Let's ର ବ୍ୟବହାର
try Again
Tip1:hello
Lesson 64
Let's ର ବ୍ୟବହାର
ଟିପ୍
Let's = Let us
'Let's' ର ପ୍ରୟୋଗ ପ୍ରସ୍ତାବ (suggestion) ଦିଆ ଯାଉ ଥିବା ବାକ୍ୟ ଗୁଡିକ ରେ କରା ଯାଏ.
Eg: Let's go for a walk = ଚାଲ (ଆମେ) ଟହଲିବାକୁ ଯିବା.
Let us = ଚାଲ ଆମେ
'Let's' ହେଉଛି \'let us\' ର ଶର୍ଟ ଫର୍ମ. ଏହାକୁ ସେହି ବାକ୍ୟ ଗୁଡିକ ରେ ବ୍ୟବହାର କରା ଯାଏ, ଯେଉଁ ଥରେ ବକ୍ତା, ଶ୍ରୋତା ସହିତ ଏକ କାର୍ଯ୍ୟ କରିବା ର ପ୍ରସ୍ତାବ ଦେଉଛନ୍ତି.
ଟିପ୍
Let's go for a walk = ଚାଲ (ଆମେ) ଟହଲିବା କୁ ଯିବା.
Let's (Let us) ର ପ୍ରୟୋଗ ପ୍ରସ୍ତାବ (suggestion) ଦେବା ବାକ୍ୟ ରେ କରା ଯାଏ.
She lets me use her phone = ସେ ମତେ ତା ଫୋନ୍ ଟା ବ୍ୟବହାର କରିବାକୁ ଦିଏ.
Lets ('let' ର ଅଲଗା ରୁପ, ଯେଉଁଟା 'he/she' ସାଂଗରେ ଲାଗେ) = ଅନୁମତି ଦେବା
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
______
Let have
Let's have
Let is have
Lets us
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
______
Let's take
Let take
Let's keep
Lets us
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
It's Ankit's anniversary today. ______
Let's buy
Lets buy
Lets us buy
Let take
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
______
Let go
Let us go
Lets goes
Let we go
ଟିପ୍
Let's not make any noise.
Dad is sleeping
= ଚାଲ (ଆମେ) କୋଳାହଳ କରିବା ନାହିଁ.
ବାପା ସୋଇଛନ୍ତି.
Suggestions (ପ୍ରସ୍ତାବ) ଦେଉ ଥିବା ନକାରାତ୍ମକ ବାକ୍ୟ ରେ 'let's not' ର ପ୍ରୟୋଗ କରା ଯାଏ
=
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
______
Let's not forget
Let not forget
Let's forget not
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
______
Let not talk
Let's not talk
Let talk not
Let's talk not
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
______
Let's goes
Let go
Let's go
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
______
Let's dance
Let dance
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
______
Let's go
Let go
Let's not go
Let not go
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
______
Let go
Let's go
Let's not goes
ଚାଲ (ଆମେ) ପାର୍କ କୁ ଯିବା.
    • Let
    • Let's
    • to
    • go
    • the park
    • we
    ଚାଲ (ଆମେ) ସେଠାରେ ବସିବା.
    • Let
    • Let's
    • sit
    • here
    • sat
    • there
    ଚାଲ (ଆମେ) ଫେରି ଯିବା.
    • Let's
    • goes
    • Let
    • go
    • back
    • walk
    ଚାଲ (ଆମେ) ବାହାରକୁ ଯିବା.
    • Let
    • goes
    • Let's
    • out
    • go
    • went
    ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ. 'ଚାଲ (ଆମେ) ସାଂଗରେ ଖାଇବା. ' ;
    Let's eats together
    Let's eat together.
    Let eat together
    Let's us eat together
    'ଚାଲ (ଆମେ) ପାର୍ଟୀ କୁ ଯିବା.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
    Let's go for a party.
    Let go for a party.
    Let's goes for a party.
    Let goes for a party.
    'ଚାଲ (ଆମେ) ବାହାରକୁ ଯିବା ନାହିଁ.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
    Let not go out.
    Let's go not out.
    Let's not go out.
    Let's no go out.
    'ଚାଲ (ଆମେ) ଗାଡି ରେ ବସିବା ନାହିଁ.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
    Let's sit not in the car.
    Let's not sits in the car.
    Let not sit in the car.
    Let's not sit in the car.
    'ଚାଲ (ଆମେ) ପିଜ୍ଜା ଖାଇବା.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
    Let's eat pizza.
    Let's eats pizza.
    Let's not eat pizza.
    Lets us eat pizza
    'ଚାଲ (ଆମେ) ଆଜି ରାତି ରେ ରୋଷେଇ କରିବା ନାହିଁ.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
    Let's not cooks dinner tonight
    Let's not cook dinner tonight
    Let not cook dinner tonight
    Let's cook dinner tonight
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ