Interview -ଆପଣଙ୍କର କାର୍ଯ୍ୟ ବିଷୟ ରେ କହିବା ଶିଖନ୍ତୁ
try Again
Tip1:hello
Lesson 77
Interview -ଆପଣଙ୍କର କାର୍ଯ୍ୟ ବିଷୟ ରେ କହିବା ଶିଖନ୍ତୁ
ଡାଏଲଗ୍
Good morning sir. I am Vimal
ଶୁପ୍ରଭାତ ସାର. ମୁଁ ହେଉଛି ବିମଲ.


Good morning Vimal. Where are you currently working?
ଶୁପ୍ରଭାତ ବିମଲ ! ଆପଣ ବର୍ତ୍ତମାନ କେଉଁ ଠାରେ କାମ କରୁଛନ୍ତି ?


I am currently working at Reliance.
ମୁଁ ବର୍ତ୍ତମାନ ରିଲାଏନ୍ସ୍ ରେ କାମ କରୁଛି.


What is your role there?
ଆପଣଙ୍କର ସେଠାରେ ପଦବୀ କଣ ?


I am a salesman
ମୁଁ ହେଉଛି ଗୋଟେ ସେଲ୍ସ୍ ମ୍ୟାନ୍.


ଇଂରାଜୀ ରେ ଅନୁବାଦ କରନ୍ତୁ
ମୁଁ ହେଉଛି ଗୋଟେ ବ୍ୟାଂକ୍ ଅଫିସର.
'ମୁଁ ହେଉଛି ଗୋଟେ ସେଲ୍ସ୍ ମ୍ୟାନେଜାର ' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
I am the sales manager
I am a sales manager
I am sales manager
I am work as sales manager
ଡାଏଲଗ୍
What is your role?
ଆପଣଙ୍କର ଭୂମିକା କଣ ?


I am a salesman.
I help the customers find the right products.
I also answer their queries regarding our products.
ମୁଁ ହେଉଛି ଗୋଟେ ସେଲ୍ସ୍ ମ୍ୟାନ୍.
ମୁଁ ଗ୍ରାହକ ମାନଙ୍କୁ ସଠିକ୍ ଜିନିଷ ଖୋଜିବା ରେ ସାହାଯ୍ୟ କରେ.
ମୁଁ ଜିନିଷ ବିଷୟରେ ଗ୍ରାହକ ମାନଙ୍କର ପ୍ରଶ୍ନ ର ଉତ୍ତର ମଧ୍ୟ ଦିଏ.


ଡାଏଲଗ୍
What is your role?
ଆପଣଙ୍କର ଭୂମିକା କଣ ?


I am a customer care executive.
I take care of the queries and complaints of the customers.
I also tell them about new products and services
ମୁଁ ହେଉଛି ଗୋଟେ ଗ୍ରାହକ ସେବା ଅଧିକାରୀ. ମୁଁ ଗ୍ରାହକ ମାନଙ୍କ ପ୍ରଶ୍ନ ଓ ଅଭିଯୋଗ ର ଧ୍ୟାନ ରଖେ. ମୁଁ ତାଙ୍କୁ ନୁଆ ଉତ୍ପନ୍ନ ହେଥିବା ସାମଗ୍ରୀ ଓ ସେବା ବିଷୟରେ ମଧ୍ୟ ଜଣାଏ.


'ଆପଣଙ୍କର ଭୂମିକା ଜଣେଇବା ପାଇଁ କିଛି ଟା କ୍ରିୟା ଶବ୍ଦ (verbs)'^~^'typefacestyle'
ଇଂରାଜୀ ଓଡିଆ ବ୍ୟବହାର କରିବା ର ଉପାୟ
to take care ଧ୍ୟାନ ରଖିବା i take care of…
to handle ସମ୍ଭାଳିବା i handle…
to manage ଚଳାଇବା / ପରିଚାଳନା କରିବା i manage…
to answer ଉତ୍ତର ଦେବା i answer…
to respond ପ୍ରତିକ୍ରିୟା ଦେବା i respond to…
to resolve ସମାଧାନ କରିବା i resolve…
to sell ବିକ୍ରୀ କରିବା i sell…
to look after ଯତ୍ନ ନେବା i look after…
to be responsible ଦାୟିତ୍ବ ନେବା i am responsible for…
to tell କହିବା i tell (them/the customers) about…
ମୁଁ ଗ୍ରାହକ ମାନଙ୍କ ପ୍ରଶ୍ନ ର ଉତ୍ତର ଦିଏ.
    • answer
    • queries
    • customer
    • I
    • am
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I ______
    tell
    am tell
    talk
    tell to
    'ମୁଁ ଗ୍ରାହକ ମାନଙ୍କ ଅଭିଯୋଗ ର ସମାଧାନ କରେ.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
    I resolve customer complaints
    I am resolve customer complaints
    I am resolving customer complaints
    I do resolve customer complaints
    ଡାଏଲଗ୍
    What is your role?
    ଆପଣଙ୍କର ଭୂମିକା କଣ ?


    I am an assistant at Reliance.
    I handle day to day activities of the company.
    I also respond to emails and phone calls
    ମୁଁ ରିଲାଏନ୍ସ୍ ରେ ଗୋଟେ ସହାୟକ ର କାମ କରେ.
    ମୁଁ କମ୍ପାନୀ ର ପ୍ରତିଦିନ ର ଗତିବିଧି କୁ ସମ୍ଭାଳେ.
    ମୁଁ ଈ-ମେଲ୍ ଓ ଫୋନ୍ କଅଲ୍ ର ଉତ୍ତର ଦିଏ.


    How long=କେବେ ଠାରୁ
    have you been working=ଆପଣ କାମ କରୁଛନ୍ତି
    ଟିପ୍
    How long have you been working there? = ଆପଣ ସେଠାରେ କେତେ ସମୟ ହେଲା କାମ କରୁଛନ୍ତି ?
    \'Have been\' ହେଉଛି ପ୍ରେଯେଂଟ୍ ପରଫେକ୍ଟ୍ ଟେନ୍ସ୍. ଏହି ଟା ସେହି ସମୟ ରେ ବ୍ୟବହାର କରା ଯାଏ ଯେବେ ଆପଣ କିଛି କାର୍ଯ୍ୟ କିଛି ସମୟ ଧରି କରି ଆସୁଛନ୍ତି (ଓ ଏପର୍ଯ୍ୟନ୍ତ କରୁଛନ୍ତି)
    =
    \'Did\' ଅତୀତ କାଳ ଅଟେ. Past tense (ଅତୀତ କାଳ) ଏମିତି ଘଟଣା ର ବର୍ଣନା କରିବା ପାଇଁ ବ୍ୟବହାର ହୁଏ, ଯେଉଁ ଟା ଆପଣ କରୁ ଥିଲେ ଓ ଏବେ ଶେଷ ହେଇ ଯାଇଛି.
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    How long ______
    did
    have you
    have you been
    are you been
    'ମୁଁ ସେଠାରେ ଗତ ଚାରି ବର୍ଷ ହେଲା କାମ କରୁଛି.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
    I worked there for the last four years
    I have been working there for the last four years
    I am been working there for the last four years
    I have working there for the last four years
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I ______
    been working
    have been working
    did work
    ଡାଏଲଗ୍
    What is your role?
    ଆପଣଙ୍କର ଭୂମିକା କଣ ?


    I am a customer care executive.
    I take care of the queries and complaints of the customers.
    I also tell them about new products and services
    ମୁଁ ଏକ ଗ୍ରାହକ ସେବା ଅଧିକାରୀ ଅଟେ.
    ମୁଁ ଗ୍ରାହକ ମାନଙ୍କର ପ୍ରଶ୍ନ ଓ ଅଭିଯୋଗ ର ଯତ୍ନ ନିଏ.
    ମୁଁ ସେମାନଙ୍କୁ ନୁଆ ଉତ୍ପନ୍ନ ସାମଗ୍ରୀ ଓ ସେବା ବିଷୟରେ ଜଣାଏ.


    How long have you been working there?
    ଆପଣ ସେଠାରେ କେତେ ସମୟ ରୁ କାମ କରୁଛନ୍ତି?


    I have been working there for the last two years
    ମୁଁ ସେଠାରେ ଗତ ଦୁଇ ବର୍ଷ ହେଲା କାମ କରୁଛି.


    ଡାଏଲଗ୍
    What is your role?
    ଆପଣଙ୍କର ଭୂମିକା କଣ ?


    I am an accountant.
    I handle my company's accounts and finances
    ମୁଁ ହେଉଛି ଗୋଟେ ଅକାଉନଟେଣ୍ଟ୍. ମୁଁ ଆମ କମ୍ପାନୀ ର ଅକାଉନ୍ଟ୍ ଗୁଡିକ ଓ ବିତ୍ତ ର ମାମଲା ସମ୍ଭାଲେ.


    How long have you been working there?
    ଆପଣ ସେଠାରେ କେତେ ସମୟ ହେଲା କାମ କରୁଛନ୍ତି ?


    I have been working there for the last six months
    ମୁଁ ଏଠାରେ ଗତ ଛହ ମାସ କରୁଛି.


    ଇଂରାଜୀ ରେ ଅନୁବାଦ କରନ୍ତୁ
    ମୁଁ ସେଠାରେ ଗତ ତିନି ମାସ ହେଲା କାମ କରୁଛି.
    'ସାଧାରଣ ପେଶା'^~^'typefacestyle'
    doctor ଚିକିତ୍ସକ
    engineer ଇଂଜିନିୟର
    student ଛାତ୍ର
    teacher ଶିକ୍ଷକ
    clerk କ୍ଲର୍କ
    nurse ନର୍ସ
    driver ଡ୍ରାଇଭର
    dentist ଦନ୍ତ ଚିକିତ୍ସକ
    government officer ସରକାରୀ ଅଧିକାରୀ
    customer service representative ଗ୍ରାହକ ସେବା ପ୍ରତିନିଧି
    manager ମ୍ୟାନେଜାର
    assistant ସାହାଯ୍ୟକ
    house-wife ଗୃହିଣୀ
    business man ବ୍ୟବସାୟୀ
    model ମଡେଲ୍
    actor ଅଭିନେତା
    singer ଗାୟକ
    dancer ନର୍ତ୍ତକ
    principal ପ୍ରିନ୍ସିପାଲ୍
    politician ରାଜନୀତିଜ୍ଞ
    management trainee ମ୍ୟାନେଜମେଂଟ୍ ଟ୍ରେନି
    intern ଇନ୍ଟର୍ନ
    entrepreneur ବ୍ୟବସାୟୀ
    sales man ସେଲ୍ସ୍ ମ୍ୟାନ୍
    sales woman ସେଲ୍ସ୍ ବୋମ୍ୟାନ୍ (ମହିଳା)
    analyst ବିଶ୍ଲେଷଣକାରୀ
    shop keeper ଦୋକାନୀ
    beautician ବ୍ୟୁଟିଶିୟାନ୍
    unemployed ବେରୋଜଗାର
    designer ଡିଜାଇନର
    hr professional ମାନବ ସଂସାଧନ ପେଶାଦାର
    finance professional ବିତ୍ତ ପେଶାଦାର
    accountant ଅକାଉନ୍ଟାଂଟ୍
    office boy ଚପରାସୀ
    adminstrator ପ୍ରଶାସକ
    educationalist ଶିକ୍ଷାବିତ୍
    business woman ବ୍ୟବସାୟୀ
    servant ଚାକର
    freelancer ଫ୍ରିଲାନ୍ସର (କେଉଁ କମ୍ପାନୀ ସାଂଗରେ ଚାକିରୀ କରୁ ନ ଥିବା)
    chef ଶେଫ୍/ମୁଖ୍ୟପାଚକ(ହୋଟେଲ୍ ରେ ରାନ୍ଧିବା ବାଲ)
    travel agent ଯାତ୍ରା ଏଯେଂଟ୍
    tour guide ଗାଇଡ୍
    farmer କୃଷକ
    pilot ପାଏଲଟ୍
    air hostess ଏଆର ହୋସ୍ଟେସ୍
    social worker ସାମାଜିକ କାର୍ଯ୍ୟକର୍ତା
    policeman ପୋଲିସ୍ ସିପାହୀ
    policewoman ପୋଲିସ୍ ମହିଳା ସିପାହୀ
    milkman ଦୁଧବାଲା
    peon ଚପରାସୀ
    I don't have=ମୋ ପାଖରେ ନାହିଁ
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I am a fresher. I ______
    have not been
    don't have
    am not have
    ମୁଁ ହେଉଛି ଫ୍ରେଶର
    • am
    • a
    • I
    • have
    • fresher
    • the
    'ମୋ ପାଖରେ ତିନି ବର୍ଷ ର ଅନୁଭବ ଅଛି.' ର ଇଂରାଜୀ ରେ ସଠିକ୍ ଅନୁବାଦ ର ଚୟନ କରନ୍ତୁ ;
    I have three years of experience
    I am have three years of experience
    I have three years for experience
    I am having three years of experience
    ମୋ ପାଖରେ ଦୁଇ ବର୍ଷ ର ଅନୁଭବ ଅଛି
    • two years
    • I
    • am having
    • have
    • experience
    • of
    ଡାଏଲଗ୍
    Good morning Madam. I am Priya. I am here for an interview.
    ଶୁପ୍ରଭାତ ମ୍ୟାଡାମ୍ ! ମୁଁ ହେଉଛି ପ୍ରିୟା. ମୁଁ ଏଠାକୁ ଗୋଟେ ଇଣ୍ଟରଭ୍ୟୁ ପାଇଁ ଆସିଛି.


    Please have a seat. Tell me something about yourself
    କୃପା କରି ବସି ଯାଆନ୍ତୁ. ମତେ ନିଜ ବିଷୟରେ କିଛି କୁହନ୍ତୁ.


    Madam I am from Delhi. I graduated from Delhi University in 2009. I have three years of experience.
    ମ୍ୟାଡାମ୍ ମୁଁ ହେଉଛି ଦିଲ୍ଲୀ ରୁ. ମୁଁ ବର୍ତ୍ତମାନ ଗୋଟେ ଡାଟା ଏନ୍ତ୍ରୀ ଅପରେଟର ଭାବରେ କାମ କରୁଛି. ମୋ ପାଖରେ ତିନି ବର୍ଷ ର ଅନୁଭବ ଅଛି.


    What are your qualifications?
    ଆପଣଙ୍କର ଯୋଗ୍ୟତା କଣ ?


    I have a diploma in data processing.
    ମୋ ପାଖରେ ଡାଟା ପ୍ରୋସେସିଂଗ୍ ରେ ଡିପ୍ଲୋମା ଅଛି.


    Where are you working currently?
    ଆପଣ ବର୍ତ୍ତମାନ କେଉଁଠାରେ କାମ କରୁଛନ୍ତି ?


    I am working at Infosys currently
    ମୁଁ ବର୍ତ୍ତମାନ ଇନ୍ଫୋସିସ୍ ରେ କାମ କରୁଛି.


    How long have you been working there?
    ଆପଣ ସେଠାରେ କେତେ ଦିନ ହେଲା କାମ କରୁଛନ୍ତି ?


    I have been working there for the last one year.
    ମୁଁ ସେଠାରେ ବର୍ଷେ ହେଲା କାମ କରୁଛି.


    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ