Superlatives (ସବୁ ଠାରୁ ଲମ୍ବା, ସବୁ ଠାରୁ ଭଲ ଇତ୍ୟାଦି)
try Again
Tip1:hello
Lesson 85
Superlatives (ସବୁ ଠାରୁ ଲମ୍ବା, ସବୁ ଠାରୁ ଭଲ ଇତ୍ୟାଦି)
ଟିପ୍
Rajasthan is hot = ରାଜସ୍ଥାନ ବହୁତ ଗରମ.
Rajasthan is hottest state in India = ରାଜସ୍ଥାନ ଭାରତର ସବୁଠାରୁ ଗରମ ରାଜ୍ୟ ଅଟେ.
'Superlative'(ସର୍ବଶ୍ରେଷ୍ଠ) degree, କୋଉ ଭି ବିଶେଷଣ ର ସର୍ବଶ୍ରେଷ୍ଠ ରୁପ ଥାଏ.
ଏଠାରେ 'hottest', 'hot' ର ସର୍ବଶ୍ରେଷ୍ଠ ରୁପ ଅଟେ.
Superlative degree ର ଅର୍ଥ ହେଉଛି, ଜୋଉ ଗୁଣ କିମ୍ବା ବିଶେଷତା ଅଛି, ସେଇଟା ସବୁଠାରୁ ଉଚ୍ଚ(ସର୍ବଶ୍ରେଷ୍ଠ) ସ୍ତର ର ଅଟେ.
ଟିପ୍
She is short = ସେ ହେଉଛି ଗେଡା.
She is the shortest girl in our class = ସେ ହେଉଛି ଆମ ଶ୍ରେଣୀ ର ସବୁ ଠାରୁ ଗେଡା ଝିଅ.
Short -> Shortest
ଏଠାରେ shortest, short ର superlative(ସର୍ବଶ୍ରେଷ୍ଠ) ରୁପ ଅଟେ.

Rule: the + adjective + est

କେଉଁ ଭି ବିଶେଷଣ ଶବ୍ଦକୁ 'superlative' ରେ ବଦଳିବା ପାଇଁ ଶେଷରେ 'est' ଯୋଡା ଯାଏ.
ଟିପ୍
She is pretty = ସେ ସୁନ୍ଦର ଅଟେ.
She is the prettiest girl in the world = ସେ ହେଉଛି ଦୁନିଆର ସବୁଠାରୁ ସୁନ୍ଦର ଝିଅ.
ଏଠାରେ 'pretty' ର 'superlative'(ସର୍ବଶ୍ରେଷ୍ଠ) ରୁପ 'prettiest' ଅଟେ.

the + adjective(-y+i) + est
ଏଠାରେ 'pretty' କୁ 'superlative' ବନେଇବା ପାଇଁ 'pretty' ଶବ୍ଦରୁ 'y' କାଢିକି 'iest' ଯୋଡା ଯାଇଛି.
ଟିପ୍
He is intelligent = ସେ ବୁଦ୍ଧିମାନ ଅଟେ.
He is the most intelligent boy in the class = ସେ ହେଉଛି ଶ୍ରେଣୀ ର ସବୁଠାରୁ ବୁଦ୍ଧିମାନ ବାଳକ.
କିଛି ଗୁଡା ଶବ୍ଦକୁ 'superlative' ବନେଇବା ପାଇଁ, ସେହି ଶବ୍ଦ ପୁର୍ବରୁ 'most' ଲେଖା ଯାଏ.

the + most + intelligent

'most intelligent' ହି 'intelligent' ର 'superlative' ରୁପ.

intelligentest ଭୁଲ୍ ଇଂଗରାଜୀ.
'ସେ ହେଉଛି ଆମ ଅଫିସ୍ ର ସବୁଠାରୁ ତରୁଣ କର୍ମଚାରୀ. ' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
He is the younger employee in our office.
He is the more youngest employee in our office.
He is the youngest employee in our office.
He is the most young employee in our office.
'ସେ ଆମ ଶ୍ରେଣୀ ର ସବୁଠାରୁ ସୁନ୍ଦର ଝିଅ.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
She is the prettier girl in the class.
She is the prettiest girl in the class.
She is the most pretty girl in the class.
She is more pretty girl in the class.
'ସବୁଠାରୁ ସହଳ/ଜଲ୍ଦୀ ଅପୋଇଂଟ୍ମେଂଟ୍ ହେଉଛି 8ଟା ବେଳକୁ. ' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
The most early appointment is at 8 o'clock.
The more early appointment is at 8 o'clock.
The earliest appointment is at 8 o'clock
The earlier appointment is at 8 o'clock.
'ଆମେ ହେଉଛୁ ଶ୍ରେଣୀ ର ସବୁଠାରୁ ବୁଦ୍ଧିମାନ ଛାତ୍ର.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ.;
We are the most intelligent students of the class
We are the more intelligent students of the class
We are the intelligentest students of the class
We are the intelligentier students of the class
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Shalini is the ______
most heavy
more heavy
heavier
heaviest
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Neha is the ______
tallest
taller
most tall
more tall
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ
Aishwarya has ______
beautiful
more beautiful
the beautifullest
the most beautiful
ଉପଯୁକ୍ତ ଶବ୍ଦର ଚୟନ କରି, ଶୁନ୍ୟ ସ୍ଥାନ ପୁରଣ କରନ୍ତୁ.
Mercedes is ______
more faster
most fast
the fastest
the faster
ଆଜି ସବୁଠାରୁ ଥଣ୍ଡା ଦିନ.
ସେମାନେ ଆମ କଲୋନୀ ର ସବୁଠାରୁ ଧନବାନ ଲୋକ.
    • of our colony
    • richer people
    • They are
    • the richest people
    • the most rich
    • They were
    ଏହିଟା ସବୁଠାରୁ ସହଜ ପ୍ରଶ୍ନ ଥିଲା .
    'ପେପ୍ସୀ ସବୁଠାରୁ ସାଧାରଣ ପେୟ ଦ୍ରବ୍ୟ ଅଟେ.' ର ଇଂରାଜୀରେ ସଠିକ୍ ବିକଳ୍ପ ବାଛନ୍ତୁ.;
    Pepsi is the most common cold drink.
    Pepsi is the mostest common cold drink.
    Pepsi is the mostest common cold drink.
    Pepsi is the very common cold drink.
    ତୁମ ପାଖରେ ସବୁଠାରୁ ଛୋଟ ଖେଳନା ଅଛି.
    କପ୍, ଗିଲାସ୍ ରୁ ଛୋଟ.
    • a glass
    • a cup
    • small
    • is smaller than
    • is smallest
    • is most small than
    ମାଉନ୍ଟ୍ ଏଭରେସ୍ଟ୍ ଦୁନିଆର ସବୁଠାରୁ ଉଚ୍ଚ ପର୍ବତ.
    • is the highest
    • Mount Everest
    • is the higher
    • in the world
    • mountain
    • are
    ସେ ଶ୍ରେଣୀ ର ସବୁଠାରୁ ପ୍ରଥିଭାଶାଳୀ ଛାତ୍ର .
    • the most bright
    • he is
    • the brightest
    • than
    • of the class
    • student
    ସେ ଆମର ଗ୍ରୁପ୍ ର ସବୁଠାରୁ ପତଳା ଝିଅ.
    • girl
    • in our group
    • the thinnest
    • most thin
    • she is
    • she was
    ଟିପ୍
    =
    ଯେତେ ବେଳେ କେଉଁ 'adjective' (ବିଶେଷଣ ଶବ୍ଦ) କିମ୍ବା 'adverb' (କ୍ରିୟା ବିଶେଷଣ) ଏକ ବ୍ୟନ୍ଜନ (consonant) ରେ ସମାପ୍ତ ହୁଏ ସେତେ ବେଳେ ତାର ସୁପରଲେଟିଭ୍ ଫର୍ମ୍ ବନେଇବା ପାଇଁ ଶେଷରେ 'est' ଯୋଡନ୍ତୁ.
    =
    Big - Biggest

    Long - Longest

    High - Highest

    Tall - Tallest

    Short - Shortest
    ଟିପ୍
    =
    ଯେତେ ବେଳେ adjective (ବିଶେଷଣ ଶବ୍ଦ)କିମ୍ବା adverb (କ୍ରିୟା ବିଶେଷଣ) 'y' ରେ ସମାପ୍ତ ହୁଏ, ସେତେ ବେଳେ ତାର ସୁପରଲେଟିଭ୍ ଫର୍ମ୍ ବନେଇବା ପାଇଁ ଶେଷରେ 'y' କାଢି 'iest' ଯୋଡନ୍ତୁ.
    =
    Pretty - Prettiest

    Silly - Silliest

    Early - Earliest

    Curly - Curliest
    ଟିପ୍
    =
    କିଛି 'adjective' (ବିଶେଷଣ ଶବ୍ଦ) କିମ୍ବା 'adverb' (କ୍ରିୟା ବିଶେଷଣ) ଏମିତି ଭି ଅଛନ୍ତି ଯାହାର ସୁପରଲେଟିଭ୍ ଫର୍ମ୍ ବନେଇବା ପାଇଁ ଶବ୍ଦ ପୁର୍ବରୁ 'most' ଲଗା ଯାଏ.
    =
    Beautiful - Most beautiful

    Attractive - Most attractive

    Decent - Most decent
    ଟିପ୍
    =
    କିଛି 'adjective' (ବିଶେଷଣ ଶବ୍ଦ) କିମ୍ବା 'adverb' (କ୍ରିୟା ବିଶେଷଣ) 'exception' (ବ୍ୟତିକ୍ରମ) ଭି ଥାଆନ୍ତି ଯାହା ଆମକୁ ମନେ ରଖିବାକୁ ପଡେ.
    =
    Good - Best

    Bad - Worst

    Little - Least

    Much - Most
    'ଏହିଟା ମୋର ଜୀବନର ସବୁଠାରୁ ଖରାପ୍ ଦିନ.' ର ଇଂରାଜୀ ରେ ସଠିକ୍ ବିକଳ୍ପ ବାଛନ୍ତୁ;
    It is the worse day of my life.
    It is the worst day of my life.
    It is the bad day of my life.
    It is the baddest day of my life.
    =
    !
    ଶୁଣନ୍ତୁ
    ଟିପ୍
    ପରବର୍ତ୍ତୀ ଶବ୍ଦ