Adverbs of frequency - never, often, sometimes, always etc.
try Again
Tip1:hello
Lesson 66
Adverbs of frequency - never, often, sometimes, always etc.
never କଦାପି ନୁହେଁ —> ସବୁ ଠାରୁ କମ ଥର ଘଟୁ ଥିବା
rarely କେତେ ବେଳେ କେମିତି
sometimes କେବେ କେବେ
often ଅଧିକାଂଶ
usually ସାଧାରଣତଃ
always ସର୍ବଦା
'ସେ ସର୍ବଦା ସମୟ ରେ ଆସେ.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
She is never on time
She is rarely on time
She is always on time
She is sometimes on time
'ମୁଁ ଅଫିସ୍ କୁ ସବୁବେଳେ ଟ୍ରେନ୍ ରେ ଯାଏ.' ର ଇଂରାଜୀ ରେ ଅନୁବାଦ ବାଛନ୍ତୁ ;
I am always take the train to work
I always am take the train to work
I alwaysly take the train to work
I always take the train to work
'ଆମର ଅଧିକାଂଶ ସମୟରେ ଅଫିସ୍ ରେ ଦେଖା ହୁଏ.' ର ଇଂରାଜୀ ରେ ସଠିକ୍ ଅନୁବାଦ କରନ୍ତୁ ;
We oftenly meet at the office
We are often meet at the office
We rarely meet at the office
We often meet at the office
ସେ କଦାପି ଡେରି ରେ ଆସେ ନାହିଁ.
    • often
    • comes
    • he
    • late
    • usually
    • never
    'ମୁଁ କେତେ ବେଳେ କେମିତି ତା ସାଂଗରେ କଥା ହୁଏ.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
    I never speak to him
    I rare speak to him
    I always speak to him
    I rarely speak to him
    ଟିପ୍
    =
    I am never late for work
    Subject + To-be (is/am/are) + adverb + extras.
    Eg: She is always on time
    =

    I never come late
    Subject + adverb + verb + extras.
    Eg: She always comes on time
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I ______
    never
    am never
    rarely
    'ମୁଁ ସାଧାରଣତଃ ଶନିବାର ଦିନ କାମ କରେ ନାହିଁ.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
    I do not usually work on Saturdays
    I do not always work on Saturdays
    I do not never work on Saturdays
    I often work on Saturdays
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I ______
    do not never
    do not usual
    do not usually
    do not rare
    'ସେ କେବେ କେବେ ମତେ କଅଲ୍ କରେ.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
    She is sometimes calls me
    She sometimes calls me
    She calls sometimes me
    She sometime calls me
    'ସେ ସାଧାରଣତଃ ଭଲ ପୋଷାକ ପିନ୍ଧେ.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
    He rarely wears nice clothes
    He never wears nice clothes
    He usually wears nice clothes
    He is usually wear nice clothes
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    It ______
    rare
    rarely
    usual
    sometime
    ଗରମ ଦିନ ରେ ସାଧାରଣତଃ ଖରା ହୁଏ.
    • usually sunny
    • It
    • summers
    • is
    • rarely sunny
    • in
    'ମୁମ୍ବଈ ରେ କଦାପି ବରଫ ପଡେ ନାହିଁ.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
    It snows never in Mumbai
    It is never snow in Mumbai
    It never snows in Mumbai
    It will never snow in Mumbai
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ