Simple Past - ପ୍ରଶ୍ନ
try Again
Tip1:hello
Lesson 74
Simple Past - ପ୍ରଶ୍ନ
Were=କଣ ଥିଲେ ?
they=ସେମାନେ
busy=ବ୍ୟସ୍ତ
Did=କଣ
you=ତୁମେ
understand=ବୁଝିଲ
ଟିପ୍
କଣ ସେମାନେ କାଲି ବ୍ୟସ୍ତ ଥିଲେ ? = Were they busy yesterday?
ସାଧାରଣ ଅତୀତ କାଳ ର ପ୍ରଶ୍ନବାଚକ ବାକ୍ୟ ଗୁଡିକ ରେ ଯଦି କ୍ରିୟା ନ ଥାନ୍ତା ତାହାଲେ ଏମିତି ବାକ୍ୟ 'was/were' ରୁ ଆରମ୍ଭ ହେଇ ଥାନ୍ତେ.
He/She - Was
They/we - Were
କଣ ତୁମେ କାଲି ରାତି ରେ ଟିଭି ଦେଖିଲ ? = Did you watch TV last night?
ଅତୀତ କାଳ ର ପ୍ରଶ୍ନବାଚକ ବାକ୍ୟ ଯେଉଁ ଥରେ କ୍ରିୟା ଥାଏ, ସେଗୁଡିକ 'did' ରୁ ଆରମ୍ଭ ହୁଏ, ଓ କ୍ରିୟା ର ବର୍ତ୍ତମାନ ରୁପ ର କେବଳ ପ୍ରୟୋଗ କରା ଯାଏ.
past simple past simple (interrogative)
they went out did they go out?
i bought a pen did i buy a pen?
we saw her did we see her?
she played hockey did she play hockey?
they were outside were they outside?
i was sick was i sick?
he was at home was he at home?
'କଣ ତୁମେ ମ୍ୟାଚ୍ ଜିତି ଥିଲ ?' ର ଇଂରାଜୀ ରେ ସଠିକ୍ ବିକଳ୍ପ ର ଚୟନ କରନ୍ତୁ ;
Did you won the match?
Did you win the match?
Were you win the match?
Were you won the match?
'ସେ କଣ କାଲି ଅଫିସ୍ ଯାଇ ଥିଲା ?' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ.;
Did she go to the office yesterday?
Did she went to the office yesterday?
Was she go to the office yesterday?
Was she went to the office yesterday?
'ସେମାନେ କଣ କାଲି ତୁମ ଘରେ ଥିଲେ ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
Was they at your place yesterday?
Did they at your place yesterday?
Were they at your place yesterday?
Did they were at your place yesterday?
'କଣ ତୁମେ ଗତ ଖରାଦିନ ଛୁଟି ରେ ବୁଲିବା ପାଇଁ ଯାଇ ଥିଲ ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ.;
Did you go on a holiday last summer?
Did you went on a holiday last summer?
Were you go on a holiday last summer?
Were you went on a holiday last summer?
'କଣ ତୁମେ ପାର୍ଟୀ ରେ ମଜା କରିଲ ?' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
Did you enjoyed the party?
Was you enjoy the party?
Were you enjoyed the party?
Did you enjoy the party?
ଇଂରାଜୀ ରେ ଅନୁବାଦ କରନ୍ତୁ
କଣ ସେମାନେ ଗାଡି କିଣିଲେ ?
ଇଂରାଜୀ ରେ ଅନୁବାଦ କରନ୍ତୁ
କଣ ସେମାନେ ସ୍କୂଲ୍ ରେ ଥିଲେ ?
ଇଂରାଜୀ ରେ ଅନୁବାଦ କରନ୍ତୁ
କଣ ସେମାନେ ଆମକୁ ପସନ୍ଦ କରନ୍ତି ?
କଣ ଆମର ତା ସାଂଗରେ ଦେଖା ହେଲା ?
    • did
    • her
    • meet
    • we
    • met
    • was
    କଣ ତୁମକୁ ତା ନାଁ ମନେ ଥିଲା ?
    • you
    • remembered
    • did
    • were
    • remember
    • her name
    ସେମାନେ କଣ କାଲି ଅନୁପସ୍ଥିତ ଥିଲେ ?
    • was
    • they
    • were
    • absent
    • yesterday
    • did
    ଉପଯୁକ୍ତ ଶବ୍ଦ ର ଚୟନ କରି ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    ______
    Did
    Do
    Was
    Were
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    ______
    Was
    Were
    Do
    Did
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ