ମତେ ଜ୍ବର ଅଛି/ହେଇଛି ('have got' ର ବ୍ୟବହାର)
try Again
Tip1:hello
Lesson 61
ମତେ ଜ୍ବର ଅଛି/ହେଇଛି ('have got' ର ବ୍ୟବହାର)
ଟିପ୍
I have got a stomach ache = ମୋର ପେଟ କାଟୁଛି.
ଆପଣ କେବଳ 'I have a stomach ache' ମଧ୍ୟ କହି ପାରନ୍ତି
I have got a fever = ମତେ ଜ୍ବର ହେଇଛି
ଆପଣ କେବଳ 'I have fever' ମଧ୍ୟ କହି ପାରନ୍ତି

'Have got' ବ୍ରିଟିଶ୍ ଇଂରାଜୀ ରେ ଅଧିକ ବ୍ୟବହାର ହୁଏ.

ଆମେରିକାନ୍ ଇଂରାଜୀ ରେ କେବଳ 'have' ର ବ୍ୟବହାର ହୁଏ.
'ମତେ ଜ୍ଵର ହେଇଛି ' ର ଇଂରାଜୀ ରେ ସଠିକ୍ ଅନୁବାଦ କଣ ହେବ?;
I have got a fever
I have get a fever
I am get a fever
I am have a fever
'ମୋର ପେଟ କାଟୁଛି ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
I have got a stomach is ache
I have got a stomach ache
I have got a stomach aches
I have got a stomachs ache
'ମତେ ଥଣ୍ଡା ଧରିଛି ' ର ଇଂରାଜୀ ରେ ସଠିକ୍ ଅନୁବାଦ କଣ ହେବ?;
I have got a fever
I have got a cold
I have got a stomach ache
I am have a cold
ଇଂରାଜୀ ରେ ଅନୁବାଦ କରନ୍ତୁ
ପେଟ କାଟିବା
ଇଂରାଜୀ ରେ ଅନୁବାଦ କରନ୍ତୁ
ଜ୍ଵର
How=କେମିତି
are=
you=ତୁମକୁ
ଟିପ୍
How are you feeling = ଆପଣଙ୍କୁ କେମିତି ଲାଗୁଛି ?
ଯେତେ ବେଳେ ଆମେ ଜଣଙ୍କର ସ୍ବାସ୍ଥ୍ୟ ବିଷୟରେ ପଚାରୁ, ତେବେ 'How are you?' ବଦଳ ରେ 'How are you feeling?' କହିବା ଟା ବେସି ଭଲ.

'How are you feeling' ର ଅର୍ଥ ହେଉଛି କି ଏହି ସମୟ ରେ କେମିତି ଲାଗୁଛି.
=
I=ମତେ
am=
not=ନାହିଁ
feeling=ଲାଗୁନି
'I am not feeling well' ର ଓଡିଆ ରେ ଅନୁବାଦ ବାଛନ୍ତୁ ;
ମୋ ଦେହ ଭଲ ଲାଗୁନି
ମୋ ଦେହ ଭଲ ଲାଗୁଛି
ମୁଁ ଭଲ ଅଛି
ମତେ କିଛି ଜଣା ପଡୁନି
ଟିପ୍
I am not feeling well = ମୋ ଦେହ ଭଲ ଲାଗୁନି
ଆପଣ କେବଳ 'I am not well = ମତେ ଭଲ ଲାଗୁନି', ମଧ୍ୟ କହି ପାରନ୍ତି
=
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I am ______
not feel well
not feeling well
not feels well
don't feeling well
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
How are you ______
feels
feel
'ମୋର ମୁଣ୍ଡ ଭୀଷଣ ବିନ୍ଧୁଛି.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
I have got a terrible head ache
I am have a terrible head ache
I am get a terrible head ache
I have getting a terrible head ache
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I can't eat. I ______
am get
have got
have get
ମୋ ଦାନ୍ତ ରେ ବିନ୍ଧା ହେଉଛି
    • a
    • toothache
    • stomach ache
    • have got
    • am have
    • I
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    Do you have a thermometer? I think ______
    I have got a fever
    I am get a fever
    I am have a fever
    ଇଂରାଜୀ ରେ ଅନୁବାଦ କରନ୍ତୁ
    ମତେ ଥଣ୍ଡା ହେଇଛି
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    Is there a dentist here? I ______
    have got a toothache
    have get a toothache
    am get a toothache
    'ମୋ ତଣ୍ଟି ରେ ବିନ୍ଧା ହେଉଛି.' ର ଇଂରାଜୀ ରେ ସଠିକ୍ ଅନୁବାଦ କଣ ହେବ ?;
    I have got a stomach ache
    I have got a sore throat
    I have got a head ache
    I have got a back ache
    stomach ache ପେଟ ବ୍ୟଥା
    toothache ଦାନ୍ତ ବିନ୍ଧା
    head ache ମୁଣ୍ଡ ବିନ୍ଧା
    back ache ପିଠି ବ୍ୟଥା
    fever ଜ୍ୱର
    cold ଥଣ୍ଡା
    cough କାଶ
    sore throat ତଣ୍ଟି ବିନ୍ଧା
    diarrhea ଅଜିର୍ଣ ଝାଡା
    constipation କଠିନ ଝାଡା
    nausea ବାନ୍ତି ଲାଗିବା
    vomit ବାନ୍ତି
    bruise ଆଘାତ
    fracture ହାଡ ଭାଙ୍ଗିବା
    pain କଷ୍ଟ/ବ୍ୟଥା
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ