Past continuous tense
try Again
Tip1:hello
Lesson 75
Past continuous tense
ଟିପ୍
Jimi broke his leg when he was playing hockey = ଜିମୀ ର ଗୋଡ ହକି ଖେଳିବା ସମୟରେ ଭାଙ୍ଗୀ ଗଲା.
ଆମେ ସାଧାରଣ ଅତୀତ କାଳ (broke) ର ପ୍ରୟୋଗ ଅତୀତ ରେ ଶେଷ ହେଇ ସାରିଥିବା କାର୍ଯ୍ୟ ପାଇଁ କରୁ.
Past Continuous ର ପ୍ରୟୋଗ, ସାଧାରଣତଃ ସେହି କାମ ପାଇଁ କରା ଯାଏ, ଯେଉଁ ଗୁଡିକ ଅତୀତ କାଳ ରେ ଦୀର୍ଘ ଦିନ ଧରି ଘଟି ସାରି ଥାଏ ଓ ଅଲଗା ଏକ ଘଟଣା କାରଣ ରୁ ଘଟି ଥାଏ. (was playing hockey)

ତାହାଲେ, ଏଠାରେ ଯେତେ ବେଳେ ଜିମୀ ହକି ଖେଳୁ ଥିଲା, ତେବେ ତାର ଗୋଡ଼ ଭାଙ୍ଗୀ ଗଲା. ହକି ଖେଳିବା ର କାର୍ଯ୍ୟ ସେହି ସମୟ ରେ ବନ୍ଦ ହେଇ ଗଲା.

Past Continuous ବାକ୍ୟ ରେ 'was/were' + କ୍ରିୟା ସାଂଗରେ '-ing' ଲାଗିବ.
=
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
While I ______
was doing
did
done
was did
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
We found an old box while we ______
dig
was digging
were digging
was digged
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
While I ______
were having
had
was have
was having
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Neha ______
met
was met
was meeting
were meeting
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Raman ______
arrive
arrived
was arriving
was arrived
'ଯେତେ ବେଳେ ମୁଁ ଘରେ ପହଁଚିଲି, ମୋ ଭଉଣୀ ମୋ କାମ କରୁ ଥିଲା.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
My sister did my work when I reached home.
My sister was doing my work when I reached home.
My sister is doing my work when I reached home.
My sister were doing my work when I reached home.
'ମୁଁ କାଲି ପାର୍ଟୀ ରେ ଗିଟାର ବଜାଉ ଥିଲି.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
I was playing the guitar at the party yesterday.
I am playing the guitar at the party yesterday.
I were playing the guitar at the party yesterday.
I was play the guitar at the party yesterday.
'ମୁଁ ଡାଏରେକ୍ଟର ସାଂଗରେ କଥା ହେବା ପାଇଁ ଅପେକ୍ଷା କରିଛି.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
I were waiting to speak to the director.
I was waited to speak to the director.
I was wait to speak to the director.
I was waiting to speak to the director.
'ମୁଁ ଘରେ ପହଁଚିଲା ବେଳକୁ ବର୍ଷା ହେଉ ଥିଲା.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
It was raining when I reached home
It was raining when I was reached home
It was raining when I was reach home.
It was raining when I was reaching home.
'ଆମେ ବାଥ୍ ରୂମ୍ ରେ ଲୁଗା କାଚୁ ଥିଲୁ.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
We were wash clothes in the bathroom.
We was washing clothes in the bathroom.
We were washed clothes in the bathroom.
We were washing clothes in the bathroom.
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Our neighbors ______
was staring
were staring
was stared
were stared
ଇଂରାଜୀ ରେ ଅନୁବାଦ କରନ୍ତୁ
ସେମାନେ କାଲି ରାତି ରେ ପାର୍ଟୀ କରୁ ଥିଲେ
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I ______
meet
was meet
met
ଇଂରାଜୀ ରେ ଅନୁବାଦ କରନ୍ତୁ
ମୁଁ ଗୋଟେ ହସ୍ପିଟାଲ୍ ରେ କାମ କରୁ ଥିଲି.
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
They saw her when they ______
were going
was going
were went
were gone
କଣ ସେମାନେ ଆମ ସାଂଗରେ କଥା ହେଉଥିଲେ ?
    • they
    • were
    • did
    • talking
    • talk
    • to us
    ଆମେ ମିଟିଙ୍ଗ୍ କୁ ଯାଉ ନ ଥିଲୁ.
    • We were not
    • we did not
    • going
    • went
    • to the meeting
    • gone
    ସମସ୍ତେ ସମ୍ମିଳନୀ ରେ ଭାଗ ନେବା ପାଇଁ ଯାଉ ଥିଲେ.
    • Everyone
    • were going
    • was going
    • conference
    • to attend
    • the conference
    ମୁଁ କାଲି ପିଜ୍ଜା ଖାଉ ଥିଲି.
    • was have
    • was having
    • was had
    • I
    • yesterday
    • a pizza
    ମୁଁ କାଲି ରାତି ରେ ସୋଇ ନ ଥିଲି.
    • was not
    • sleeping
    • were not sleeping
    • I
    • last night
    • slept
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ