Can ର ବ୍ୟବହାର
try Again
Tip1:hello
Lesson 68
Can ର ବ୍ୟବହାର
Can=କରି ପାରିବ
you=ତୁମେ
Can=କରି ପାରିବ
you=ତୁମେ
ଟିପ୍
Can you dance? = କଣ ତୁମେ ନାଚି ପାର ?
'Can' ଯେକୌଣସି କାର୍ଯ୍ୟ କରିବା ର କ୍ଷମତା ଦେଖାଏ.

ଯେତେ ବେଳେ ଆମେ \'can\' ରୁ ଆରମ୍ଭ ହେଉ ଥିବା ପ୍ରଶ୍ନ ପଚାରୁ, ତେବେ ଆମେ ଏମିତି କହୁ \'କଣ ତୁମେ ___ କରି ପାରିବ ?\'
Yes, I can dance = ହଁ, ମୁଁ ନାଚି ପାରେ.
'କଣ ଆପଣ ହିନ୍ଦୀ କହି ପାରନ୍ତି ?' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
Are you speak Hindi?
Can you speak Hindi?
You can speak Hindi
Do you can speak Hindi?
କଣ ଆପଣ ମୋ ସାହାଯ୍ୟ କରି ପାରିବେ ?
    • help me
    • are
    • do
    • can
    • you
    • helps me
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    ______
    Are you
    Can you
    Can you are
    ଇଂରାଜୀ ରେ ଅନୁବାଦ କରନ୍ତୁ
    କଣ ଆପଣ ଇଂରାଜୀ କହି ପାରନ୍ତି ?
    ହଁ, ମୁଁ ଇଂରାଜୀ କହି ପାରେ.
    • am
    • I
    • can
    • yes,
    • speak
    • English
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    Yes, my mother ______
    is drive
    drive
    can drive
    ଇଂରାଜୀ ରେ ଅନୁବାଦ କରନ୍ତୁ
    ମୁଁ ନାଚି ପାରେ.
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I ______
    can not
    am not
    do not can
    ଟିପ୍
    ମୁଁ ଇଂରାଜୀ କହି ପାରେ = I can speak English
    ମୁଁ ଇଂରାଜୀ କହି ପାରେ ନାହିଁ = I can not speak English
    ନକାରାତ୍ମକ ବାକ୍ୟ ଗଢିବା ପାଇଁ, 'can' ଓ verb (କ୍ରିୟା -> speak) ର ମଝିରେ 'not' ଲଗାନ୍ତୁ.
    ମୁଁ ରୋଷେଇ କରି ପାରେ ନାହିଁ
    • can
    • do not
    • cook
    • not
    • I
    • am
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I ______
    am not speak
    can speak not
    not can speak
    can not speak
    ଇଂରାଜୀ ରେ ଅନୁବାଦ କରନ୍ତୁ
    ମୁଁ ତୁମର ସାହାଯ୍ୟ କରି ପାରିବି ନାହିଁ.
    'କଣ ସେ ତୁମ ପାଇଁ କେକ୍ ବନେଇ ପାରିବ ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
    Can she bake a cake for you?
    Is she bake a cake for you?
    Does she bake a cake for you?
    Can't she bake a cake for you?
    ଟିପ୍
    =
    'Cannot' ର ଛୋଟ ରୁପ ହେଉଛି can't.
    =
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    She ______
    can't see
    can't don't see
    'ମୁଁ ତୁମ ପାର୍ଟୀ ରେ ଆସି ପାରିବି ନାହିଁ .' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
    I am not come to your party
    I can't come to your party
    I don't come to your party
    I cann't come to your party
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I'm sorry, I ______
    can't
    can
    don't
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I ______
    can't
    can
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    ______
    Can
    Can you
    Can't not
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ