Interview - ଆପଣଙ୍କର ସାମର୍ଥ୍ୟ ଓ ଦୁର୍ବଳତା ବିଷୟ ରେ କୁହନ୍ତୁ
try Again
Tip1:hello
Lesson 79
Interview - ଆପଣଙ୍କର ସାମର୍ଥ୍ୟ ଓ ଦୁର୍ବଳତା ବିଷୟ ରେ କୁହନ୍ତୁ
ଟିପ୍
Strength = ଶକ୍ତି / ସାମର୍ଥ୍ୟ
Weakness = ଦୁର୍ବଳତା
\'What are your strengths and weaknesses?\' - ଏହିଟା ହେଉଛି ଗୋଟେ ସାଧାରଣ ଇଣ୍ଟରଭ୍ୟୁ ପ୍ରଶ୍ନ

ଆଜି ଆମେ ଏହାର ଇଂରାଜୀ ରେ ଉତ୍ତର ଦେବା ଶିଖିବା.
hard working ପରିଶ୍ରମୀ
diligent ଉଦ୍ୟମୀ
creative ସୃଜନଶକ୍ତି ସମ୍ପନ୍ନ
honest ବିସ୍ବାସଯୋଗ୍ୟ
loyal ବିଶ୍ବସ୍ତ
team player ସମସ୍ତଙ୍କ ସାଂଗରେ ମିସିକି କାମ କରିବା
organized ସୁଶୄଙ୍ଖଳିତ
analytical ବିଶ୍ଲେଷଣ ସଂକ୍ରାନ୍ତ
self motivated ଆତ୍ମ ପ୍ରେରିତ
determined ଦୃଢ ପ୍ରତିଜ୍ଞାକାରୀ
ମୁଁ ହେଉଛି ବହୁତ ପରିଶ୍ରମୀ
    • I
    • a
    • working
    • am
    • very hard
    • work
    ଉପଯୁକ୍ତ ଶବ୍ଦ ର ଚୟନ କରନ୍ତୁ
    I am ______
    a very honest
    an very honest
    very honest
    the very honest
    'I am very loyal and honest' ର ଓଡିଆ ରେ ଅନୁବାଦ ବାଛନ୍ତୁ ;
    ମୁଁ ବହୁତ ବିଶ୍ବସ୍ତ ଓ ନିଷ୍ଠାପର ଥିଲି.
    ମୁଁ ହେଉଛି ବହୁତ ପରିଶ୍ରମୀ ଓ ନିଷ୍ଠାପର.
    ମୁଁ ହେଉଛି ବହୁତ ବିଶ୍ବସ୍ତ ଓ ନିଷ୍ଠାପର
    ମୁଁ ବହୁତ ବିଶ୍ବସ୍ତ ଓ ନିଷ୍ଠାପର ରହିବି.
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I am ______
    creatives
    a creative
    creative
    ମୁଁ ହେଉଛି ଜଣେ ବହୁତ ଉଦ୍ୟମୀ ବ୍ୟକ୍ତି.
    • am
    • a
    • I
    • very diligent
    • person
    • have
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I am ______
    team player
    a team player
    ଇଂରାଜୀ ରେ ଅନୁବାଦ କରନ୍ତୁ
    ପରିଶ୍ରମୀ
    ଡାଏଲଗ୍
    What are your strengths?
    ଆପଣଙ୍କର ସାମର୍ଥ୍ୟ କଣ ?


    I am very hard working and organized. I am very loyal and honest. I am a team player.
    ମୁଁ ହେଉଛି ବହୁତ ପରିଶ୍ରମୀ ଓ ସୁଶୄଙ୍ଖଳିତ. ମୁଁ ବହୁତ ବିଶ୍ବସ୍ତ ଓ ନିଷ୍ଠାପର ଅଟେ. ମୁଁ ଗୋଟେ ଟିମ୍ ପ୍ଲେୟାର.


    I have=ମୋ ପାଖରେ ଅଛି.
    ମୋର ଯୋଗା-ଯୋଗ କରିବା ର ଦକ୍ଷତା ବହୁତ ଭଲ
    • good
    • communication skills
    • am
    • have
    • I
    • having
    ମୁଁ ହେଉଛି ବହୁତ ବିଶ୍ବସ୍ତ.
    • am
    • a
    • I
    • diligent
    • very
    • loyal
    ଟିପ୍
    =
    ଯେତେ ବେଳେ ଆପଣ ଆଉ ଜଣଙ୍କୁ ନିଜ ର ଗୁଣ ବିଷୟରେ ଜଣାଉଛନ୍ତି, ତେବେ ନିଜ ବ୍ୟକ୍ତିତ୍ବ ଗୁଣ (hard working, honest, diligent etc.) ଛଡା, ଅନ୍ୟ ଗୁଣ ବିଷୟରେ ରେ ମଧ୍ୟ କୁହନ୍ତୁ, ଯେମିତି କି ଆପଣଙ୍କର ପାଠ ବା ପୁର୍ବ ଚାକିରୀ ର ଅନୁଭବ ସମ୍ପର୍କିୟ.
    =
    I=ମୋର
    have=ପାଖରେ ଅଛି
    strong knowledge=ଭଲ ଜ୍ଞାନ
    of=
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I ______
    am have strong
    have strong
    having strong
    was have strong
    I have=ମୋ ପାଖରେ ଅଛି
    a lot of=ବହୁତ
    experience=ଅନୁଭବ
    ମୋ ପାଖରେ ସେଲ୍ସ୍ ଓ ମାରକେଟିଂଗ୍ ରେ ବହୁତ ଅନୁଭବ ଅଛି.
    • sales and marketing
    • a lot of
    • I have
    • in
    • experience
    • I am having
    ଉପଯୁକ୍ତ ଶବ୍ଦ ର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
    I ______
    have many experience
    have a lot of experience
    am having many experience
    have lot of experiences
    ଡାଏଲଗ୍
    What are your strengths?
    ଆପଣଙ୍କର ସାମର୍ଥ୍ୟ କଣ ?


    I am very hard working and self motivated. I am very determined. I have a good knowledge of sales and marketing
    ମୁଁ ହେଉଛି ବହୁତ ପରିଶ୍ରମୀ ଓ ଆତ୍ମ ପ୍ରେରିତ. ମୁଁ ବହୁତ ବିଶ୍ବସ୍ତ ଓ ଦୃଢ ପ୍ରତିଜ୍ଞାକାରୀ. ମତେ ସେଲ୍ସ୍ ଓ ମାରକେଟିଂଗ୍ ର ଭଲ ଜ୍ଞାନ ଅଛି.


    Great! What are your weaknesses?
    ବହୁତ ଭଲ ! ଆପଣଙ୍କର ଦୁର୍ବଳତା କଣ ?


    ଟିପ୍
    =
    ଆହୁରି ଏକ ପ୍ରଶ୍ନ ଯେଉଁ ଟା ପଚରା ଯାଏ : What are your weaknesses?
    ଏହା ଧ୍ୟାନ ରଖନ୍ତୁ କି ଦୁର୍ବଳତା ଜଣେଇବା ସମୟରେ ସେହି ଦୁର୍ବଳତା ଜଣାନ୍ତୁ ଯେଉଁ ଥରେ କିଛି ପଝିଟିଭ୍ (positive) ଅଛି.
    =


    Sometimes, I end up spending too much time to get everything perfect = କେବେ-କେବେ, ମୁଁ କୌଣସି କାର୍ଯ୍ୟ କୁ ଉତ୍ତମ କରିବା ର ପ୍ରୟାସ ରେ ଅଧିକ ସମୟ ଲଗେଇ ଦିଏ.

    ଏହି ଦୁର୍ବଳତା ଗୋଟେ ଦୃଷ୍ଟି ରୁ ପଝିଟିଭ୍ ଅଛି.
    'ମୁଁ ହେଉଛି ବହୁତ ଭାବପ୍ରବଣ ' ର ଇଂରାଜୀ ରେ ସଠିକ୍ ଅନୁବାଦ ବାଛନ୍ତୁ ;
    I am a very emotional
    I am very emotional
    I have very emotional
    I am having very emotional
    ଟିପ୍
    I sometimes go out of my way to help others = ମୁଁ କେତେ ବେଳେ କେମିତି ଅନ୍ୟ ମାନଙ୍କୁ ଦରକାର ଠାରୁ ଅଧିକ ସାହାଯ୍ୟ କରେ.
    =

    ଏହିଟା ଏକ ପୁର୍ଣ ରୁପ ରେ ଦୁର୍ବଳତା ନୁହେଁ, କାରଣ ସାହାଯ୍ୟ କରିବା ଗୋଟେ ଭଲ ଗୁଣ. କିନ୍ତୁ ଏଠାରେ ଆପଣ ଏହା କହୁଛନ୍ତି କେତେ ବେଳେ କେମିତି ଆପଣ ଦରକାର ଠାରୁ ଅଧିକ ସାହାଯ୍ୟ କରନ୍ତି, ଯାହା ପାଇଁ ଆପଣ ନିଜ କାମ କରି ପାରନ୍ତି ନାହିଁ.
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ