Comparatives (ଜିନିଷ ଓ ଲୋକ ମାନଙ୍କର ତୁଳନା କରିବା)
try Again
Tip1:hello
Lesson 84
Comparatives (ଜିନିଷ ଓ ଲୋକ ମାନଙ୍କର ତୁଳନା କରିବା)
Sachin=ସଚିନ୍
is=ହେଉଛି
taller=ବେସି ଡେଙ୍ଗା
ଟିପ୍
I am taller than Ramesh = ମୁଁ ରମେଶ ଠାରୁ ଅଧିକ ଡେଙ୍ଗା
ଯେତେ ବେଳେ ଆମେ ଦୁଇଟା ଲୋକ କିମ୍ବା ବସ୍ତୁ ମଧ୍ୟରେ ତୁଳନା କରୁ ସେତେ ବେଳେ comparative(ତୁଳନାତ୍ମକ ଶବ୍ଦ) degree ର ବ୍ୟବହାର କରା ଯାଏ :
than + adjective + er
କିମ୍ବା
than + more + adjective
Ravi is more intelligent than Sunny = ରବି, ସନୀ ଠାରୁ ଅଧିକ ବୁଦ୍ଧିମାନ ଅଟେ.
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Ankita is ______
intelligenter than
more intelligenter than
more intelligent than
most intelligent than
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Delhi ______
is bigger then
is bigger than
is more big than
is most bigger than
ମାୟା ଶୀଲା ଠାରୁ ଅଧିକ ନିଷ୍ଠାପର
    • Maya is
    • honester
    • then
    • than
    • more honest
    • Sheela
    'ସଚିନ୍ ମୋହନ ଠାରୁ ଅଧିକ ଧନୀ.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
    Mohan is richer than Sachin
    Sachin is more rich than Mohan
    Sachin is richer than Mohan
    Sachin is richest than Mohan
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Geeta ______
    is more smart than
    is smarter than
    is more smarty than
    is smarter then
    ମୁଁ ତୁମ ଠାରୁ ବେସି ଡରୁଛି.
    • more
    • scared
    • scareder
    • you are
    • I am
    • than
    'ମୁଁ ଅଫିସ୍ ରେ ଅଧିକାଂଶ ଲୋକଙ୍କ ଠାରୁ ବେସି ପରିଶ୍ରମୀ.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ;
    I am most hard working than most people in the office
    I am more hard working than most people in the office
    I am more hardly working than most people in the office
    I am more harder working than most people in the office
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    English is ______
    more easy than
    easier than
    easiest than
    most easy than
    ସୀତା କଣ ଐଶବର୍ୟା ଠାରୁ ଅଧିକ ସୁନ୍ଦର?
    • more pretty
    • then Aishwarya?
    • Does Seeta
    • Is Seeta
    • prettier
    • than Aishwarya?
    ଟିପ୍
    Neha is a good singer = ନେହା ହେଉଛି ଏକ ଭଲ ଗାୟିକା
    କିଛି ଶବ୍ଦର କମ୍ପ୍ୟାରେଟିଭ ଫର୍ମ୍ (comparitive form) କିଛି ନିୟମ ଅନୁସାରେ ହୁଏନି.
    Neha is a better singer than Geeta = ନେହା ଗୀତା ଅପେକ୍ଷା ଭଲ ଗାୟିକା.
    Good -> Better
    Bad -> Worse
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    Mukesh is a ______
    more good businessman
    better businessman
    most better businessman
    ମୋର ଘର ର ଅବସ୍ତା ଛାତ୍ରାବାସ ଠାରୁ ଭି ଖରାପ
    • is more bad
    • is worse
    • My house's condition
    • than
    • is worst
    • the hostel
    ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
    The food ______
    is very worse
    is worse than
    is very worst
    is very bad
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ