ଭୋଜନ/ଆହାର ବିଷୟରେ କଥା କହିବା
try Again
Tip1:hello
Lesson 57
ଭୋଜନ/ଆହାର ବିଷୟରେ କଥା କହିବା
'ର ଇଂରାଜୀ ରେ ସଠିକ ଅନୁବାଦ ବାଛନ୍ତୁ ' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.
I have breakfast at 8 o'clock in the morning
I have breakfast at 9 o'clock in the evening
'ଛବି ଦେଖିକି, ସଠିକ୍ ବିକଳ୍ପ ବାଛନ୍ତୁ ' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.
We have lunch at 2 in the afternoon
We have breakfast at 2 in the morning
ଶୁଣନ୍ତୁ
What time do you have lunch?
ଆପଣ ଦିପହର ର ଭୋଜନ(ଲନ୍ଚ) କେତେ ବେଲେ ଖାଆନ୍ତି ?


At 2 PM
ଅପରାହ୍ନ ଦୁଇଟା ବେଳେ


ଇଂରାଜୀ ରେ ଅନୁବାଦ କରନ୍ତୁ
ଜଳଖିଆ
ଟିପ୍
8 AM/ 8 o'clock in the morning = ସକାଳ 8 ଟା ବେଳେ

AM ରାତି 12 ଟା ବେଳ ଠାରୁ ଦିନ 11 ଟା ବାଜିକୀ 59 ମିନିଟ୍ ପର୍ଯ୍ୟନ୍ତ


8 PM/ 8 o'clock in the evening
= ସନ୍ଧ୍ୟା 8 ଟା ବେଳେ


PM ଦିନ 12 ବେଳ ଠାରୁ ରାତି 11 ବାଜିକୀ 59 ମିନିଟ୍ ପର୍ଯ୍ୟନ୍ତ
ଉପଯୁକ୍ତ ଶବ୍ଦ ର ଚୟନ କରନ୍ତୁ
I ______
have lunch
have breakfast
have dinner
do dinner
ଶୁଣନ୍ତୁ
What time do you have dinner?
ଆପଣ ରାତି ର ଭୋଜନ କେତେ ବେଳେ ଖାଆନ୍ତି?


I have dinner at 7 in the evening
ମୁଁ ରାତି ର ଭୋଜନ ସାତ ଟା ବେଳେ ଖାଏ.


'Dinner' ର ଓଡିଆ ରେ ଅନୁବାଦ କଣ ହେବ?;
ଜଳଖିଆ
ଦିନ ବେଳ ର ଭୋଜନ
ରାତି ଭୋଜନ
ଚା'
'I have eggs for breakfast' ଅଡିଓ ଶୁଣିକି, ଅନୁବାଦ କରନ୍ତୁ ;
ମୁଁ ଜଳଖିଆ ରେ ଅଣ୍ଡା ଖାଏ.
ମୁଁ ରାତି ଭୋଜନ ରେ ଅଣ୍ଡା ଖାଏ.
ମୁଁ ଜଳଖିଆ ରେ ଫଳ ଖାଏ.
ମୁଁ ଦିନ ବେଳ ଭୋଜନ ରେ ଅଣ୍ଡା ଖାଏ.
ଟିପ୍
I have lunch = ମୁଁ ଦିନ ବେଳ ଭୋଜନ(ଲନ୍ଚ) ଖାଏ


ସାଧାରଣତଃ ଇଂରାଜୀ ରେ lunch, dinner, breakfast ଇତ୍ୟାଦି ସାଂଗରେ eat ବଦଳରେ have ବ୍ୟବହାର ହୁଏ.

'Have' ଆମକୁ ଉଭୟ, ଖାଇବା ଓ ପିଇବା, କୁ ଏକା ସାଂଗରେ ବ୍ୟବହାର କରିବା ର ସୁଯୋଗ ଦିଏ.
'Have' କରିଲେ ଆମେ ଶକ୍ତ (ଯେମିତି : ଅଣ୍ଡା) ଓ ତରଳ (ଯେମିତି : କ୍ଷୀର) ଉଭୟ ପ୍ରକାର ର ଖାଇବା ବିଷୟରେ କଥା ହେଇ ପାରିବା.

\'I eat lunch\' ଭୁଲ ନୁହେଁ, କିନ୍ତୁ\'I have lunch/breakfast\' ବେସି ବ୍ୟବହାର ହୁଏ.
=
ଉପଯୁକ୍ତ ଶବ୍ଦ ର ଚୟନ କରନ୍ତୁ
What time ______
does you have dinner?
do you has dinner?
do you do dinner?
ଉପଯୁକ୍ତ ଶବ୍ଦ ର ଚୟନ କରନ୍ତୁ
______
Geeta has dinner
Geeta has breakfast
Geeta is at dinner
Geeta do dinner
'Would you like some eggs for breakfast?' ର ଓଡିଆରେ ସଠିକ୍ ଅନୁବାଦ କଣ ହେବ?
ଆପଣ କଣ ଜଳଖିଆ ରେ ଅଣ୍ଡା ଖାଇବା ପସନ୍ଦ କରିବେ?
କଣ ଆପଣ ଜଳଖିଆ ପାଇଁ ଅଣ୍ଡା ବନେଇବେ?
'ମୁଁ ଦିନ ବେଳ ର ଭୋଜନ(ଲନ୍ଚ) ଅଫିସ୍ ରେ କରେ.' ର ଇଂରାଜୀ ରେ ସଠିକ୍ ଅନୁବାଦ କଣ ହେବ?
I have lunch in the office
I have dinner in the office
'ଚାଲ (ଆମେ ସବୁ) ରାତି ର ଭୋଜନ ଖାଇବା ପାଇଁ ବାହାରକୁ ଯିବା.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
Let's go out for dinner
Let's go out for lunch
Let's go out for breakfast
Let's go in for dinner
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ