Interview - ଆପଣଙ୍କର ପରିଚୟ ଦେବା ଶିଖନ୍ତୁ
try Again
Tip1:hello
Lesson 76
Interview - ଆପଣଙ୍କର ପରିଚୟ ଦେବା ଶିଖନ୍ତୁ
ଟିପ୍
=
ଆଜି ଆପଣ ଗୋଟେ କମ୍ପାନୀ ରେ ସେଲ୍ସ୍ ମ୍ୟାନେଜର ର ପଦବୀ ପାଇଁ ଇଣ୍ଟରଭ୍ୟୁ ଦେବା କୁ ଯାଉଚ୍ଛ.

ଆମେ ଇଣ୍ଟରଭ୍ୟୁ ରେ ଭଲ ଭାବେ ଇଂରାଜୀ ରେ କଥା ହେବା ଶିଖିବା.
=
Good morning!=ଶୁପ୍ରଭାତ
I am=ମୁଁ
here=ଏଠାରେ
for=ପାଇଁ
ଡାଏଲଗ୍
Good morning! I am Shalini.I am here for an interview.
ନମସ୍କାର ! ମୁଁ ହେଉଛି ଶାଲିନୀ. ମୁଁ ଏଠାରେ ଗୋଟେ ଇଣ୍ଟରଭ୍ୟୁ ପାଇଁ ଆସିଛି.


For which position?
କେଉଁ ପଦବୀ ପାଇଁ ?


For a sales manager
ସେଲ୍ସ୍ ମ୍ୟାନେଜାର ପାଇଁ.


Ok. Please have a seat.
ଠିକ ଅଛି. କୃପ କରି ବସନ୍ତୁ.


Thank you
ଧନ୍ୟବାଦ


ମୁଁ ଏଠାରେ ଗୋଟେ ଇଣ୍ଟରଭ୍ୟୁ ପାଇଁ ଆସିଛି.
    • here
    • an
    • interview
    • for
    • I am
    • there
    Tell me=ମତେ କୁହ
    something=କିଛି
    about=ବିଷୟରେ
    ଡାଏଲଗ୍
    Good morning! I am Neerja.I am the HR head of this company
    ଶୁପ୍ରଭାତ ! ମୁଁ ହେଉଛି ନିର୍ଯା. ମୁଁ ହେଉଛି ଏହି କମ୍ପାନୀ ର HR ହେଡ୍.


    Good morning madam. Nice meeting you.I am Shalini
    ଶୁପ୍ରଭାତ ମ୍ୟାଡାମ୍ ! ମୁଁ ହେଉଛି ଶାଲିନୀ. ଆପଣଙ୍କ ସାଂଗରେ ଦେଖା କରି ଭଲ ଲାଗିଲା.


    Please have a seat, Shalini.Tell me something about yourself
    କୃପା କରି ବସି ଯାଅ ଶାଲିନୀ. ମତେ ତୁମ ବିଷୟରେ କିଛି କୁହ.


    Thank you madam.
    ଧନ୍ୟବାଦ ମ୍ୟାଡାମ୍.


    ଟିପ୍
    =
    ଯେବେ ଆପଣଙ୍କୁ ଇଣ୍ଟରଭ୍ୟୁ ରେ ନିଜ ବିଷୟରେ କହିବା ପାଇଁ କୁହା ଯିବ :
    1) ଯଦି ଆପଣ ନିଜ ନାଁ କହି ସାରିଛନ୍ତି, ତାହାଲେ ଆଉ ଥରେ କହିବା ଦରକାର ନାହିଁ.
    2) ଯଦି ଆପଣ ନିଜ ନାମ ଟା କହି ନାହାନ୍ତି, ତାହାଲେ ନିଜ ନାମ ଟା ପ୍ରଥମ କୁହନ୍ତୁ. ମନେ ରଖନ୍ତୁ ନାମ କହିବା ସମୟ ରେ \'I am Ankit\' କିମ୍ବା \'My name is Ankit\' କୁହନ୍ତୁ. \'Myself Ankit\' ହେଉଛି ଭୁଲ୍.
    =
    Tell me something about yourself ର ଉତ୍ତର
    I am from Patiala. I have a B-Com degree from Patiala University. I graduated in 2010. I am working as a junior sales manager at Amul currently.
    ମୁଁ ହେଉଛି ପଟିୟାଲା ଠାରୁ. ମୋ ପାଖରେ ପଟିୟାଲା ମାହା ବିଦ୍ୟାଳୟ ରୁ ବୀ-କଅମ୍ ର ଡିଗ୍ରୀ ଅଛି.

    ମୁଁ 2010 ରେ ସ୍ନାତକ/ଗ୍ରାଜୁଏଟ୍ କରିଲି.
    ମୁଁ ବର୍ତ୍ତମାନ ଅମୁଲ୍ ରେ ଗୋଟେ ଜୁନିଅର ସେଲ୍ସ୍ ମ୍ୟାନେଜର ର ପଦବୀ ରେ କାମ କରୁଛି.


    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    ______
    I'm
    Myself
    I'm a
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I ______
    passed out
    graduated
    am graduated
    did graduated
    'ମୁଁ ବର୍ତ୍ତମାନ ରିଲାଏନ୍ସ୍ ରେ କାମ କରୁଛି.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
    I am currently work at Reliance.
    I am currently working at Reliance.
    I am currently do work at Reliance.
    I currently working at Reliance.
    I am=ମୁଁ ହେଉଛି
    a=ଗୋଟେ
    ମୁଁ ହେଉଛି ଗୋଟେ କଳା(ଆର୍ଟସ୍) ସ୍ନାତକ.
    • an
    • graduate
    • I am
    • graduated
    • arts
    • a
    'ମୋ ପାଖରେ ଦିଲ୍ଲୀ ମାହା ବିଦ୍ୟାଳୟ ରୁ ବୀ.ଏସ.ସୀ ଡିଗ୍ରୀ ଅଛି.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
    I am have a BSc degree from Delhi University
    I have a BSc degree from Delhi University
    I having a BSc degree from Delhi University
    I am get a BSc degree from Delhi University
    What=କଣ
    are=
    your=ତୁମର
    ଡାଏଲଗ୍
    Good morning Madam. I am Priya. I am here for an interview.
    ଶୁପ୍ରଭାତ ମ୍ୟାଡାମ୍ ! ମୁଁ ହେଉଛି ପ୍ରିଆ. ମୁଁ ଏଠାକୁ ଗୋଟେ ଇଣ୍ଟରଭ୍ୟୁ ପାଇଁ ଆସିଛି.


    Please have a seat. Tell me something about yourself
    କୃପା କରି ବସି ଯାଆନ୍ତୁ. ମତେ ନିଜ ବିଷୟରେ କିଛି କୁହନ୍ତୁ.


    Madam I am from Delhi. I graduated from Delhi University in 2009. I am currently working as a data entry operator.
    ମ୍ୟାଡାମ୍ ମୁଁ ହେଉଛି ଦିଲ୍ଲୀ ଠାରୁ. ମୁଁ 2009 ରେ ଦିଲ୍ଲୀ ମାହା ବିଦ୍ୟାଳୟ ରୁ ସ୍ନାତକ କରିଛି. ମୁଁ ବର୍ତ୍ତମାନ ଗୋଟେ ଡାଟା ଏନ୍ଟ୍ରି ଅପେରେଟର ର ପଦବୀ ରେ କାମ କରୁଛି.


    What are your qualifications?
    ତୁମ ଯୋଗ୍ୟତା କଣ ?


    I have a BSc degree. I also have a diploma in data processing.
    ମୋ ପାଖରେ ବୀ.ଏସ.ସୀ ର ଡିଗ୍ରୀ ଅଛି. ମୋ ପାଖରେ ଡାଟା ପ୍ରୋସେସ୍ଇଂଗ୍ ରେ ଡିପ୍ଲୋମା ମଧ୍ୟ ଅଛି.


    ମୋ ପାଖରେ କମ୍ପ୍ୟୁଟର ଆପ୍ଲୀକେଶନ୍ ରେ ଡିପ୍ଲୋମା ଅଛି.
    • I
    • have
    • in
    • computer application
    • a diploma
    • having
    ମୁଁ ଏଇଠି ଗୋଟେ ଇଣ୍ଟରଭ୍ୟୁ ପାଇଁ ଆସିଛି.
    • here
    • I am
    • for
    • to
    • come
    • an interview
    ମୁଁ ରିଲାଏନ୍ସ୍ ରେ ଗୋଟେ ଜୁନିଅର ସେଲ୍ସ୍ ମ୍ୟାନେଜର ଅଛି.
    • junior sales manager
    • I am
    • at
    • Reliance
    • a
    • on
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ