Simple Past - ନକାରାତ୍ମକ
try Again
Tip1:hello
Lesson 73
Simple Past - ନକାରାତ୍ମକ
They=ସେମାନେ
were not=ନ ଥିଲେ
at=ରେ
home=ଘର
I=ମୁଁ
was not=ନ ଥିଲି
happy=ଖୁସି
ଟିପ୍
=
ସାଧାରଣ ଅତୀତ କାଳ ରେ ନକାରାତ୍ମକ ବାକ୍ୟ ରେ 'was/were' ପରେ 'not' ର ପ୍ରୟୋଗ ହୁଏ.
Eg: The weather was not nice yesterday - ଗତ କାଲି ପାଗ ଭଲ ନ ଥିଲା.
=
ଟିପ୍
ମୁଁ ଗତ କାଲି ସ୍କୂଲ୍ ଯାଇ ଥିଲି = I went to school yesterday
ମୁଁ ଗତ କାଲି ସ୍କୂଲ୍ ଯାଇ ଥିଲି - ସାମାନ୍ୟ ଅତୀତ କାଳ ଅଟେ.

ଏହି ଥରେ କ୍ରିୟା go ର ଅତୀତ ରୁପ 'went' ର ବ୍ୟବହାର ହେଉଛି.
ମୁଁ ଗତ କାଲି ସ୍କୂଲ୍ ଯାଇ ନ ଥିଲି = I did not go to school yesterday
ସାମାନ୍ୟ ଅତୀତ କାଳ ବାକ୍ୟ, ଯେଉଁ ଥରେ କ୍ରିୟା ଥାଏ, ସେହି ଥରେ 'I, we, they, he, she' ଇତ୍ୟାଦି ସାଂଗରେ 'did not' ର ପ୍ରୟୋଗ ହୁଏ, ଓ କ୍ରିୟା ର ବର୍ତ୍ତମାନ ରୁପ ର ବ୍ୟବହାର ହୁଏ.
past simple past simple negative
they went out they did not go out
he studied he did not study
i bought i did not buy
we saw we did not see
she played she did not play
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
She ______
did not play
was not play
did not played
did play not
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
We ______
did not went
did not go
was not go
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
They ______
did not
was not
were not
do not
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
The train ______
were not
did not
do not
was not
'ସେ କାଲି ରାତିରେ ଟିଭି ଦେଖିନି.' ର ଇଂରାଜୀ ରେ ସଠିକ୍ ବିକଳ୍ପ ର ଚୟନ କରନ୍ତୁ ;
He did not watch TV last night.
He did not watched TV last night.
He was not watched TV last night.
He does not watch TV last night.
'ସେମାନେ ଶ୍ରେଣୀକକ୍ଷ ସଫା କରି ନାହାନ୍ତି.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
They did not cleaned the class room.
They were not cleaned the class room.
They did not clean the class room.
They were not clean the class room.
'ତୁମେ ଘରେ ନଥିଲ.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
You was not at home.
You do not at home.
You did not at home.
You were not at home.
'ମୁଁ ଗତ ସପ୍ତାହ ଭାରତ ରେ ନଥିଲି.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
I was not in India last week.
I did not in India last week.
I were not in India last week.
I am not in India last week.
'ମତେ କିଛି ଜଣା ନାହିଁ' ର ଇଂରାଜୀ ରେ ସଠିକ୍ ବିକଳ୍ପ ର ଚୟନ କରନ୍ତୁ ;
I did not knew anything.
I did not know anything.
I knew not anything.
I was know anything.
ଇଂରାଜୀ ରେ ଅନୁବାଦ କରନ୍ତୁ
ମୁଁ ଘରକୁ ଯିବା କୁ ଚାହୁଁ ନଥିଲି.
ଇଂରାଜୀ ରେ ଅନୁବାଦ କରନ୍ତୁ
ସେମାନେ ଆମ ଘରକୁ ଆସି ନଥିଲେ.
ଇଂରାଜୀ ରେ ଅନୁବାଦ କରନ୍ତୁ
ତୁମେ ସେଠାରେ ନଥିଲ.
=
!
ଶୁଣନ୍ତୁ
ଟିପ୍
ପରବର୍ତ୍ତୀ ଶବ୍ଦ