ସପ୍ତାହ ର ଦିନ ଓ ତାଙ୍କର ବ୍ୟବହାର
try Again
Tip1:hello
Lesson 63
ସପ୍ତାହ ର ଦିନ ଓ ତାଙ୍କର ବ୍ୟବହାର
ସୋମବାର monday mon.
ମଙ୍ଗଳବାର tuesday tue.
ବୁଧବାର wednesday wed.
ଗୁରୁବାର thursday thu.
ଶୁକ୍ରବାର friday fri.
ଶନିବାର saturday sat.
ରବିବାର sunday sun.
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Monday comes ______
after Tuesday
before Tuesday
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Friday comes ______
after Thursday
after Saturday
before wednesday
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I ______
don't work
doesn't work
don't works
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Do you work ______
on Saturdays?
at Saturdays?
in Saturdays?
on the Saturdays?
'She doesn't work on weekends.' ର ଓଡିଆ ରେ ଅନୁବାଦ କଣ ହେବ?
ସେ ସୋମବାର ରୁ ଶୁକ୍ରବାର ଯାଏଁ କାମ କରେ ନାହିଁ.
ସେ ଶନିବାର ଓ ରବିବାର ଦିନ କାମ କରେ ନାହିଁ.
ମୁଁ ରବିବାର ଦିନ କ୍ରୀକେଟ୍ ଖେଳେ.
    • play
    • I
    • do
    • cricket
    • on
    • Sundays
    ଆପଣ କଣ ମଙ୍ଗଳବାର ଦିନ ମନ୍ଦିର ଯାଆନ୍ତି ?
    • You
    • go
    • do
    • the temple
    • on Tuesdays
    • to
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    Today ______
    is Monday
    happens Monday
    are Monday
    is the Monday
    କାଲି ହେଉଛି ମଙ୍ଗଳବାର.
    • Yesterday
    • tomorrow
    • is
    • Tuesday
    • Monday
    • the
    ଇଂରାଜୀ ରେ ଅନୁବାଦ କରନ୍ତୁ
    ବୁଧବାର
    ଇଂରାଜୀ ରେ ଅନୁବାଦ କରନ୍ତୁ
    ଗୁରୁବାର
    'ଆପଣଙ୍କର ଜନ୍ମଦିନ କଣ ଏହି ଶୁକ୍ରବାର ଦିନ ?' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
    Is your birthday on this Friday?
    Is your birthday on this Sunday?
    Is your birthday on this Saturday?
    Is your birthday on this Monday?
    Every=ପ୍ରତ୍ୟେକ
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    Every ______
    Saturdays
    Saturday
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I go to the gym ______
    every Sunday
    every Sundays
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I go to the temple on ______
    Wednesdays
    every Wednesdays
    the Wednesdays
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ