ସମୟ କହିବା ଶିଖନ୍ତୁ
try Again
Tip1:hello
Lesson 55
ସମୟ କହିବା ଶିଖନ୍ତୁ
What=କଣ
time=ସମୟ
'କେତେ ସମୟ ହେଇଛି?' ର ଇଂରାଜୀ ରେ ସଠିକ୍ ଅନୁବାଦ କରନ୍ତୁ.;
What time is it?
What time is?
Whats time is it?
When time is it?
କଣ ସମୟ ହେଇଛି?
    • time
    • it
    • is
    • what
    • when
    'ଛଅ ଟା ବାଜିକୀ ପଚିଶ ମିନିଟ୍ ହେଇଛି.' ର ଇଂରାଜୀ ରେ ସଠିକ୍ ଅନୁବାଦ କରନ୍ତୁ.;
    It is 5:25.
    It is 6:25.
    It is 8:25.
    It is 9:25.
    ଟିପ୍
    It is 6:25. = ଛଅଟା ବାଜିକୀ ପଚିଶ ମିନିଟ୍ ହେଇଛି.
    It is 7:15. = ସାତଟା ବାଜିକୀ ପନ୍ଦର ମିନିଟ୍ ହେଇଛି.
    ଅଡିଓ ଶୁନିକି ସଠିକ୍ ଅନୁବାଦ କରନ୍ତୁ. 'It is 8:23.' ;
    ଆଠଟା ବାଜିକୀ ତେଇଶି ମିନିଟ୍ ହେଇଛି.
    ଆଠ ଟା ବାଜିକୀ ବୟାଳିଶି ମିନିଟ୍ ହେଇଛି.
    ସାତ ଟା ବାଜିକୀ ଏକତିରିଶି ମିନିଟ୍ ହେଇଛି.
    ନଅ ଟା ବାଜିକୀ ତେଇଶି ମିନିଟ୍ ହେଇଛି.
    ଟିପ୍
    ଆଠଟା ବାଜିକୀ ବୟାଳିଶି ମିନିଟ୍ = 8:42 (Eight forty-two)
    ନଅଟା ବାଜିକୀ ତେଇଶ ମିନିଟ୍ = 9:23 (Nine twenty-three)
    ସମୟ କହିବା ପାଇଁ, ଆଗ ଘଣ୍ଟା ସମ୍ବନ୍ଧିତ ନମ୍ବର କୁହନ୍ତୁ ତା ପରେ ମିନିଟ୍ ସମ୍ବନ୍ଧିତ ନମ୍ବର କୁହନ୍ତୁ.
    ଟିପ୍
    =
    6:25 - Six twenty-five

    8:05 - Eight O-five

    9:11 - Nine eleven

    2:34 - Two thirty-four
    =
    ସମୟ କହିବା ପାଇଁ, ଆଗ ଘଣ୍ଟା ସମ୍ବନ୍ଧିତ ନମ୍ବର କୁହନ୍ତୁ ତା ପରେ ମିନିଟ୍ ସମ୍ବନ୍ଧିତ ନମ୍ବର କୁହନ୍ତୁ.
    ପାଞ୍ଚ ଟା ବାଜିକୀ ପନ୍ଦର ମିନିଟ୍ ହେଇଛି.
    • has
    • it
    • 5:15
    • is
    • are
    ଟିପ୍
    =
    10:00 -Ten o'clock

    5:00 - Five o'clock

    1:00 - One o'clock
    =
    ଯେତେ ବେଳେ ମିନିଟ୍ ନ ଥାଏ, ତେବେ o'clock ର ବ୍ୟବହାର କରା ଯାଏ.
    ଟିପ୍
    10:00 = It is 10 o'clock.
    10:00 = It is 10.
    ଉଭୟ ସଠିକ୍.
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    It ______
    is 8:25 o'clock
    is 8:25
    'ଦୁଇଟା ବାଜିକୀ ବାର ମିନିଟ୍ ହେଇଛି.' ର ଇଂରାଜୀ ରେ ଅନୁବାଦ କରନ୍ତୁ.;
    It is 2:12.
    It are 2:12.
    It is 2:12 o'clock.
    Its 2:12.
    ଟିପ୍
    7:15 PM = ସନ୍ଧ୍ୟା ସାତଟା ବାଜିକୀ ପନ୍ଦର ମିନିଟ୍
    Seven fifteen in the evening.
    7:15 AM = ସକାଳ ସାତଟା ବାଜିକୀ ପନ୍ଦର ମିନିଟ୍
    Seven fifteen in the morning

    ଦିନ '12' ଟା ବେଳୁ ରାତି '11' ଟା ବାଜିକୀ '59' ମିନିଟ୍ ପର୍ଯ୍ୟନ୍ତ 'PM' ର ବ୍ୟବହାର ହୁଏ.

    ରାତି '12' ବେଳ ରୁ ଦିନ '11' ବାଜିକୀ '59' ମିନିଟ୍ ପର୍ଯ୍ୟନ୍ତ 'AM' ର ବ୍ୟବହାର ହୁଏ.
    'ମୁଁ ସକାଳ 7 ଟା ବାଜି 15 ମିନିଟ୍ ରେ ଉଠେ.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ.;
    I get up at 7:15 o'clock.
    I get up at 7:15 PM.
    I get up at 7:15 AM.
    I get up at 7:15 in the evening.
    'ମୁଁ ଅପରାହ୍ନ ଦୁଇଟା ବେଳେ ଖାଇବା ଖାଏ.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ.;
    I have lunch at 2 o'clock in the afternoon.
    I have lunch at 2 o'clock at night.
    I have lunch at 2 o'clock in the morning.
    I have lunch at 2 AM.
    'ମୁଁ ସନ୍ଧ୍ୟା ସାତ ଟା ବେଳେ ବୁଲିବା ପାଇଁ ଯାଏ.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ.;
    I go for a walk at 7 in the evening.
    I go for a walk at 7 in the morning.
    I go for a walk at 7 AM.
    I go for a walk at 7 in evening.
    ଟିପ୍
    ସାତଟା ବାଜି ପନ୍ଦର ମିନିଟ୍ = Quarter past seven (7:15)
    15 ମିନିଟ୍ କୁ 'quarter' ମଧ୍ୟ କୁହନ୍ତି. ସାତ ଟା ବାଜିକୀ ପନ୍ଦର ମିନିଟ୍ = Quarter past
    ସାତଟା ବାଜି ବା ପାଇଁ/କୁ ପନ୍ଦର ମିନିଟ୍ = Quarter to seven (6:45)
    ସାତଟା ବାଜି ବା ପାଇଁ/କୁ ପନ୍ଦର ମିନିଟ୍ = Quarter to
    ଟିପ୍
    ସାଢ଼େ ସାତଟା = Half past seven (7:30)
    30 ମିନିଟ୍ କୁ 'half' ମଧ୍ୟ କୁହନ୍ତି.
    ସାଢ଼େ ସାତଟା = Half past
    =
    ମୁଁ ସାତ ଟା ବାଜିକୀ ପନ୍ଦର ମିନିଟ୍ ରେ ସ୍ନାନ କରେ.
    • I take a shower
    • at
    • quarter past
    • half to
    • seven
    • half past
    ମୁଁ ସାଢ଼େ ନଅଟା ବେଳେ ଜଳଖିଆ ଖାଏ.
    • at
    • I have breakfast
    • nine
    • half past
    • quarter past
    • half to
    ଟିପ୍
    ସାତଟା ବାଜିକୀ ପାଞ୍ଚ ମିନିଟ୍ = Five past seven (7:05)
    ସାତ ଟା ବାଜିବାକୁ ପାଞ୍ଚ ମିନିଟ୍ = Five to seven (6:55)
    'ପାଞ୍ଚଟା ବାଜିକୀ ତେର ମିନିଟ୍.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ.;
    Thirteen to five
    Thirteen past five
    Five past thirteen
    Five to thirteen
    'ଆଠ ଟା ବାଜିବା କୁ ପାଞ୍ଚ ମିନିଟ୍ ' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
    Five past eight
    Five to eight
    Eight past five
    Eight to five
    'ମୁଁ ନଅଟା ବାଜିକୀ ପଚ୍ଚିଶ ମିନିଟ୍ ରେ ନ୍ୟୁଜ୍ ଦେଖେ.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ.;
    I watch the news at twenty five past nine.
    I watch the news at twenty five to nine.
    I watch the news at twenty nine past five.
    I watch the news on twenty five past nine.
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ