Interview -ଆପଣଙ୍କର ପାଠ ବିଷୟ ରେ କହିବା ଶିଖନ୍ତୁ
try Again
Tip1:hello
Lesson 78
Interview -ଆପଣଙ୍କର ପାଠ ବିଷୟ ରେ କହିବା ଶିଖନ୍ତୁ
'ମୁଁ 2009 ରେ ଦିଲ୍ଲୀ ମାହା ବିଦ୍ୟାଳୟ ରୁ ସ୍ନାତକ କରିଛି.' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
I am graduate from Delhi University in 2009
I am graduated from Delhi University in 2009
I graduated from Delhi University in 2009
I have done graduated from Delhi University in 2009
ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
I ______
graduated from
graduated in
have done graduate from
am graduate from
ଡାଏଲଗ୍
Good morning Madam. I am Raj Jain. I am here for an interview.
ଶୁପ୍ରଭାତ ମ୍ୟାଡାମ୍ ! ମୁଁ ହେଉଛି ରାଜ୍ ଜୈନ୍. ମୁଁ ଏଠାରେ ଗୋଟେ ଇଣ୍ଟରଭ୍ୟୁ ପାଇଁ ଆସିଛି.


Please have a seat Raj. When did you graduate?
କୃପା କରି ବସି ଯାଆନ୍ତୁ, ରାଜ୍. ଆପଣ ସ୍ନାତକ କେବେ କରିଲେ ?


Madam, I graduated in 2008.
ମୁଁ 2008 ରେ ସ୍ନାତକ ସାରିଲି.


Where did you graduate from?
ଆପଣ କେଉଁଠାରୁ ସ୍ନାତକ କରିଲେ ?


I graduated from Delhi University.
ମୁଁ Delhi University ରୁ ସ୍ନାତକ କରିଲି.


What did you study there?
ଆପଣ ସେହି ଠାରେ କଣ ପଢୁ ଥିଲେ ?


I studied arts. I have a B.A. degree.
ମୁଁ ସେଠାରୁ କଳା/ଆର୍ଟସ୍ ପଢୁ ଥିଲି. ମୋ ପାଖରେ ବି.ଏ ର ଡିଗ୍ରୀ ଅଛି.


ମୋ ପାଖରେ ବି.କଅମ୍ ର ଡିଗ୍ରୀ ଅଛି.
    • have
    • a
    • am
    • I
    • B-Com degree
    • was
    Some of the subjects=କିଛି ଟା ବିଷୟ
    that I studied are:=ଯେଉଁ ଗୁଡିକ ମୁଁ ପଢିଛି :
    ଇଂରାଜୀ ରେ ଅନୁବାଦ କରନ୍ତୁ
    ବିଷୟ
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I ______
    studied
    am studied
    was studied
    ଡାଏଲଗ୍
    Where did you graduate from?
    ଆପଣ କେଉଁଠାରୁ ସ୍ନାତକ କରିଛନ୍ତି ?


    I graduated from Punjab University in 2010
    ମୁଁ 2010 ରେ ପଂଜାବ୍ ମାହା ବିଦ୍ୟାଳୟ ରୁ ସ୍ନାତକ କରିଛି.


    What did you study there?
    ସେଠାରେ ଆପଣ କଣ ପାଠ ପଢିଛନ୍ତି ?


    I studied commerce. I have a B-Com degree.
    ମୁଁ ବ୍ୟବସାୟ ବାଣିଜ୍ୟ ପଢୁଥିଲି. ମୋ ପାଖରେ ବି.କଅମ୍ ର ଡିଗ୍ରୀ ଅଛି.


    Which subjects did you study?
    ଆପଣ କେଉଁ ସବୁ ବିଷୟ ପଢିଥିଲେ ?


    I studied accounting, business, and English
    ମୁଁ ଅକାଉନ୍ଟିଂଗ୍, ବ୍ୟାପାର ଓ ଇଂରାଜୀ ପଢିଛି.


    Did you also study marketing?
    କଣ ଆପଣ ମାରକେଟିଂଗ୍ ମଧ୍ୟ ପଢି ଥିଲେ ?


    No, I did not study marketing.
    ନା, ମୁଁ ମାରକେଟିଂଗ୍ ପଢି ନାହିଁ.


    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I ______
    did
    do
    was did
    ମୁଁ ଜୁନ 2009 ରେ ଇନ୍ଫୋସିସ୍ ରେ ଏକ ଇଣ୍ଟର୍ନ୍ଶିପ୍ କରି ଥିଲି.
    • I
    • an internship
    • in June 2009
    • done
    • did
    • at Infosys
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I ______
    am graduated
    was graduated
    graduated
    ମୋ ପାଖରେ ଜାଭା ପ୍ରୋଗ୍ରାମିଂଗ୍ ରେ ଗୋଟେ ସାଟିର୍ଫିକେଟ୍ ଅଛି.
    • am
    • have
    • I
    • a certificate
    • having
    • in Java programming
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ