Restaurant ରେ ବାର୍ତ୍ତାଳାପ
try Again
Tip1:hello
Lesson 59
Restaurant ରେ ବାର୍ତ୍ତାଳାପ
I would like=ମୁଁ ପସନ୍ଦ କରିବି
a=ଗୋଟେ
table=ଟେବୁଲ୍
for two=ଦୁଇ ଜଣଙ୍କ ପାଇଁ
ଟିପ୍
I want = ମୁଁ ଚାହୁଁଛି
I would like = ମୁଁ ପସନ୍ଦ କରିବି
ଉଭୟ ସଠିକ୍, କିନ୍ତୁ 'I would like' ଅଧିକ ନମ୍ର ଶୁଣା ଯାଏ.
ଶୁଣନ୍ତୁ
Hello! Welcome to the garden restaurant
ହେଲୋ, ଗାର୍ଡେନ ରେସ୍ଟୋରାନ୍ଟ୍ କୁ ଆପଣଙ୍କର ସ୍ବାଗତ.


Hi! A table for two, please
ହାଏ ! ଦୁଇ ଜନଙ୍କ ପାଇଁ ଟେବୁଲ୍


Inside or outside?
ଭିତରେ ନା ବାହାରେ?


Outside, please
ବାହାରେ


ଟିପ୍
Hi! A table for two, please = ହାଏ ! ଦୁଇ ଜଣଙ୍କ ପାଇଁ ଟେବୁଲ୍ ଦରକାର.
ଇଂରାଜୀ ରେ, କୌଣସି ଅନୁରୋଧ ପରେ 'please' ଲଗେଇବା ଭଲ ଓ ନମ୍ର ଶୁଣା ଯାଏ.
=
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
______
I like
I would like
I am like
I want to like
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
A table ______
from
with
for
'କଣ ଆପଣ ଅର୍ଡର ଦେବା ପାଇଁ ପ୍ରସ୍ତୁତ ଅଛନ୍ତି?' ର ଇଂରାଜୀ ରେ ସନୁବାଦ ବାଛନ୍ତୁ ;
Is you ready to order?
Are you ready to order?
Are you ready to ordering?
Are you are ready to order?
'ହଁ, ମୁଁ ଗୋଟେ ସାଲାଡ୍ ଓ ମଶ୍ରୂମ୍ ପାସ୍ତା ଖାଇବା କୁ ପସନ୍ଦ କରିବି.' ର ଇଂରାଜୀ ରେ ଅନୁବାଦ ବାଛନ୍ତୁ ;
Yes, I would like a salad and a mushroom pasta
Yes, I like a salad and a mushroom pasta
Yes, I would like a salads and a mushroom pastas
Yes, I would like a salad or a mushroom pasta
ଶୁଣନ୍ତୁ
Hello! A table for five, please
ହେଲୋ, ପାଞ୍ଚ ଜଣଙ୍କ ପାଇଁ ଟେବୁଲ୍


Certainly.
Are you ready to order?
ନିଶ୍ଚିତ. କଣ ଆପଣ ଅର୍ଡର ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ?


Yes, I would like a portion of the lemon rice and some coke, please
ହଁ, ମୁଁ ଗୋଟିଏ ପ୍ଲେଟ୍ ଲେମ୍ବୁ ଭାତ ଓ ଟିକିଏ କୋକ୍ ପସନ୍ଦ କରିବି.


Sure!
ନିଶ୍ଚିତ!


ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I would like ______
a
some
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Would you like anything to ______
drink?
drinking?
be drink?
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Would you like ______
any
some
anyone
anything
ମୁଁ ବଟର ପନିର ର ଗୋଟେ ଭାଗ ଚାହୁଁଛି.
    • would like
    • a portion
    • of
    • butter paneer
    • I
    ଟିପ୍
    A portion/ A serving = ଗୋଟେ ପ୍ଲେଟ୍
    A portion of daal makhni = ଗୋଟେ ପ୍ଲେଟ୍ ଦାଲ୍ ମଖନି
    'Main parts of the meal'^~^'typefacestyle'
    Starter / Appetizer ଭୋଜନ ର ପ୍ରଥମ ଭାଗ
    Main course ଭୋଜନ ର ମୁଖ୍ୟ ଭାଗ
    Dessert ମିଠା - ଭୋଜନ ର ଶେଷ ଭାଗ
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    What ______
    are you like
    you like
    would you like
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    ______
    Would you like
    Would you are like
    Are you like
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    Would you like ______
    few
    some
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    The pizza ______
    are
    is
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I would like an ice cream ______
    for dessert
    on dessert
    ଶୁଣନ୍ତୁ
    Hello, Are you ready to order?
    ହେଲୋ, ଆପଣ ଅର୍ଡର ଦେବା ପାଇଁ ପ୍ରସ୍ତୁତ ଅଛନ୍ତି?


    Yes, I would like a portion of pasta for the main course
    ହଁ, ମୁଁ ଭୋଜନ ରେ ଗୋଟେ ପ୍ଲେଟ୍ ପାସ୍ତା ଚାହୂଂଛି.


    Sure! Some garlic bread with it?
    ନିଶ୍ଚୟ ! ତା ସାଂଗରେ କିଛି ଗାରଲିକ୍ ବ୍ରେଡ଼?


    No thanks, just the pasta
    ନା, ଧନ୍ୟବାଦ, ମାତ୍ର ପାସ୍ତା.


    Certainly! What would you like for dessert?
    ନିଶ୍ଚୟ ! ଆପଣ ମିଠା ରେ କଣ ପସନ୍ଦ କରିବେ?


    I would like a slice of the chocolate cake for dessert.
    ମୁଁ ମିଠା ରେ ଗୋଟେ ଖଣ୍ଡ ଚକ୍ଲେଟ୍ କେକ୍ ପସନ୍ଦ କରିବି.


    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ