାଲିନୀ. ମୁଁ ବ୍ୟାନ୍ଗାଲୋର ରେ ସଫ୍ଟବେର (software) କମ୍ପାନୀ ରେ କାମ କରେ. ମୁଁ ସକାଳ 8ଟା ବେଳେ କାମ କୁ ଯାଏ. ମତେ ଭଲ ଦରମା ମିଳେ. ମତେ ମୋ କାମ ବହୁତ ଭଲ ଲାଗେ.


    True (ସଠିକ୍) 'OR' False (ଭୂଲ୍) କୁହନ୍ତୁ. 'Shalini goes to work at 2 PM.'
    ସଠିକ୍ (TRUE)
    ଭୁଲ୍ (FALSE)
    ସଠିକ କିମ୍ବା ଭୁଲ କୁହନ୍ତୁ. 'Shalini works at a software company in Pune.'
    ସଠିକ (TRUE)
    ଭୁଲ(FALSE)
    True (ସଠିକ) 'OR' False (ଭୁଲ) କୁହନ୍ତୁ. 'Shalini does not get a good salary.'
    ସଠିକ(TRUE)
    ଭୁଲ (FALSE)
    ଇଂରାଜୀ ରେ ଅନୁବାଦ କରନ୍ତୁ.
    ଦରମା
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    I ______
    likes
    like
    am like
    ମୋ ବାପାଙ୍କୁ ଭଲ ଦରମା ମିଳେ.
    • gets
    • a
    • My
    • father
    • good salary
    • get
    ଆପଣ କଣ ଇନ୍ଫୋସିସ୍ ରେ କାମ କରନ୍ତି ?
    • you
    • do
    • at
    • Infosys
    • work
    • works
    'କଣ ବିକାସ୍ ସ୍ଟେଟ୍ ବ୍ୟାଂକ୍ ଅଫ ଇଣ୍ଡିଆ ରେ ମ୍ୟାନେଜର ଅଛନ୍ତି?' ର ଇଂରାଜୀ ରେ ସଠିକ୍ ଅନୁବାଦ କଣ ହେବ?;
    Is Vikas a manager at the State Bank of India?
    Does Vikas a manager at the State Bank of India?
    Has Vikas a manager at the State Bank of India?
    Do Vikas a manager at the State Bank of India?
    'କଣ ଶାଲିନୀ କୁ ଭଲ ଦରମା ମିଳେ ?' ର ଇଂରାଜୀ ରେ ଅନୁବାଦ କଣ ହେବ ?;
    Is Shalini get a good salary?
    Does Shalini get a good salary?
    Does Shalini gets a good salary?
    Has Shalini gets a good salary?
    କଣ ଆପଣଙ୍କୁ ଆପଣଙ୍କର ଚାକିରୀ ଭଲ ଲାଗେ?
    • you
    • are
    • like
    • your
    • do
    • job?
    ମୁଁ ଇନ୍ଫୋସିସ୍ ରେ କାମ କରେ ନାହିଁ.
    • don't
    • at
    • work
    • I
    • Infosys
    • am
    ଶାଲିନୀ ଏକ ଶିକ୍ଷୟିତ୍ରୀ ନୁହେଁ.
    • don't
    • doesn't
    • is
    • a teacher
    • not
    • Shalini
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Ankit ______
    not works
    doesn't work
    doesn't works
    ଡାଏଲଗ୍ ଶୁଣନ୍ତୁ.
    Hi I am Ankit. I am a manager at State Bank of India in Delhi.
    I go to work at 9 AM. My office is very big. I like my job.
    ହାଏ, ମୁଁ ହେଉଛି ଅଂକିତ୍. ମୁଁ ଦିଲ୍ଲୀ ର ସ୍ଟେଟ୍ ବ୍ୟାଂକ୍ ଅଫ ଇଣ୍ଡିଆ ରେ ମ୍ୟାନେଜର ଅଛି. ମୁଁ 9 ଟା ବେଳେ କାମ କୁ ଯାଏ. ମୋର ଅଫିସ୍ ବହୁତ ବଡ. ମତେ ମୋ କାମ ବହୁତ ଭଲ ଲାଗେ.


    What=କଣ
    do=
    you=ଆପଣ
    ଟିପ୍
    What do you do? = ଆପଣ କଣ କରନ୍ତି?
    What is your name? = ଆପଣଙ୍କର ନାଁ କଣ?
    ସାମାନ୍ୟ ବର୍ତ୍ତମାନ କାଳରେ, ଯଦି ପ୍ରଶ୍ନ ମଧ୍ୟ ରେ କ୍ରିୟା ଅଛି (do = କରିବା) ତାହାଲେ ପ୍ରଶ୍ନବାଚକ ଶବ୍ଦ ପରେ 'do/does' ଲାଗିବ.
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    What ______
    is you do?
    are you do?
    do you do?
    does you do?
    ଆପଣ କଣ କରନ୍ତି?
    • do
    • you
    • what
    • do
    • does
    • are
    What=କଣ
    does=
    she=ସେ
    ଟିପ୍
    What do you do? = ଆପଣ କଣ କରନ୍ତି?
    I, you, we, they = What do
    What does she do? = ସେ କଣ କରେ?
    He, she, it = What does
    i what do i do?
    you what do you do?
    we what do we do?
    they what do they do?
    he what does he do?
    she what does she do?
    it what does it do?
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    What ______
    do
    does
    is
    ଅଂକିତ୍ କଣ କରେ?
    • do?
    • Ankit
    • is
    • What
    • does
    • are
    ଆପଣଙ୍କର ମାଁ କଣ କରନ୍ତି?
    • do?
    • your
    • What
    • mother
    • does
    • is
    ମୋ ମାଁ ଗୃହିଣୀ ନୁହନ୍ତି.
    • is
    • do
    • a
    • not
    • my mother
    • housewife
    ମୁଁ 10 ଟା ବେଳେ କାମ କୁ ଯାଏ.
    • go
    • work
    • at
    • 10
    • to
    • I
    ମୁଁ ଗୋଟେ ହୋଟେଲ୍ ରେ କାମ କରେ.
    • work
    • at
    • I
    • am
    • a
    • hotel
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ