Adverbs of manner - quickly, slowly, well, fast, etc.
try Again
Tip1:hello
Lesson 67
Adverbs of manner - quickly, slowly, well, fast, etc.
She=ସେ
speaks=କୁହେ
ଟିପ୍
She speaks fluent English = ସେ ବହୁତ ଭଲ/ଅନର୍ଗଳ ଭାବେ ଇଂରାଜୀ କୁହେ.
Fluent ହେଉଛି ଗୋଟେ ବିଶେଷଣ (adjective) ଯେଉଁଟା English (ଇଂରାଜୀ -> noun) ର ବର୍ଣନା କରୁଛି.
She speaks fluently = ସେ ବହୁତ ଭଲ/ଅନର୍ଗଳ ଭାବେ କୁହେ.
'Fluently' ହେଉଛି ଏକ କ୍ରିୟା ବିଶେଷଣ (adverb) ଯେଉଁଟା Speak (କହିବା -> verb) ର ବର୍ଣନା କରେ. କୌଣସି କାର୍ଯ୍ୟ କେଉଁ ଭାବେ ହେଉଛି, ସେହି ଟା କହିବା ପାଇଁ ଅମେ 'adverbs of manner' ର ବ୍ୟବହାର କରୁ.

Fluent (adjective) -> Fluently (adverb)
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
She dances ______
beautiful
beautifully
ସେ ଜଲ୍ଦି-ଜଲ୍ଦି ଖାଏ.
    • eat
    • eats
    • quick
    • quickly
    • she
    • is
    'ସେ ଧିରେ-ଧିରେ ଚାଲେ.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ;
    He walks slow
    He walks slowly slowly
    He walks slowly
    He is walk slowly
    ଟିପ୍
    =
    କିଛିଟା କ୍ରିୟା ବିଶେଷଣ, ମୁଖ୍ୟ ବିଶେଷଣ ଭଳିଆ ଥାଆନ୍ତି.

    Eg: Fast -> Fast (fastly ନୁହେଁ)

    He runs very fast
    =
    Hard -> Hard.

    He works very hard = ସେ ବହୁତ ପରିଶ୍ରମ ସହିତ କାମ କରେ.

    ଏହାକୁ 'hardly' ସହିତ କନ୍ଫ୍ୟୁଜ୍ କରନ୍ତୁ ନାହିଁ. Hardly = କେତେ ବେଳେ କେମିତି

    He hardly works = ସେ କେତେ ବେଳେ କେମିତି କାମ କରେ.
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    She works ______
    very hard
    very hardly
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    She runs ______
    fastly
    fast
    faster
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    Rabbits run ______
    very fast
    fastly
    very fastly
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    Ram does his work ______
    careful
    carefully
    ଟିପ୍
    He speaks fluently = ସେ ଅନର୍ଗଳ ଭାବରେ କଥା ହୁଏ.
    Subject (He) + Verb (speaks) + adverb (well)
    He speaks English fluently = ସେ ଅନର୍ଗଳ ଭାବରେ ଇଂରାଜୀ କୁହେ.
    Subject (He) + Verb (speaks) + Direct object (English) + adverb (well)
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    He washes ______
    properly the clothes
    proper the clothes
    the clothes proper
    the clothes properly
    ମଧୁ ବହୁତ ଭଲ ରୋଷେଇ କରେ.
    • cooks
    • is
    • Madhu
    • very
    • well
    • welly
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    She danced ______
    wonderful
    wonderfully
    ଟିପ୍
    She danced wonderfully = ସେ ଅପୁର୍ବ ନୃତ୍ୟ କରିଲା
    Subject (she) + verb (danced) + adverb (wonderfully)
    She danced wonderfully at her wedding = ସେ ତା ବାହାଘର ରେ ଅପୁର୍ବ ନୃତ୍ୟ କରିଲା.
    Subject (she) + verb (danced) + adverb (wonderfully) + place (at her wedding)
    ସେମାନେ ଖୁସି ରେ ରୁହନ୍ତି.
    • live
    • are
    • they
    • living
    • happily
    • happyly
    adjective adverb example
    fast (ତିବ୍ର/ଜଲ୍ଦୀ) fast (ତିବ୍ର/ଜଲ୍ଦୀ) she runs very fast
    quick (ଶୀଘ୍ର) quickly (ଶୀଘ୍ର) she runs very quickly
    slow (ଧିରେ) slowly (ଧିରେ) she walks slowly
    fluent (ଭଲ ଭାବେ) fluent (ଭଲ ଭାବେ) she speaks fluently
    beautiful (ସୁନ୍ଦର) beautifully (ସୁନ୍ଦର ଭାବେ) she sings beautifully
    wonderful (ଅପୁର୍ବ) wonderfully (ଅପୁର୍ବ ପ୍ରକାର) she dances wonderfully
    good (ଭଲ) well (ଭଲ ଭାବେ) she sings well
    happy (ଖୁସି) happily (ଖୁସି ରେ) she lives happily
    careful (ସାବଧାନ) carefully (ସାବଧାନହେଇ) he works carefully
    fearless (ନିର୍ଭୀକ) fearlessly (ନିର୍ଭୀକ ଭାବେ) he fights fearlessly
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ