Simple Past - ଅତୀତ କାଳ
try Again
Tip1:hello
Lesson 70
Simple Past - ଅତୀତ କାଳ
The weather=ପାଗ
was=ଥିଲା
good=ଭଲ
They=ସେମାନେ
were=ଥିଲେ
at=ରେ
home=ଘର
ଟିପ୍
I am tired now = ମୁଁ ଏବେ ଥକୀ ଯାଇଛି
Now = ଏବେ (ବର୍ତ୍ତମାନ ସମୟ ରେ)
ଏଠାରେ ବର୍ତ୍ତମାନ ସମୟ ବିଷୟରେ କଥା ଚାଲିଛି, ତେଣୁ 'am' ର ଉପଯୋଗ କରା ଯାଏ: ମୁଁ ଏବେ ଥକୀ ଯାଇଛି
'Am' ବର୍ତ୍ତମାନ କାଳ ଅଟେ(Present Tense)
I was tired last night = ମୁଁ କାଲି ରାତି ରେ ଥକୀ ଯାଇ ଥିଲି
Last night = ଗତ କାଲି ରାତି, ଏହା ଅତୀତ କାଳ ଚିତ୍ରିତ କରେ. ଯେଉଁ ସମୟ ସମାପ୍ତ ହେଇ ସାରିଛି, ତେଣୁ 'was' ର ପ୍ରୟୋଗ କରା ହେବ. ମୁଁ ଗତ କାଲି ରାତି ରେ ଥକୀ ଯାଇ ଥିଲି, ଏହି ଘଟଣା ଟା ଘଟି ସାରିଛି
Was - ଅତୀତ କାଳ ଅଟେ (Past Tense)
ଟିପ୍
You are late = ଆପଣ ଡେରି ରେ ଆସିଲେ
'Are' ର ଉପଯୋଗ ବର୍ତ୍ତମାନ ସମୟ ରେ କରା ଯାଏ
ଆପଣ ଡେରି ରେ ଆସିଲେ, ଏଠାରେ ବର୍ତ୍ତମାନ ସମୟ ରେ କଥା ଚାଲିଛି, ତେଣୁ are ର ବ୍ୟବହାର ହେବ.
You were late yesterday = ଆପଣ ଗତ କାଲି ଡେରି ରେ ଆସି ଥିଲେ
Yesterday = ଗତ କାଲି. ଯେଉଁଟା ଅତୀତ କାଳ ଚିତ୍ରିତ କରେ, ଯେଉଁ ସମୟ ସମାପ୍ତ ହେଇ ସାରିଛି, ତେଣୁ 'were' ର ପ୍ରୟୋଗ କରା ହେବ.

ଆପଣ ଗତ କାଲି ଡେରି ରେ ଆସି ଥିଲେ, ଏହି ଘଟଣା ଟା ଘଟି ସାରିଛି
Was/were - ଅତୀତ କାଳ ଅଟେ (Past Tense)
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
He ______
was
is
were
are
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Why ______
were
was
is
are
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
They ______
was not
were not
are not
is not
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Meera ______
is not
were not
was not
did not
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
They ______
were
was
are
did
'ତୁମେ ଗତ ସପ୍ତାହ କେଉଁ ଠାରେ ଥିଲ ?' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ ;
Where are you last week?
Where were you last week?
Where is you last week?
Where did you last week?
'ମୁଁ ମୋ ରୂମ୍ ରେ ନ ଥିଲି.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ ;
I not was in my room.
I were not in my room.
I was not in my room.
I am not in my room.
'ସେମାନେ ଛୁଟ୍ଟୀ ରେ (ବୁଲିବା କୁ) ଯାଇ ଥିଲେ.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ ;
We were on a holiday.
They was on a holiday.
They are on a holiday.
They were on a holiday.
'କାଲି ପାଗ କେମିତି ଥିଲା ?' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ ;
How was the weather tomorrow?
How was the weather yesterday?
How were the weather tomorrow?
How is the weather tomorrow?
'ମୁଁ ସୋଇ ଥିଲି.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ ;
I was sleeping.
I were sleeping.
I am sleeping
I was sleep
ଇଂରାଜୀ ରେ ଅନୁବାଦ କରନ୍ତୁ
ସେମାନେ କାଲି ବହୁତ ବ୍ୟସ୍ତ ଥିଲେ.
ଇଂରାଜୀ ରେ ଅନୁବାଦ କରନ୍ତୁ
କଣ ତୁମ ବାପା ଇଂଜିନିୟର ଥିଲେ ?
ଇଂରାଜୀ ରେ ଅନୁବାଦ କରନ୍ତୁ
ସେ ଜଣେ ଖରାପ ଲୋକ ଥିଲେ.
ପରୀକ୍ଷା କଠିନ ଥିଲା.
    • The exam
    • were
    • was
    • are
    • difficult
    କଣ ଋଷି ସଂଗୀତ ସମାରୋହ ରେ ଥିଲା ?
    • Were
    • Was
    • Rishi
    • at
    • on
    • the concert
    ବର୍ତ୍ତମାନ କାଳ ଅତୀତ କାଳ
    i am was
    he is was
    she is was
    you are were
    we are were
    they are were
    ଟିପ୍
    Am, is = Was
    'Am' ଓ 'Is' ର ବର୍ତମାନ କାଳ ରେ ପ୍ରୟୋଗ କରା ଯାଏ ଓ ଅତୀତ କାଳ ରେ ସେହିଟା 'was' କୁ ପରିବର୍ତିତ ହେଇ ଯାଏ.
    Are = Were
    'Are' ର ପ୍ରୟୋଗ ବର୍ତମାନ କାଳ ରେ କରା ଯାଏ ଓ ଅତୀତ କାଳ ରେ 'were' ର ବ୍ୟବହାର ହୁଏ.
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ