Present progressive & continuous tense
try Again
Tip1:hello
Lesson 65
Present progressive & continuous tense
ଟିପ୍
I am writing a letter = ମୁଁ ଗୋଟେ ଚିଠି ଲେଖୁଛି.
Present progressive ଓ Present continuous ଗୋଟିଏ 'tense' ର ଦୁଇଟା ଅଲଗା ନାମ.ଏଥିରେ ବର୍ତ୍ତମାନ ସମୟ ରେ ହେଉ ଥିବା ଦୁଇଟା କାର୍ଯ୍ୟ ର ଉଲ୍ଲେଖ କରା ଯାଏ.
=

ଏହିଟା ସାମାନ୍ୟ ବର୍ତ୍ତମାନ କାଳ ଠାରୁ ଅଲଗା, କାରଣ ଏଥିରେ ଏମିତି ଘଟଣା ର ବର୍ଣନା କରା ଯାଏ, ଯେଉଁ ଗୁଡିକ କହିବା ସମଯ ରେ ଘଟୁଛି କିମ୍ବା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲି ରହିବ (କିନ୍ତୁ ପ୍ରତିଦିନ ର ଅଭ୍ୟାସ ନୁହେଁ).
ଟିପ୍
=
I go to work = ମୁଁ କାମ କୁ ଯାଏ -> ନିତ୍ୟକର୍ମ -> present tense(ପ୍ରେଯେନ୍ଟ ଟେନ୍ସ୍)
I am going to work = ମୁଁ କାମ କୁ ଯାଉଛି -> ଏହି କ୍ଷଣ -> present progressive tense(ପ୍ରେଯେନ୍ଟ ପ୍ରୋଗ୍ରେସିଭ୍ ଟେନ୍ସ୍)
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I ______
am write
am writing
have writing
writes
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Neha and Pooja are at the play ground. They ______
are playing
playing
play
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Look, I ______
wear
am wearing
am wear
wearing
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
We ______
are sleep
are sleeping
do sleep
sleeping
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
They ______
play
are playing
playing
plays
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Everyone ______
are talking
do talk
is talk
is talking
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
They ______
is going
goes
are going
are go
ଆପଣ କାହା ସାଂଗରେ କଥା ହେଉଛନ୍ତି ?
    • who
    • talking
    • are
    • talk
    • you
    • to
    ଆପଣ କଣ କରୁଛନ୍ତି ?
    • what
    • do
    • you
    • are
    • doing
    • we
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    They ______
    do not reading
    are not reading
    are read
    ଟିପ୍
    =
    Present Progressive Tense ରେ ଲମ୍ବା ସମୟ ପର୍ଯ୍ୟନ୍ତ କରା ଯାଉ ଥିବା କାର୍ଯ୍ୟ ବିଷୟରେ ମଧ୍ୟ କୁହନ୍ତି - ଯେଉଁ କାର୍ଯ୍ୟଟା 'progress' ରେ ଅଛି, କିନ୍ତୁ ଏହା ଆବଶ୍ୟକ ନୁହେଁ କି ସେଇ ଘଟଣାଟା ବର୍ତ୍ତମାନ ସମୟରେ ଘଟିବ . Eg. I am preparing for a dance competition.
    =
    ଆପଣ ଡ୍ୟାନ୍ସ୍ କମ୍ପିଟିଶନ୍ ପାଇଁ ଅଭ୍ୟାସ କରୁଛନ୍ତି - ଏହି କାର୍ଯ୍ୟ ଟା କିଛି ସମୟ ପର୍ଯ୍ୟନ୍ତ ଚାଲିବ ତେଣୁ 'present progressive tense' ଲାଗିବ.

    ଯେହେତୁ ଏହିଟା ଗୋଟେ ପ୍ରତିଦିନ ର କାମ ନୁହେଁ, ତେଣୁ' present tense' ଲାଗିବ ନାହିଁ.
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I ______
    am study
    am studying
    do study
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I ______
    don't going
    are not going
    am not going
    am not go
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    We ______
    read
    do read
    reading
    are reading
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    You ______
    are taking
    are take
    do take
    taking
    କଣ ଆପଣ ଏବେ ଖେଳୁଛନ୍ତି ?
    • Are
    • you
    • do
    • play
    • playing
    • right now?
    ମୁଁ ଏବେ ସୋଇଛି.
    • I
    • am
    • sleep
    • right now
    • sleeping
    • do
    'ଆମେ ଟିଭି ଦେଖୁନୁ.' ର ଇଂରାଜୀ ରେ ଅନୁବାଦ କଣ ହେବ ?
    ;
    We are not watching TV.
    We do not watch TV.
    We not watching TV.
    We are watching TV.
    'ଆମେ ସହର ବାହାରକୁ ଯାଉଛୁ.' ର ଇଂରାଜୀ ରେ ଅନୁବାଦ ବାଛନ୍ତୁ ;
    We going out of town
    We are going out of town
    We are go out of town
    We're are going out of town
    'ସେମାନେ କଣ ରୋଷେଇ କରୁଛନ୍ତି ?' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
    Do they cook food?
    They are cooking food?
    Are they cooking food?
    Do they cooking food?
    'କଣ ସେମାନେ ଆମକୁ ଡାକୁଛନ୍ତି ?' ର ଇଂରାଜୀ ରେ ସଠିକ୍ ଅନୁବାଦ କଣ ହେବ ?;
    Are they calling we?
    Do they call us?
    Do they calling us?
    Are they calling us?
    'ମୁଁ ଏବେ କିଛି ବହି ପଢୁ ନାହିଁ ' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
    I am reading book now.
    I am not reading any books right now.
    I do not reading any books right now.
    I am not read any books now.
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ